ବିବାହିତ ଦମ୍ପତିମାନେ ମାସକୁ କେତେଥର ରଖିବେ ଶାରୀରିକ ସଂପର୍କ? ଜାଣନ୍ତୁ ଡାକ୍ତର କଣ କହୁଛନ୍ତି
ଜଣେ ବିବାହିତ ପୁରୁଷ କି ମହିଳା ଏହା ଜାଣିରଖିବା ଉଚିତ । କାହିଁକିନା ଅନେକ ସମୟରେ ନିଜ ଅଜ୍ଞାନତା କାରଣରୁ ମାସକ ମଧ୍ୟରେ ଅନେକଥର ଶାରୀରିକ ସଂପର୍କ ରଖିବାକୁ ପଡ଼ିଥାଏ । ହେଲେ ଏହା ଆଦୌ ଠିକ ନୁହେଁ ଶରୀର ପାଇଁ ।
ଏହା ଦ୍ଵାରା ଅନେକ ଅସୁବିଧାରେ ସାମନା କରିବାକୁ ପଡ଼ିଥାଏ । ଅଧିକଥର ଶାରୀରିକ ସଂପର୍କ ଦ୍ଵାରା ଦୁର୍ବଳତା ଅନୁଭବ କରିବା ସହ ଶିଥିଳତା ମଧ୍ୟ ପରିଲକ୍ଷିତ ହୋଇଥାଏ । କିନ୍ତୁ ମନେରଖନ୍ତୁ ଶାରୀରିକ ସଂପର୍କ କିଛି ଖରାପ ନୁହେଁ । ଏହାକୁ ନିୟମରେ ରଖିପାରିଲେ ଉଭୟ ମନ ଓ ଶରୀରପାଇଁ ଭଲ ।
ଶାରୀରିକ ସଂପର୍କ ରଖିବା ଦ୍ଵାରା ମନ ପ୍ରଫୁଲ୍ଲିତ ରହିବା ସହ ଶାରୀରିକ ସୁସ୍ଥତା ଅନୁଭବ କରିହୁଏ । ଶାରୀରିକ ସଂପର୍କ ରଖିବା ଦ୍ଵାରା ମଧ୍ୟ ନିଦ୍ରା ଠିକ ଭାବେ ହୋଇଥାଏ ।
ଆହୁରି ପଢନ୍ତୁ :- ପୁରୁଷ ଜୀବନରେ ଏହି ୧୦ ଅସୁବିଧା ଥିଲେ ଭୁଲରେ ବି ଭାଏଗ୍ରା ନେବା ଉଚିତ୍ ନୁହେଁ, ନଚେତ୍ ଚାଲିଯିବ ଜୀବନ
କିନ୍ତୁ ଶାରୀରିକ ସଂପର୍କ କେତେଥର ରଖିବେ ଜାଣିଛନ୍ତି କି ? ପୁରୁଷ ହେଉକି ମହିଳା ୨୧ ଥରରୁ ଅଧିକ ରଖିବା ଉଚିତ ନୁହେଁ । ଶାରୀରିକ ସଂପର୍କ ମାସକୁ ୨୧ ଥର ରଖିଲେ ଜଣେ ସୁସ୍ଥ ଭାବରେ ନିଜକୁ ସନ୍ତୁଳିତ ଭାବରେ ବଂଚିପାରିବ ।
Check This Out