IBN ଓଡ଼ିଶା ବ୍ୟୁରୋ

ପୂଜା, ପାଠ, ଦାନ, ଧର୍ମ କରୁଥିବା ଲୋକ ଅଧିକ ଦୁଃଖ କଷ୍ଟ କାହିଁକି ଭୋଗନ୍ତି ?

ନମସ୍କାର ବନ୍ଧୁଗଣ , ପୂଜାପାଠ , ଦାନ ଧର୍ମ , ପରଙ୍କୁ ସାହାଯ୍ୟ କରିଥିବା ଲୋକ ଅଧିକ ଦୁଃଖ କାହିଁକି ଭୋଗିଥାଏ । ଆମେ ଦେଖି ତାହୁ କି ଅଧିକ ଧର୍ମ କର୍ମ କରୁଥିବା ବ୍ୟକ୍ତି ର ଜୀବନରେ ଅତ୍ୟଧିକ କଷ୍ଟ ଭୋଗିବାକୁ ପଡିଥାଏ ଏବଂ ଧମ କର୍ମ , ଠାକୁରଙ୍କ ଭୟଭକ୍ତି କରୁନଥିବା ବ୍ୟକ୍ତ ର ଜୀବନରେ ସୁଖ ଶାନ୍ତି ସର୍ବଦା ରହିଥାଏ । ତେଣୁ ଏହା ଦେଖି ଆମେ ଭାବି ଥାଉ ଯେ ଇଶ୍ଵରଙ୍କର ନ୍ୟାୟ କଣ ସେ କାହିଁକି ସେମାନଙ୍କ ସାହାଯ୍ୟ କରିଥାନ୍ତି ।

କିନ୍ତୁ ଧାର୍ମିକ ଲୋକମାନଙ୍କ ଜୀବନରେ ଦୁଃଖ କଷ୍ଟ ଦେଇଥାନ୍ତି । ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଯେ ‘ ହେ ମାନବ ତୁମେ କର୍ମ କରି ଚଳ ଫଳ ଆଶା କର ନାହିଁ ଠିକ୍ ସମୟରେ ମୁଁ ଆପଣଙ୍କୁ ଫଳ ଦେବି ‘ । କିନ୍ତୁ ଆମେ ଦେଖିଥାଉ ଧାର୍ମିକ ବ୍ୟକ୍ତି ଅଧିକ ଦୁଃଖ କଷ୍ଟ ଭୋଗ କରିଥାଏ ମାତ୍ର ପାପୀ ବ୍ୟକ୍ତି ତାହର ଜୀବନରେ ବହୁତ ଖୁସି ରେ ରହିଥାଏ । ଏହା କଣ ଇଶ୍ଵରଙ୍କ ନ୍ୟାୟ ଆମମାନଙ୍କ ପ୍ରତି ଇଶ୍ଵର କଣ ଧାର୍ମିକ ବ୍ୟକ୍ତିମାନଙ୍କୁ କଷ୍ଟ ଦେଇଥାନ୍ତି ଏବଂ ପାପୀ ବ୍ୟକ୍ତି କୁ ଆନନ୍ଦ ରେ ରଖିଥାନ୍ତି ।

ଏହି ପ୍ରଶ୍ନ ସମସ୍ତ ମନରେ ଆସିଥାଏ ଯଦି ଆପଣ ମଧ୍ୟ ଏହା ଭାବୁଛନ୍ତି । ତେବେ ଆଜି ମୁଁ ଆପଣଙ୍କୁ ଏହି ବିଷୟରେ ଏମିତି କିଛି ବିଷୟବସ୍ତୁ କହିବି ଯାହା ଦ୍ଵାରା ଆପଣଙ୍କ ସନ୍ଦେହ ଦୂର ହୋଇଯିବ । ପ୍ରାଚୀନ କାଳରେ ଜଣେ ଗୁରୁଜି ଙ୍କର ଦୁଇ ଟି ସନ୍ତାନ ଥିଲେ ସେମାନନେ ବୁଦ୍ଧିମାନ ଏବଂ ଗୁଣବାନ ଥିଲେ । ମାତ୍ର ସେମାନଙ୍କ ଦୁଇହି ଙ୍କର ସ୍ଵଭାବ ଭିନ୍ନ ଥିଲା ।

ପ୍ରଥମ ସନ୍ତାନ ଟି ଗୁରୁଙ୍କର ସମସ୍ତ ନିୟମ ବିଧି ଅନୁସାରେ ଜୀବନ କାଟେ ଏବଂ ଇଶ୍ଵରଙ୍କ ର ଭକ୍ତି ପୂଜା ଆରାଧନା ଉପାସନା ର ଜୀବନ ଅତିବାହିତ କରୁଥିଲେ । କିନ୍ତୁ ଦ୍ଵିତୀୟ ସନ୍ତାନ ଟି ନିଜର ଇଚ୍ଛାରେ ରେ ବେଶ୍ୟାମାନଙ୍କ ସହ ପାପ କାମ କରିବାରେ ଲିପ୍ତ ରହୁଥିଲା । ଆପଣମାନେ ଦେଖିଥିବେ ଯେଉଁଠାରେ ପୂଜା , ଆରାଧନା , ଇଶ୍ଵରଙ୍କ ସମାଜମଣ୍ଡପ ହୋଇଥାଏ । ସେହି ସ୍ଥାନରେ ଲୋକମାନେ ବହୁତ କମ ଯାଇଥାନ୍ତି ।

 

କିନ୍ତୁ ଯଦି କୋଣସି ସ୍ତ୍ରୀଙ୍କ ନୃତ୍ୟ ହୁଏ ସେଠାରେ ଅଧିକ ଲୋକେ ଦେଖାଯାଇଥାନ୍ତି । ଆଜିର ମଣିଷ ଖାଲି ପାପ ସମନ୍ଧୀୟ ଜିନିଷ କୁ ଦେଖିବାରେ ଲାଗିଛି । ଜଣେ ସ୍ତ୍ରୀ ଥରେ ରାସ୍ତାରେ ଯାଉଥିଲେ ସେତେ ବେଳେ ପୁଅ ପିଲାମାନେ ତାଙ୍କୁ ଦେଖି କହିଲେ ତୁମେ ଦେଖିବାକୁ ବହୁତ ସୁନ୍ଦର ଅଛ । ଏହି ସବୁ ଶୁଣୁ ଥିବା ଭକ୍ତ ଟିଏ କହିଲା ତମେ ସୁଦାରତା ବିଷୟରେ କିଛି ଜାଣି ନ । ଯଦି ଜାଣିଥାନ୍ତ ତେବେ ଏହା କହି ନ ଥାନ୍ତ , କାରଣ ଇଶ୍ଵରଙ୍କୁ ଯିଏ ଜାଣିଥାଏ ସେ ସୁନ୍ଦରତାକୁ ଜାଣିପାରିବ ।

 

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button