IBN ଓଡ଼ିଶା ବ୍ୟୁରୋ

ମାତ୍ର ଗୋଟିଏ ରାତିରେ ଫଟା ଗୋଇଠି ରୁ ପାଆନ୍ତୁ ମୁ-କ୍ତି, କେବଳ ଆପଣାନ୍ତୁ ଏହି ଚମତ୍କାରୀ ଘରୋଇ ଉପାୟ-

ବନ୍ଧୁଗଣ ଆଜି ଆମେ ଯଦି ଆମ ପାଦ ଫା-ଟୁ ଥାଏ ତେବେ ତାକୁ କିପରି ଘରୋଇ ଉପଚାର ମାଧ୍ୟମରେ ଦୂର କରି ପାରିବା ସେ ବିଷୟରେ ଆଲୋଚନା କରିବା।ଆମେ ଆମ ମୁହଁ ର ତ୍ୱଚା ର ଯତ୍ନ ଠିକ ଭାବରେ ନେଇ ଯାଇଥାଉ କିନ୍ତୁ ଆମେ ଆମ ପାଦ ର ଧ୍ୟାନ ଠିକ ରେ ରଖି ପାରୁନାହିଁ। ଏବଂ ସେଥିପାଇଁ ଆମ ପାଦ ବହୁତ ଫା-ଟି-ବା-ରେ ଲାଗି ଯାଏ।

ସେଥିପାଇଁ ପ୍ରଥମେ ଆମକୁ ଗରମ ପାଣି ନେବାର ଅଛି ଏବଂ ସେଥିରେ ଏକ ଚାମଚ ସାମ୍ପୁ ପକାଇଦେବା ଏବଂ ତା ସହ ଲେମ୍ବୁ ମଧ୍ୟ ଚିପୁଡି ଦେବା ଏବଂ ଦଶ ରୁ ପନ୍ଦର ମିନିଟ ପର୍ଯ୍ୟନ୍ତ ସେହି ପାଣିରେ ଗୋଡ଼ ପୁରାଇ ରଖିବା ଏବଂ ମଝିରେ ମଝିରେ କୌଣସି କପଡା କିମ୍ବା ବଜାରରେ ମିଳୁଥିବା ଲୋପା ଏବଂ କିଛି ନ ମିଳିଲେ ପୁରୁଣା ବ୍ରସ କୁ ମଧ୍ୟ ବ୍ୟବହାର କରି ପାଦ କୁ ଘସୁ ଥିବା।
ଏହି ପରି କରିବା ଦ୍ୱାରା ଆମ ପାଦରେ ଥିବା ସମସ୍ତ ମୃ-ତ କୋଷ ବାହାରି ଯାଇଥାଏ। ଏବଂ ଖରାରେ କଳା ପଡି ଯାଇଥିଲେ ତାହା ମଧ୍ୟ ଦୂର କରିବାରେ ସାହାର୍ଯ୍ୟ କରେ।

ଏହା ଛଡା ଆମେ ଖାଲି ପାଦରେ ବୁଲିଲେ କିମ୍ବା କୌଣସି ଧୂଳି ଓ ମଇଳା ହେଲେ। ଏବଂ ଯଦି ଆମେ ବାହାରୁ ଆସି ଘରେ ପାଦ ନ ଧୋଇ ଥାଉ ତେବେ ଏହା ଯୋଗୁଁ ମଧ୍ୟ ଆମ ପାଦ ବହୁତ ଫା-ଟି-ବା-ରେ ଲାଗିଯାଏ।ସର୍ଵ ପ୍ରଥମେ ପାଦ କୁ ଭଲ ଭାବରେ ଧୋଇ ଦିଅନ୍ତୁ ଏବଂ ପୋଛି ଦିଅନ୍ତୁ। ଏବଂ ତାପରେ ଘରୋଇ ଉପଚାର ହେଉଛି। ପ୍ରଥମେ ଆମେ କୌଣସି ବି ଧଳା ପେଷ୍ଟ ନେଇଯିବା। ଏବଂ ସେହି ପେଷ୍ଟ ରେ ଭିଟାମିନ-ଇ ର କ୍ୟାପ୍ସୁଲ କୁ ମିଶେଇ ଦେବା ଏବଂ ତା ପରେ ଏହି ମିଶ୍ରଣ କୁ ଫା-ଟି-ଥି-ବା ପାଦ ଉପରେ ଲଗାଇବା।

ଏହା ଛଡା ଯଦି ଆପଣଙ୍କ ପାଦ ଫା-ଟୁ ଥାଏ ତେବେ ଆପଣ ବହୁତ ଅଧିକ ପାଣି ପିଅନ୍ତୁ। ଏବଂ ସବୁବେଳେ ନିଜ ଶରୀର କୁ ହାଇଡ୍ରେଡ଼ ରଖନ୍ତୁ। ଥଣ୍ଡା ଦିନେ ଆମେ କମ ପାଣି ପିଇଥାଉ ସେଥିପାଇଁ ଆମ ପାଦ ବେଶୀ ଫା-ଟି-ବା-ରେ ଲାଗିଥାଏ। ତେଣୁ ଆମକୁ ପ୍ରଚୁର ପରିମାଣରେ ପାଣି ପିଇବା ଆବଶ୍ୟକ।

 

ଏହି ଘରୋଇ ଉପଚାର କୁ କେବଳ ରାତି ସମୟରେ ହିଁ ବ୍ୟବହାର କରିବା ଉଚିତ। ଏହି ମିଶ୍ରଣ କୁ ଲଗାଇବା ପରେ କୌଣସି ପଲିଥିନ ରେ ତାକୁ ଘୋଡେ଼ଇ ରଖିବା। ଯଦି ଆପଣଙ୍କ ପାଦ ବହୁତ ଅଧିକ ଫା-ଟି-ଛି ତେବେ ଆପଣ ଏହି ମିଶ୍ରଣ ରେ ଲେମ୍ବୁ ରସ ମିଶାନ୍ତୁ ନାହିଁ କିନ୍ତୁ ଯଦି ଆପଣଙ୍କ ପାଦ ଅଳ୍ପ ଫା-ଟୁ-ଛି ତେବେ ଆପଣ ଲେମ୍ବୁ ରସ ମିଶେଇ ପାରିବା। ଏହି ଲେମ୍ବୁ ଆମ ଫ-ଟା ପାଦକୁ ଭଲ କରିବାରେ ଅଧିକ ସାହାର୍ଯ୍ୟ କରିଥାଏ। ଏବଂ ଏଥିରେ ଥିବା ଭିଟାମିନ- ସି ଆମ ଶରୀର ପାଇଁ ଲାଭଦାୟକ।

 

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button