IBN ଓଡ଼ିଶା ବ୍ୟୁରୋ

ବିବାହିତା ମହିଳା ମାନେ ଏହି ଦିନ ଧୁଅନ୍ତୁ ନାହିଁ ବାଳ, ଭୟଙ୍କର କଥା ଜାଣି ରଖନ୍ତୁ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ଯେ, କେଉଁ ଦିନ ରେ ମହିଳା ମାନେ ନିଜ କେଶ ଧୋଇଲେ ଅଶୁଭ ବୋଲି ମାନି ନିଆ ଯାଇଥାଏ।ବନ୍ଧୁଗଣ ଏହି ଦିନରେ କୁଆଁରୀ ତଥା ବିବାହିତା ମହିଳା ମାନେ ନିଜ ମୁଣ୍ଡ ର କେଶ ଧୁଅନ୍ତୁ ନାହିଁ। ଏହି ଦିନ ମୁଣ୍ଡର କେଶକୁ ଧୋଇଲେ ପରିବାର ର ଅମଙ୍ଗଳ ହୋଇଥାଏ ତଥା ନିଜ ସ୍ୱାମୀ ଏବଂ ସନ୍ତାନ ଙ୍କ ଉପରେ ବିପଦ ଆସିଥାଏ ।
ବନ୍ଧୁଗଣ ଆମ ହିନ୍ଦୁ ଧର୍ମ ଶାସ୍ତ୍ରରେ ଆଜି ମଧ୍ୟ ଏପରି କିଛି ପରମ୍ପରା ରହିଛି ଯାହାକୁ ବର୍ତ୍ତମାନ ପର୍ଯ୍ୟନ୍ତ ମାନ୍ୟତା ଦିଆଯାଉଛି ।

ବାହାଘର ଏବଂ ଅନ୍ତିମ ସଂସ୍କାର ଛଡ଼ା ଆହୁରି ଅନେକ କିଛି ପରମ୍ପରା ରହିଛି ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ବିଦ୍ୟମାନ ଅଟେ ଏବଂ ସେହି ପରମ୍ପରା ଗୁଡ଼ିକୁ ମହତ୍ତ୍ୱ ମଧ୍ୟ ଦିଆଯାଉଛି ଯାହାର ଅନୁସରଣ ସମସ୍ତ ଭାରତୀୟ ପୁରୁଷ ଏବଂ ନାରୀ ମାନେ କରିଥାନ୍ତି।ହିନ୍ଦୁ ଶାସ୍ତ୍ର ଅନୁସାରେ ବିବାହିତା ମହିଳା ମାନଙ୍କୁ କିଛି ଏପରି ନିୟମ ଅଛି ଯାହାକୁ ମାନିବା କୁ ପଡ଼ିଥାଏ କାରଣ ଏହି ନୀତି ର ଶୁଭ ଏବଂ ଅଶୁଭ ଫଳ ମଧ୍ୟ ରହିଛି।

ସେହିପରି ମୁଣ୍ଡ ର କେଶ ଧୋଇବାର ମଧ୍ୟ କିଛି ନୀତି ନିୟମ ରହିବ। ନିୟମ ଅନୁସାରେ ଯଦି ଏହି ଦିନରେ ବିବାହିତା ମହିଳା ମାନେ ନିଜ ମୁଣ୍ଡ ର କେଶ ଧୋଇଥାନ୍ତି ତେବେ ପରିବାର ଉପରେ ସଙ୍କଟ ଆସିଥାଏ ଏବଂ ସନ୍ତାନ ଉପରେ କୁପ୍ରଭାବ ପଡ଼ିଥାଏ ଏବଂ ଏହାସହିତ ସ୍ୱାମୀଙ୍କୁ ବିଭିନ୍ନ ସଙ୍କଟ ର ସମ୍ନା କରିବାକୁ ପଡ଼ିଥାଏ।ତେବେ ଆସନ୍ତୁ ଜାଣିବା ସେହି ଦିନ ଗୁଡ଼ିକ ବିଷୟରେ।

୧. ବନ୍ଧୁଗଣ ପ୍ରଥମ ବାର ଟି ହେଉଛି ବୁଧବାର। ବନ୍ଧୁଗଣ ଏହି ଦିନରେ କୁଆଁରୀ କନ୍ୟା ମାନେ ଯଦି ନିଜ ମୁଣ୍ଡ ର କେଶକୁ ଧୋଇଥାନ୍ତି ତେବେ ଶାସ୍ତ୍ର ଅନୁସାରେ ତାଙ୍କ ଭାଇ ଙ୍କ ଉପରେ ଏହାର କୁପ୍ରଭାବ ପଡ଼ିଥାଏ ଏବଂ ସେ ଅନେକ ବିପଦ ର ସମ୍ନା କରିଥାନ୍ତି।ତେଣୁ କୁଆଁରୀ କନ୍ୟା ମାନେ ବୁଧବାର ଦିନ ନିଜ ମୁଣ୍ଡର କେଶ କୁ ଧୋଇବା ଆଦୌ ଉଚିତ ନୁହେଁ।ତେଣୁ ଯେତେ ଦୂର ସମ୍ବବ ବୁଧବାର ଦିନ କୁଆଁରୀ କନ୍ୟା ମାନେ ନିଜ ମୁଣ୍ଡ ର କେଶ ଧୁଅନ୍ତୁ ନାହିଁ।

 

୨. ବନ୍ଧୁଗଣ ଦ୍ଵିତୀୟ ବାରଟି ହେଉଛି ଗୁରୁବାର। ବନ୍ଧୁଗଣ ଗୁରୁବାର ଦିନ କୌଣସି ବିବାହିତା ମହିଳା ମାନେ ନିଜ ମୁଣ୍ଡ ର କେଶ କୁ ଧୋଇବା ଅନୁଚିତ।ବନ୍ଧୁଗଣ ଏହି ବାର ରେ ଯଦି କୌଣସି ବିବାହିତା ମହିଳା ନିଜ ମୁଣ୍ଡ ର କେଶକୁ ଧୋଇଥାନ୍ତି ତେବେ ଶାସ୍ତ୍ର ଅନୁସାରେ ତାଙ୍କ ସ୍ୱାମୀ ଙ୍କ ଆୟୁଷ କ୍ଷୀଣ ହୋଇଥାଏ ଏବଂ ଏହାସହିତ ସେ ବିଭିନ୍ନ ସମସ୍ୟା ର ସମୁଖୀନ୍ନ ମଧ୍ୟ ହୋଇଥାନ୍ତି।ତେଣୁ ଏହି ବାର ଦିନ କୌଣସି ବିବାହିତା ମହିଳା ନିଜ ମୁଣ୍ଡ ର କେଶକୁ ଧୋଇବା ଅନୁଚିତ ଅଟେ। ବନ୍ଧୁଗଣ ଏହାସହିତ ଯଦି ଗୁରୁବାର ଦିନ କୌଣସି ବିବାହିତା ମହିଳା ନିଜ ନଖ ଏବଂ କେଶ କାଟି ଥାଆନ୍ତି ତେବେ ତାହା ଅତ୍ୟନ୍ତ ଅଶୁଭ ଦାୟକ ହୋଇଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button