IBN ଓଡ଼ିଶା ବ୍ୟୁରୋ

ଜୀବନରେ କୋଟିପତି ହେବା ପାଇଁ ଲାଜ ନକରି ଥରେ ନିଶ୍ଚୟ କରନ୍ତୁ ଏହି 1 କାମ, ସଫଳତା ପାଦ ଛୁଇଁବ-

ଚାଣକ୍ୟ ନୀତି ଅନୁସାରେ ଆପଣ ଏକ ଭୁଲ କାମ କରି ମଧ୍ୟ ସେଥିରେ ସଫଳତା ହାସଲ କରିପାରିବେ । ଆପଣ ସେହି କର୍ମ ପୁରା ଲାଜ ଛାଡି କରିବା ଫଳରେ ସେଥିରେ ନିଶ୍ଚୟ ସଫଳତା ହାସଲ କରିବେ ଓ ଆପଣ ବହୁତ ଶୀଘ୍ର କୋଟିପତି ହୋଇଯିବେ ।

ଆପଣ ଗୋଟିଏ ଜିନିଷ ମାଗିବାରେ କେବେ ହେଲେ ଲାଜ କରନ୍ତୁ ନାହିଁ କାରଣ ଯଦି ଆପଣ ଏହା କରୁଛନ୍ତି ତେବେ ସେଥିରେ ଆପଣଙ୍କୁ ସଫଳତା ମିଳିବ ନାହିଁ । ଏହା ଶାସ୍ତ୍ରରେ ମଧ୍ୟ ଲେଖା ଯାଇଛି କି ଆପଣ ଯଦି ଏହି ଜିନିଷ ମାଗିବାରେ ଲାଜ କରେ ତାକୁ କେବେ ହେଲେ ସଫଳତା ମିଳି ନଥାଏ ଓ ସନ୍ତୁଷ୍ଟ ମଧ୍ୟ ମିଳେ ନାହିଁ । ମହାର୍ଶ୍ରୀ ଚାଣକ୍ୟ ମାନବ ସମାଜ ପାଇଁ ଯେଉଁ ସବୁ କଥା ପୁରାଣରେ ଲେଖିଛନ୍ତି ଏହାକୁ ଯେଉଁ ବ୍ୟକ୍ତି ପାଳନ କରିବେ ତେବେ ସେ ଜୀବନରେ କେବେ ହେଲେ ଅସଫଳ ହେବ ନାହିଁ ।ସେ ଯେଉଁ କାର୍ଯ୍ୟ କରିବେ ସେଥିରେ ତାକୁ କେହି ହରାଇ ପାରିବେ ନାହିଁ ଓ ବହୁତ ଶୀଘ୍ର ସଫଳତା ହାସଲ କରିବେ । ଆଜି ଆମେ ଆପଣଙ୍କୁ କହିବୁ କେଉଁ ଜିନିଷ ମାଗିବାରେ କେବେ ହେଲେ ଲାଜ କରିବେ ନାହିଁ ଓ ଖାସ କରି ପୁରୁଷ ବ୍ୟକ୍ତି ମାନେ । ଭୋଜନ କରିବା ସମୟରେ ଚାଣକ୍ୟଙ୍କ ନୀତି ଅନୁସାରେ କେବେ ହେଲେ ଲାଜ କରିବା କଥା ନୁହେଁ ।

ଯେଉଁ ଲୋକ ମାନଙ୍କୁ ଖାଇବାରେ ଲାଜ ଲାଗିଥାଏ ସେମାନେ ସବୁବେଳେ ଖାଲି ପେଟରେ ଶୋଇଥାନ୍ତି ଓ ଏହା ତାଙ୍କ ପାଇଁ ଏକ ବହୁତ ବଡ ଅସୁବିଧା ଅଟେ । କାରଣ ଭୋକିଲା ଥିବା ବ୍ୟକ୍ତି ସବୁ ବେଳେ ରାଗି ଥାଏ । ଯଦି ଆପଣ ଭୋଜନରେ ଲାଜ କରୁଛନ୍ତି ତେବେ ଏହା ବହୁତ ବଡ ଭୁଲ ଅଟେ ଓ ଏଥିରେ ଭୋଜନର ଅପମାନ ହୋଇଥାଏ ।

ସ୍ଵାମୀ ଓ ସ୍ତ୍ରୀଙ୍କ ଝଗଡା ସମୟରେ କେବେ ହେଲେ ଏହିପରି କାର୍ଯ୍ୟ କରନ୍ତୁ ନାହିଁ ଯାହା ଫଳରେ ବଡ ଅସୁବିଧାରେ ପଡିବେ । ପ୍ରେମ ସମ୍ବନ୍ଧ ଭଲ ରଖିବାକୁ ହେଲେ ନିଜ ଭିତରେ ଭଲ ବୁଝାମଣା ରହିବା ଦରକାର । ଯେଉଁମାନେ ସମ୍ବନ୍ଧ ବନାଇବା ସମୟରେ ଲାଜ କରିଥାନ୍ତି ଓ ସେମାନେ ନିଜେ ନିଜ ଭିତରେ ବହୁତ ଭାବିଥାନ୍ତି ତାଙ୍କ ମଧ୍ୟରେ ତୃତୀୟ ଲୋକ ପସିଯାଏ ।

ଅର୍ଥାତ ପୁରୁଷ ସାଙ୍ଗରେ କେହି ଅନ୍ୟ ନାରୀ ଓ ନାରୀ ସାଙ୍ଗରେ କେହି ଅନ୍ୟ ପୁରୁଷ ପସିଥାନ୍ତି । ସେଥିପାଇଁ ସମ୍ବନ୍ଧ ସମୟରେ କେବେ ହେଲେ ଲାଜ କରନ୍ତୁ ନାହିଁ । ନିଜ ଭିତରେ ଭଲ ବୁଝାମଣା ରଖନ୍ତୁ । ଏଥିରେ ଦୁଇ ଜଣଙ୍କର ହିଁ ଭଲ ହେବ । ନଚେତ ବଡ ଅସୁବିଧା ହୋଇପାରେ । ଗୁରୁଙ୍କ ଠାରୁ ଜ୍ଞାନ ନେବା ସମୟରେ ବା କୌଣସି ବଡ ବ୍ୟକ୍ତିଙ୍କ ଠାରୁ ଜ୍ଞାନ ନେବା ସମୟରେ କେବେ ହେଲେ ଲାଜ କରିବେ ନାହିଁ ।

 

Related Articles

Leave a Reply

Your email address will not be published. Required fields are marked *

Back to top button