ଗଙ୍ଗା ଭଳି ପବିତ୍ର ହୋଇଥାନ୍ତି ଏହି ୩ ଟି ନାମର ଝିଅ

ବନ୍ଧୁଗଣ ନମାସ୍କର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଜ୍ୟୋତିଷ ଶାସ୍ତ୍ର ସମ୍ପର୍କରେ କହିବାକୁ ଯାଉଛୁ । ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ୩ ନାମ ର ନାରୀ ଗଙ୍ଗାଜଳ ଭଳି ପବିତ୍ର ଅଟନ୍ତି ବୋଲି କୁହାଯାଇଛି ଏବଂ ଏହା ମଧ୍ୟ କୁହାଯାଇଛି ଯେ, ଏହି ଝିଅ ମାନେ ନିଜ ଘରକୁ ସ୍ୱର୍ଗ ଭଳି ରଖନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ୩ ନାମ ଥିବା ନାରୀ ମାନେ କିଏ ଅଟନ୍ତି । ବନ୍ଧୁଗଣ ଦୁନିଆ ରେ ବହୁତ କିଛି ଲୋକ ଅଛନ୍ତି ଯେଉଁମାନଙ୍କ ସ୍ଵଭାଵ ପରସ୍ପର ଠାରୁ ବହୁତ ଭିନ୍ନ। କିଛି ଲୋକଙ୍କ ଭିତରେ ବହୁତ ମାତ୍ରା ରେ ଭଲ ଗୁଣ ନିହିତ ହୋଇ ରହିଛି ତଥା ସେମାନେ ଗୁଣୀ ଅଟନ୍ତି ଏବଂ କିଛି ଲୋକଙ୍କ ମଧ୍ୟରେ ସେହି ଗୁଣ ନିହିତ ନାହିଁ ।
ଦୁନିଆ ରେ ସବୁ ବ୍ୟକ୍ତି ପରସ୍ପର ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ବନ୍ଧୁଗଣ କିଛି ବ୍ୟକ୍ତି ଏମିତି ଅଛନ୍ତି ଯେଉଁମାନେ ପ୍ରଶଂସନୀୟ ଅଟନ୍ତି ଏବଂ କିଛି ବ୍ୟକ୍ତି ଏମିତି ଯିଏ କେବଳ ନିନ୍ଦା ର ଅଧିକାରୀ । ତେବେ ଆଜି ଆମେ କହିବା କୁ ଯାଉଛୁ ୩ଟି ନାମର ନାରୀ ଙ୍କ ସମ୍ପର୍କରେ ଯେଉଁମାନେ ପ୍ରଶଂସା ର ପାତ୍ର ଏବଂ ତାଙ୍କ ଗୁଣ ଏବଂ ବ୍ୟବହାର ପାଇଁ ତାଙ୍କୁ ଗଙ୍ଗା ଭଳି ପବିତ୍ର ବୋଲି ମଧ୍ୟ କୁହାଯାଏ ।
୧.ବନ୍ଧୁଗଣ ପ୍ରଥମ ଅକ୍ଷର ଟି ହେଉଛି A । ଏହି ଅକ୍ଷର ଥିବା ନାରୀ ବହୁତ ଭଲ ଅଟନ୍ତି । ଏମାନେ ସର୍ବଦା ନିଜର କାର୍ଯ୍ୟ ଦ୍ଵାରା ସମସ୍ତଙ୍କ ମନକୁ କିଣି ନିଅନ୍ତି । ଏହି ନାରୀ କେବେ ବି କୌଣସି ବ୍ୟକ୍ତି ର ମନ ଦୁଃଖ କରନ୍ତି ନାହିଁ । ଏମାନଙ୍କ ସ୍ଵଭାଵ ବହୁତ ଭଲ ଅଟେ ଏବଂ ଏମାନେ ସମସ୍ତଙ୍କ ସହ ବିନମ୍ରତା ସହ ବ୍ୟବହାର କରନ୍ତି । ଏହି ନାରୀ ମାନେ ବିନା କାରଣରେ କେବେ ବି କାହାକୁ କିଛି କୁହନ୍ତି ନାହିଁ ଏବଂ ସମସ୍ତଙ୍କ ସହ ଭଲ ସଂପର୍କ ରଖନ୍ତି । ଏହି ନାରୀ ମାନେ କୌଣସି ବ୍ୟକ୍ତି କୁ ଘୃଣା କରନ୍ତି ନାହିଁ ।
୨.ବନ୍ଧୁଗଣ ଦ୍ବିତୀୟ ଅକ୍ଷର ଟି ହେଉଛି J । ବନ୍ଧୁଗଣ ଯଦି ଏହି ଅକ୍ଷରର ନାରୀ ମାନଙ୍କ ବିଷୟରେ କୁହାଯିବ ତେବେ ଏମାନଙ୍କ ସ୍ଵଭାଵ ବହୁତ ଶାନ୍ତ ଏବଂ ସରଳ ହୋଇଥାଏ । ଏହି ନାରୀ ମାନେ ପ୍ରତ୍ୟେକ ପ୍ରାଣୀ ଙ୍କ ପାଇଁ ନିଜ ମନରେ ଦୟା ଭାବ ରଖିଥାନ୍ତି ।
ଏହି ନାରୀ ମାନେ ସେହି ବ୍ୟକ୍ତିଙ୍କ ଠାରୁ ଦୂର ରେ ରୁହନ୍ତି ଯିଏ ଏମାନଙ୍କୁ ଦୁଃଖ ପହଞ୍ଚାଇ ଥାଏ ଏବଂ ତାଙ୍କ ମନକୁ କଷ୍ଟ ଦେଇଥାଏ । ଏହି ନାରୀ ମାନଙ୍କ ର ନିଜର ଏକ ସ୍ୱତନ୍ତ୍ର ସ୍ଵଭାଵ ରହିଥାଏ ଏବଂ ଏମାନେ ନିଜ ଜୀବନ କୁ ସାଧା ସିଧା ଭାବରେ ରହିବା କୁ ଅଧିକ ମାତ୍ରା ରେ ପସନ୍ଦ କରନ୍ତି।
୩.ବନ୍ଧୁଗଣ ତୃତୀୟ ଅକ୍ଷର ଟି ହେଉଛି M । ବନ୍ଧୁଗଣ ଏହି ଅକ୍ଷର ର ନାମ ଥିବା ନାରୀ ବହୁତ ସୁନ୍ଦର ହୋଇଥାନ୍ତି । ଏମାନେ ମନରୁ ବହୁତ ସଫା ଏବଂ ପବିତ୍ର ହୋଇଥାନ୍ତି । ଏମାନେ କେବେ କାହା ମନରେ ଦୁଃଖ ଦିଅନ୍ତି ନାହିଁ । ଏମାନଙ୍କର ସବୁଠାରୁ ଭଲ ଗୁଣ ହେଉଛି, ଏମାନେ ଅନ୍ୟ ର ଦୁଃଖ କୁ ନିଜ ଦୁଃଖ ବୋଲି ମାନି ନିଅନ୍ତି ଏବଂ ସର୍ବଦା ସମସ୍ତଙ୍କୁ ସାହାଯ୍ୟ କରିଥାନ୍ତି । ଏମାନେ ସମସ୍ତଙ୍କୁ ଖୁସି ଦେଇଥାନ୍ତି କିନ୍ତୁ ଏହା ବଦଳ ରେ କିନ୍ତୁ ଏମାନଙ୍କୁ ଦୁଃଖ ମିଳିଥାଏ ।