ଡାକ୍ତରବି ଆଶ୍ଚର୍ଯ୍ୟ, ଏଥିରୁ କେବଳ 2 ଚାମଚ ଲଗାନ୍ତୁ, ଧଳା ବାଳ ଗୋଟି ଗୋଟି କରି କଳା ହୋଇଯିବ !
ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ର ସମୟ ରେ ଆମ ମାନଙ୍କର ଦୈନଦିନ ର ଖାଦ୍ୟ ତଥା ଜୀବନ ଶୈଳୀ କିଛି ଏପରି ହୋଇ ଯାଇଛି । ଯାହା କାରଣ ରୁ ଆମ ମାନଙ୍କ ଶରୀର ସହ କେଶ ଜନିତ ସମସ୍ଯା ମଧ୍ୟ ଦେଖା ଦେବା ଆରମ୍ଭ ହୋଇଛି । ଏହା ସହ ପ୍ରଦୂଷିତ ବାୟୁ ମଧ୍ୟ କେଶ ଖରାପ ହେବାର ଏକ ପ୍ରମୁଖ କାରଣ ହୋଇଥାଏ । କେଶ ଜନିତ ସମସ୍ଯା ରେ ଚିନ୍ତିତ ହୋଇ ଅନେକ ଲୋକ ଅନେକ ପ୍ରକାରର ଉପଚାର ତଥା କେତେ କଣ ଆପଣାଇ ଥାନ୍ତି ।
କିନ୍ତୁ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏପରି ଏକ ଘରୋଇ ଉପଚାର ଯାହାକୁ ଆପଣ କେବଳ 5 ଟଙ୍କାର ଏକ ଜିନିଷ ସାହାର୍ଯ୍ୟ ରେ ପ୍ରସ୍ତୁତ କରି ନିଜର କେଶ ଜନିତ ସମସ୍ୟା ରୁ ରକ୍ଷା ପାଇ ପାରିବେ । ବନ୍ଧୁଗଣ ଆଜିର ଏହି ଉପଚାର ଟି କୁ ପ୍ରସ୍ତୁତ କରିବା ପାଇଁ ଆପଣ ଙ୍କୁ ଚାହା ପତି ର ଆବଶ୍ୟକ ପଡିବ ।
ଖୁବ କମ ଲୋକ ହିଁ ଜାଣିଥିବେ କି ଏହି ଚାହା ପ୍ରସ୍ତୁତ କରିବା ପାଇଁ ଯେଉଁ ଦାନା ର ବ୍ୟବହାର କରାଯାଇଥାଏ, ତାହା କେଶ ତଥା ଶରୀରରେ ସୌନ୍ଦର୍ଜ୍ୟ କୁ ବଢାଇବା ପାଇଁ ମଧ୍ୟ ଖୁବ ଲାଭଦାୟୀ ଉପକରଣ ଅଟେ । ଏହା କେଶ କୁ କଳା କରିବାରେ ମଧ୍ୟ ଖୁବ ସାହାର୍ଯ୍ୟ କରିଥାଏ । ଆଜିର ଏହି ଉପଚାର ଟି କୁ ପ୍ରସ୍ତୁତ କରିବା ପାଇଁ ଆପଣ ଏକ ପାତ୍ର ରେ ପ୍ରଥମେ ଦୁଇ ଚାମଚ ଚାହା ପତି ର ଦାନା ନେଇ ନିଅନ୍ତୁ ।
ଏହାପରେ ସେଥିରେ 3 ରୁ 4 ଟି ତେଜପତ୍ର କୁ ଛିଣ୍ଡାଇ ପକାନ୍ତୁ । ଏହାପରେ ସେଥିରେ ଏକ ରସୁଣ ର ପାଖୁଡା କୁ ଚୋପା ଚୋପା ଛଡାଇ ଦେଇ ଦିଅନ୍ତୁ । ଶେଷ ରେ ଏକ ଗ୍ଳାସ ପାଣି ଢାଳି ଗ୍ଯାସ ଉପରେ ମିଡିଅମ ଆଞ୍ଚ ରେ ଫୁଟିବାକୁ ଛାଡି ଦିଅନ୍ତୁ । ଏହା ଭଲ ଭାବରେ ଫୁଟି ଗଲା ପରେ ଏହାକୁ କାଢି ଆଣି ଥଣ୍ଡା କରି ଏକ ପାତ୍ର ରେ ଭରି ଦିଅନ୍ତୁ ।
ଆପଣ ବର୍ତ୍ତମାନ ଏଥିରେ ଭିଟାମିନ-E କ୍ୟାପସୁଲ ବା ଏକ ଚାମଚ ନଡିଆ ତେଲ ମଧ୍ୟ ମିଶାଇ ପାରିବେ । ବର୍ତ୍ତମାନ ଆପଣ ଙ୍କର ଏହି ଉପଚାର ଟି ସଂପୂର୍ଣ୍ଣ ରୂପରେ ବନି ପ୍ରସ୍ତୁତ ହୋଇଯାଇଛି । ଏହାକୁ ଆପଣ ବ୍ୟବହାର କରି ପାଇଁ ଏକ ପାତ୍ର ରେ ପ୍ରଥମେ ଏକ ପ୍ଯାକେଟ କଫି ପାଉଡର ଢାଳି ନିଅନ୍ତୁ । ଏହାପରେ ସେଥିରେ ଏହି ଚାହା ପାଣି ରୁ 2 ଚାମଚ ଦେଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ।
ବର୍ତ୍ତମାନ ଆପଣ ଙ୍କର ଏକ ବେଷ୍ଟ ହେୟାର ମାସ୍କ ବନି ପ୍ରସ୍ତୁତ ହୋଇ ଯାଇଛି ।ଏ ହି ପେଷ୍ଟ କୁ ଆପଣ ନିଜ କେଶ ମୂଳରେ ଭଲ ଭାବରେ ଲଗାଇ ଛାଡି ଦିଅନ୍ତୁ । ଏହା ପରେ ସେହି ଚାହା ଓ ତେଜପତ୍ର ର ପାଣି କୁ ଆପଣ କୌଣସି ସ୍ପ୍ରେ ର ସହାୟତା ରେ ବା ନିଜ ହାତ ର ସହାୟତା ରେ କେଶ ରେ ଭଲ ଭାବରେ ଲଗାଇ ଦିଅନ୍ତୁ । ଏପରି କରି ଅତି କମରେ କେଶ କୁ 2 ରୁ 3 ଘଣ୍ଟା ପାଇଁ ଛାଡି ଦିଅନ୍ତୁ ।
ଆପଣ ଚାହିଁଲେ ଏହାକୁ କେଶ ରେ ରାତିରେ ଲଗାଇ ଛାଡି ମଧ୍ୟ ପାରିବେ । ପରଦିନ ସକାଳେ ନିଜ କେଶ କୁ ସମ୍ପୋ ର ସହାୟତାରେ ଭଲ ଭାବରେ ଧୋଇ ନିଅନ୍ତୁ । ଆପଣ ଦେଖିବେ ଏପରି କରିବା ଦ୍ଵାରା ଆପଣ ଙ୍କର କେଶ ଘନ କଳା ଓ ଲମ୍ବା ହେବା ସହ ମଜବୁତ ହୋଇ ସାଇନ ମଧ୍ୟ କରିବାକୁ ଲାଗିବ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ଉପଚାର ଟି ଭଲ ଲାଗେ, ତେବେ ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ