ସ୍ୱାସ୍ଥ୍ୟ

ଆଜିଠୁ ପିଇବା ଆରମ୍ଭ କରିଦିଅନ୍ତୁ ଏହି ଜୁସ- ଲିଭର ରୁ ସବୁ ମଇଳା କରିଦେବ ସଫା – କ୍ୟାନସର୍ ଓ ଲିଭର୍ ଭଳି ରୋଗରୁ ମିଳିବ ମୁକ୍ତି

ଲିଭର ରୁ ସବୁ ମଇଳା କରିଦେବ ସଫା
ଆଜିକାଲି ବ୍ୟସ୍ତବହୁଳତା ଜୀବନରେ ମଣିଷ ଖାଇବା ପିଇବାରେ ସବୁଠାରୁ ଅଧିକା ଅବହେଳା କରିଥାଏ । ଅଧାରୁ ଅଧିକା ଲୋକ ଚିନ୍ତାରେ ରୁହନ୍ତି କି କିପରି ପଇସା କମେଇବେ ଓ ସେଇ ଲୋକ ଏତେ ଚିନ୍ତାରେ ରୁହନ୍ତି କି ସେମାନେ ନିଜ ସ୍ୱାସ୍ଥର ଅବସ୍ଥା ବି ଅଣଦେଖା କରିଥାନ୍ତି । ଆମେ ଆପଣଙ୍କୁ କହି ରଖୁଛୁ ଯେ ଏହି ଅଭ୍ୟାସ ସକାଶେ ଆସିବା ଦିନ ଠାରୁ ବହୁତ ସାରା ରୋଗର ସମସ୍ୟାରେ ପଡିଥାନ୍ତି । କେତେ ବେଳେ ଏହି ସମସ୍ୟାଗୁଡିକ ଏତେ ଭୟାନକ ହୋଇଥାଏ କି ଏହାର ଚିକିତ୍ସା କରିବା ସମ୍ଭବପର ହୋଇପାରେ ନାହିଁ ।

ଆପଣଙ୍କ କହି ଦେଉଛୁ କି ଯଦି କୌଣସି ବ୍ୟକ୍ତି ନିଜର ଖାଇବା ଓ ପିଇବାକୁ ଧ୍ୟାନରେ ରଖେ ତେବେ ତାକୁ ତା ଜୀବନ ବଞ୍ଚିବାରେ ସହଜ ହୋଇଥାଏ । ଓ ଭବିଷ୍ୟତରେ କୌଣସି ଜିନିଷର ଅସୁବିଧା ହୁଏନାହିଁ । ସେମିତି ଆମେ ଆପଣଙ୍କୁ କହି ରଖୁଛୁ ଯେ ଅଧିକାଂଶ ଲୋକ ପେଟ ଜନୀତ ରୋଗରେ ପିଡିତ ରହୁଛନ୍ତି ।ଯେଉଁ ଥିରେ ଅଧିକାଂଶ ଗ୍ୟାସ୍ , ଅପଚୟ ଆଦି ସମସ୍ୟା ଆସିଥାଏ । ଏହାର ନିରାକରଣ ପାଇଁ ଅଧିକାଂଶ ଲୋକ ବିଦେଶୀ ଔଷଧ ପ୍ରୟୋଗ କରିଥାନ୍ତି , କିନ୍ତୁ ସେଇ ଔଷଧ କିଛି ସମୟ ପାଇଁ ତ ଆରାମ ଦେଇଥାଏ କିନ୍ତୁ ପରେ ତାହା ସ୍ୱାସ୍ଥ ପାଇଁ ବହୁତ ଖରାପ ହୋଇଥାଏ ।

କ୍ୟାନସର୍ ଓ ଲିଭର୍ ଭଳି ରୋଗରୁ ମିଳିବ ମୁକ୍ତି
ତେବେ ଆମେ ଆପଣଙ୍କୁ କହି ଦେଉଛୁ କି ଲିଭର୍ କୁ ସଫା ରଖିବା ଓ ସୁସ୍ଥ ରଖିବା ପାଇଁ ଆୟୁର୍ବେଦରେ ଏମିତି ଉପାୟ କୁହାଯାଇଛି କି ଯାହା ଏହି ସମସ୍ୟାକୁ ଦୂର କରିପାରିବ । ଆଜି ଆମେ ଏପରି ଏକ ଉପାୟ କହିବାକୁ ଯାଉଛୁ ଯାହା ଦ୍ୱାରା ଲିଭର୍ ରେ ଥିବା ମଇଳାକୁ ସଫା କରିଦେବ । ଓ ଲିଭର୍ ରେ ଥିବା ଟକ୍ସିନ୍ କୁ ବାହାର କରିଦେବ । ଏହାପାଇଁ ଆପଣଙ୍କୁ କିଛି ଉପାୟକୁ ଅନୁସରଣ କରିବାକୁ ହେବ ଯାହା ଦ୍ୱାରା ଏହା କାମ କରିପାରିବ । ଏହାପାଇଁ ଆପଣଙ୍କୁ ଧ୍ୟାନ ରଖିବାକୁ ହେବ କି ଆପଣଙ୍କୁ ୭ ଦିନ ପାଇଁ ବାହାର ଜଙ୍କ୍ ଫୁଡ୍ କୁ ଖାଇବା ବନ୍ଦ କରିବାକୁ ହେବ । ଓ ଖାଦ୍ୟ ଖାଇବା ସମୟରେ ଅଧା ପେଟ ସାଲାଡ୍ ଓ ସବୁଜ ପରିବାରେ ଭରନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କ ଲିଭର୍ ରୁ ଅଧିକାରୁ ଅଧିକା ଟକ୍ସିନ୍ ବାହାର କରିବାକୁ ସମର୍ଥ ହୋଇଥାଏ ।

 

ସାମଗ୍ରୀ : ଏହି ପ୍ରକିୟା ପାଇଁ ଆପଣଙ୍କୁ ଲାଉ , ହଳଦୀ, ଧନିଆଁ , ଲେମ୍ବୁ, କଳା ଲୁଣ, ଗିଲୋୟର ରସ ଏହି ସାମଗ୍ରୀଗୁଡିକର ଆବଶ୍ୟକତା ହେବ । କହିଦେଉଛୁ କି ଗିଲୋୟର ରସ ଆପଣଙ୍କୁ ଯେ କୌଣସି ଆୟୁର୍ବେଦିକ ଔଷଧ ଦୋକାନ କିମ୍ବା ପତଞ୍ଜଳୀ ଷ୍ଟୋର୍ ରେ ମିଳିଯିବ , ଏହା ଇମୁନିଟି ବୁଷ୍ଟର ଭଳି କାମ କରିଥାଏ । ଓ ତାହା ସହ ଲିଭର୍ ର ମଇଳାକୁ ସଫା କରିଥାଏ ।

 

Related Articles

Leave a Reply

Your email address will not be published. Required fields are marked *

Back to top button