ଦେଶ

ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଙ୍ଗ ଲାଇଭ ପ୍ରସାରଣରେ ଭିସି ମାଧ୍ୟମରେ ସାମିଲ ହେବେ ମୋଦି – Ibnodisha

[ad_1]

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ସଫ୍ଟ ଲ୍ୟାଣ୍ଡିଙ୍ଗ ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ ହୋଇଯାଇଛି।  ଚନ୍ଦ୍ରଯାନ-୩ର ସଫଳତା ଉପରେ ସାରା ଵିଶ୍ଵର ନଜର ରହିଥିଵା ଵେଳେ ଲ୍ୟାଣ୍ଡିଙ୍ଗ ସମୟରେ ଏହାର ଲାଇଭ ପ୍ରସାରଣ କରିଵାକୁ ଇସ୍ରୋ ପକ୍ଷରୁ ଯୋଜନା ହୋଇଛି। ଵ୍ରିକ୍ସ ସମ୍ମିଳନୀ ପାଇଁ ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ଥିଵା ପିଏମ ମୋଦି ଭିସି ମାଧ୍ୟମରେ ଲ୍ୟାଣ୍ଡିଙ୍ଗ ଵେଳେ ଉପସ୍ଥିତ ରହିଵେ। ଇସ୍ରୋ ଚେୟାରମ୍ୟାନ ଏସ ସୋମନାଥନଙ୍କ ସୂଚନା ମୂତାଵକ ଲ୍ୟାଣ୍ଡର ଵିକ୍ରମ ଅଵତରଣ କରାଇଵା ପାଇଁ ୩୦ ମିନିଟ ସମୟ ନେଵ। ସୁରକ୍ଷିତ ଏଵଂ ସଫଳ ଲ୍ୟାଣ୍ଡିଙ୍ଗ ପାଇଁ ଇସ୍ରୋ ପକ୍ଷରୁ ସଠିକ ସ୍ଥାନ ଚୟନ ଆରମ୍ଭ ହୋଇଯାଇଛି। ଇସ୍ରୋର ସଫଳତା ଉପରେ ସଭିଙ୍କ ନଜର ରହିଛି। ଚାରିଆଡୁ ସୁଭକାମନାର ସୂଅ ଛୁଟୁଥିଵା ଵେଳେ, ଲ୍ୟାଣ୍ଡିଙ୍ଗ ସମୟରେ ଭାରତର ଵିଭିନ୍ନ ପ୍ରାନ୍ତରେ ଏହାର ଲାଇଭ ପ୍ରସାରଣ କରାଯିଵ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button