IBN ଓଡ଼ିଶା ବ୍ୟୁରୋ

ଏହି ବୟସରେ ଭୁଲ ରେ ବି ବିବାହ କରନ୍ତୁ ନାହିଁ, ନ ହେଲେ ପଛରେ କାନ୍ଦିବେ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ଯେ, କେଉଁ ବୟସରେ ବିବାହ କରିବା ଉଚିତ ତଥା ସଠିକ ହୋଇଥାଏ । ବିବାହ କରିବାର କେଉଁ ବୟସ ଅନୁକୂଳ ହୋଇଥାଏ, ସେହି ସମ୍ବନ୍ଧରେ ଆଜି ଆମେ ଆପଣ ମାନଙ୍କୁ କହିବୁ । ବନ୍ଧୁଗଣ ପ୍ରତ୍ୟତଃ ବ୍ୟକ୍ତି ବିବାହର ଲଡୁ ଖାଇବାକୁ ପସନ୍ଦ କରିଥାନ୍ତି ।

ଏହି ଦୁନିଆ ରେ କିଛି ବ୍ୟକ୍ତି ଏଭଳି ଅଛନ୍ତି ଯେଉଁମାନେ କହିଥାନ୍ତି ଯେ, ବିବାହ କରିବା ଉଚିତ ଅଟେ ଏବଂ କିଛି ବ୍ୟକ୍ତି ଏଭଳି ଅଛନ୍ତି ଯେଉଁମାନେ କହିଥାନ୍ତି ଯେ, ବିବାହ କରିବା ଦ୍ୱାରା ଜୀବନ ବର୍ବାଦ ହୋଇଯାଇଥାଏ । ସଂକ୍ଷେପରେ କହିବାକୁ ଗଲେ କିଛି ବ୍ୟକ୍ତି ବିବାହ କୁ ମୂଲ୍ୟବାନ ଭାବିଥାନ୍ତି ଏବଂ କିଛି ବ୍ୟକ୍ତି ମୂଲ୍ୟହୀନ ଭାବିଥାନ୍ତି । ଆପଣ ମାନେ ଦେଖିଥିବେ କେତେକ ବିବାହ ବନ୍ଧନ ଜୀବନ ର ଅନ୍ତ ସମୟ ପର୍ଯ୍ୟନ୍ତ ବଜାୟ ରହିଥାଏ ଏବଂ କେତେକ ବିବାହ ଦୀର୍ଘ ଦିନ ପର୍ଯ୍ୟନ୍ତ ଚାଲିପାରି ନଥାଏ । କିଛି ବିବାହ ର ବନ୍ଧନ ଏଭଳି ରହିଛି, ଯେଉଁ ମାନଙ୍କ ଛାଡ଼ପତ୍ର ହୋଇନଥାଏ ଏବଂ ସେମାନେ ଖୁସି ରେ ମଧ୍ୟ ରହି ପାରନ୍ତି ନାହିଁ ।ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ସମ୍ବନ୍ଧରେ କହିବୁ ଯେ ବିବାହ ନିମନ୍ତେ କେଉଁ ସମୟ ଅନୁକୂଳ ଏବଂ କେଉଁ ସମୟ ପ୍ରତିକୂଳ ସାବ୍ୟସ୍ତ ହୋଇଥାଏ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ପ୍ରଥମେ ଆସନ୍ତୁ ଜାଣିବା ବିବାହ ପାଇଁ କେଉଁ ସମୟ ପ୍ରତିକୂଳ ଅର୍ଥାତ ଅନୁଚିତ ଅଟେ ।

ତେବେ ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ଙ୍କୁ କେବେବି କିଶୋର ଅବସ୍ଥା ତଥା ଯୁବାବସ୍ଥାରେ ବିବାହ କରିବା ଆଦୋୖ ଉଚିତ ହୋଇନଥାଏ । କାରଣ ଏହି ସମୟରେ ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ ହୋଇନଥାଏ, ଯାହାଦ୍ୱାରା ଆପଣ ଚିନ୍ତାମଗ୍ନ ହୋଇଥାନ୍ତି । ଏହା ସହିତ ଏହି ବୟସ ରେ ଆପଣଙ୍କ ମସ୍ତିଷ୍କ ର ବିକାଶ ମଧ୍ୟ ସମ୍ପୂର୍ଣ୍ଣ ରୂପରେ ହୋଇନଥାଏ । ତେଣୁ କିଶୋର ଅବସ୍ଥା ତଥା ଯୁବାବସ୍ଥାରେ ବିବାହ କରିବା ସମ୍ପୂର୍ଣ୍ଣ ରୂପରେ ଅନୁଚିତ ହୋଇଥାଏ । ଏହି ବୟସରେ ବିବାହ କରିବା ଦ୍ୱାରା ଛାଡ଼ପତ୍ର ହେବାର ଅଧିକ ସମ୍ଭାବନା ରହିଥାଏ ।

ବର୍ତ୍ତମାନ ଆସନ୍ତୁ ଜାଣିବା ବିବାହ କରିବା ନିମନ୍ତେ କେଉଁ ସମୟ ଅନୁକୂଳ ଅର୍ଥାତ ଉଚିତ ଅଟେ-

ବନ୍ଧୁଗଣ ଆପଣ ମାନେ ଦେଖିଥିବେ ଯେ, ଜଣେ ୨୦ ବର୍ଷ ର ଯୁବକ ର ବୈବାହିକ ପରିସ୍ଥିତି ଠାରୁ ଜଣେ ୨୫ ବର୍ଷର ଯୁବକର ବୈବାହିକ ପରିସ୍ଥିତି ୫୦ ପ୍ରତିଶତ ସୁଗମ ହୋଇଥାଏ । କାରଣ ଏହି ବୟସରେ ମାନସିକ ସ୍ଥିତି ର ଅଳ୍ପ ମାତ୍ରାରେ ବିକଶିତ ହୋଇଥାଏ । ଏହି ବିବାହ ରେ ଛାଡ଼ପତ୍ର ହେବାର ଖୁବ କମ ସମ୍ଭାବନା ରହିଥାଏ । ଯେଉଁ ବ୍ୟକ୍ତି ୨୫ ବର୍ଷ ପରେ ବିବାହ କରିଥାଏ ସେହି ବ୍ୟକ୍ତି ର ବୈବାହିକ ସୁଖମୟ ହୋଇଥାଏ ।

 

କାରଣ ୨୫ ବର୍ଷ ରୁ ଉର୍ଦ୍ଧ୍ବ ବୟସ ରେ ବ୍ୟକ୍ତି ର ଆର୍ଥିକ ସ୍ଥିତି ସୁଦୃଢ ହୋଇଥାଏ ଏବଂ କୌଣସି ପ୍ରକାର ଆର୍ଥିକ ସମସ୍ୟା ଦେଖାଯାଇ ନଥାଏ । ଏହା ସହିତ ଏହି ବୟସ ରେ ବିବାହିତା ଯୋଡ଼ି ପରସ୍ପର କୁ ଭଲ ଭାବରେ ବୁଝିଥାନ୍ତି । କାରଣ ସେମାନଙ୍କ ମଧ୍ୟରେ ପ୍ରତିକୂଳ ପରିସ୍ଥିତି ର ସାମ୍ନା କରିବାର କ୍ଷମତା ରହିଥାଏ । ତେଣୁ ୨୫ ବର୍ଷ ବୟସ ପରେ ହିଁ ପ୍ରତ୍ୟେକ ବ୍ୟକ୍ତି ଙ୍କୁ ବିବାହ ବନ୍ଧନରେ ଆବଦ୍ଧ ହେବା ଉଚିତ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button