ସ୍ଵର୍ଗରୁ ତିଆରି ହୋଇ ଆସିଥାଏ ଏହି 5 ଟି ନାମର ଯୋଡି
ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ଯେ,ଏହି ୭ ନାମ ଥିବା ଯୋଡି ସ୍ୱର୍ଗ ରୁ ହିଁ ତିଆରି ହୋଇ ଆସିଥାନ୍ତି । ବନ୍ଧୁଗଣ ସମସ୍ତଙ୍କ ଜୀବନ ରେ ନିଜ ବାହାଘରକୁ ନେଇ ବହୁତ କିଛି ଚିନ୍ତା ରହିଥାଏ। ସେ ଝିଅ ହେଇଥାଉ ଅଥବା ପୁଅ। ସମସ୍ତେ ନିଜ ବାହାଘର କୁ ନେଇ ବହୁତ କିଛି ସ୍ବପ୍ନ ଦେଖିଥାନ୍ତି। ବନ୍ଧୁଗଣ ଆପଣ ମାନେ ବୃଦ୍ଧ ବ୍ୟକ୍ତି ମାନଙ୍କଠୁ ଶୁଣିଥିବେ ଯେ, ସମସ୍ତ ଯୋଡି ସ୍ୱର୍ଗ ରୁ ହିଁ ତିଆରି ହୋଇ ଆସିଥାଏ । ସେହି ଯୋଡି ମାନେ ନିଶ୍ଚିତ ଭାବରେ ମିଶିଥାନ୍ତି ।
ସେମାନଙ୍କ ମିଶିବାର ଜରିଆ ଯାହା ବି ହୋଇଥାଉ ନ କାହିଁକି ସେମାନେ ଶେଷରେ ମିଶିଥାନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କିଛି ଖାସ ନାମ ର ଯୋଡି ସମ୍ପର୍କରେ କହିବା କୁ ଯାଉଛୁ ଯେଉଁ ମାନଙ୍କ ଯୋଡି ସ୍ୱର୍ଗ ରୁ ତିଆରି ହୋଇ ଆସିଥାଏ । ଏହି ଯୋଡିଙ୍କ ଭିତରେ କେବଳ ଭଲ ପାଇବା ହିଁ ନଥାଏ ଏହା ସହିତ ସମସ୍ତ କଠିନ ସମୟରେ ଏହି ଯୋଡି ପରସ୍ପର ର ସାଥ ଦେଇଥାନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ନାମ ଗୁଡିକ ବିଷୟରେ ।
୧.ବନ୍ଧୁଗଣ ପ୍ରଥମ ଯୋଡି ଟି ହେଉଛି A ଓ S
ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁହାଯାଏ ଯେ,ଏହି ଅକ୍ଷର ଥିବା ଯୋଡିଙ୍କ ମଧ୍ୟରେ ବହୁତ ଭଲ ପାଇବା ରହିଥାଏ । ଏହି ଯୋଡି ପରସ୍ପରକୁ ବହୁତ ବିଶ୍ୱାସ କରନ୍ତି । ଏହି ଯୋଡି ପରସ୍ପରକୁ କେବେ ମିଛ କୁହନ୍ତି ନାହିଁ । ଏହି ଯୋଡ଼ିଙ୍କ ମଧ୍ୟରେ ଅନ୍ତ୍ୟନ୍ତ ଭଲ ପାଇବା ରହିଥାଏ ।
୨. ଆଗାମୀ ଯୋଡି ହେଲେ K ଓ T
ଏହି ଯୋଡି ପରସ୍ପରକୁ ବୁଝନ୍ତି ଏବଂ ଏହି ଯୋଡି ପରସ୍ପରକୁ ବହୁତ ମାତ୍ରା ରେ ଭଲ ପାଆନ୍ତି । ଏମାନେ କେବେ ବି କୌଣସି ବି ପରସ୍ଥିତିରେ ପରସ୍ପର ଠାରୁ ଅଲଗା ହୁଅନ୍ତି ନାହିଁ । ଏହି ଯୋଡି ପରସ୍ପର କୁ ବହୁତ ବିଶ୍ୱାସ କରନ୍ତି । ଏହା ସହିତ ଏମାନେ ପରସ୍ପର ଇଚ୍ଛା କୁ ସମ୍ମାନ ଦେଇଥାନ୍ତି ।
୩.ଆଗାମୀ ଯୋଡିଟି ହେଉଛି R ଓ S
ଏହି ଯୋଡି ସାଥି କିଛି ନ କହି ମଧ୍ୟ ନିଜ ସାଥିର ମନ କଥାକୁ ବୁଝିଯାନ୍ତି । ଦୂର ରେ ଥିଲେ ମଧ୍ୟ ଏହି ଯୋଡି ପରସ୍ପର କୁ ଖୁସି କରିବା ରେ କୌଣସି ସୁଯୋଗ ହାତଛଡା କରନ୍ତି ନାହିଁ । ଏହି ଯୋଡି କୌଣସି ପରିସ୍ଥିତିରେ ବି ଅଲଗା ହୁଅନ୍ତି ନାହିଁ ଏବଂ ସବୁବେଳେ ଏକାଠି ରୁହନ୍ତି ।
୪.ଆଗାମୀ ଯୋଡିଟି ହେଲେ P ଓ S
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଯୋଡି ସମସ୍ତ ଯୋଡିଙ୍କ ଠାରୁ ପରସ୍ପର ପ୍ରତି ଅଧିକ ବିଶ୍ୱସ୍ତ ଅଟନ୍ତି । ଏହି ଯୋଡି ବହୁତ ରୋମାଣ୍ଟିକ ହେଇଥାନ୍ତି । ଏମାନେ ପରସ୍ପର କୁ କେବେ ଦୁଃଖ ଦେଇନଥାନ୍ତି । ଏମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିଥାଏ । ତେଣୁ କୁହାଯାଏ କି ଏହି ଯୋଡି ସ୍ୱର୍ଗରୁ ତିଆରି ହେଇଆସିଛି ।
୫.ଆଗାମୀ ଯୋଡି ଟି ହେଉଛି N ଓ S
ଏହି ଯୋଡି ପରସ୍ପରକୁ ବହୁତ ଭଲ ପାଆନ୍ତି ଏବଂ ନିଜ ଭିତରେ କେବେ ବି ଭୁଲ ବୁଝାମଣା ରଖନ୍ତି ନାହିଁ । ଏହି ଯୋଡି କେବେ ବି ପରସ୍ପର ଠାରୁ ଅଲଗା ହେବା କଥା ଭାବନ୍ତି ବି ନାହିଁ । ଏହି ଯୋଡି ବହୁତ ଖାସ ଅଟନ୍ତି । ସୁଖ ହେଉ ଅବା ଦୁଃଖ ଏମାନେ ସର୍ବଦା ନିଜ ଜୀବନ ସାଥିଙ୍କ ସହିତ ରହିଥାନ୍ତି ।
ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ