Uncategorized

ଦିନକୁ ଥରୁଟେ ଭାଜି କରି ଏହାକୁ ଖାଇ ନିଅନ୍ତୁ, ଦେଖିବେ ବାତ ରୋଗ, ଡାଇବେଟିସ, କମଜୋରି,ଆଣ୍ଠୁ ଓ ଅଣ୍ଟା ଦରଜ ସବୁ କିଛି ଭଲ ହୋଇଯିବ !

ବନ୍ଧୁଗଣ, ଆପଣଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। କିଛି ଜିନିଷକୁ ଯଦି ଆପଣ ପାଉଡର ବନାଇ ସେବନ କରିବେ, ତାହେଲେ ଆପଣଙ୍କର ଆଣ୍ଠୁବ୍ୟଥା, ଶିରାରେ ବ୍ଲକେଜ ଭଳି ସମସ୍ୟା ଖୁବ୍ ଶୀଘ୍ର ଦୂର ହୋଇଯିବ।ଶରୀରରେ ଶିରା ଗୁଡ଼ିକରେ ବ୍ଲକେଜ ହେବା ଦ୍ବାରା ହାତଗୋଡ ଶୁନ ପଡିଯାଏ। ଏହାସହିତ ମେଦବହୁଳତା, ହାର୍ଟ ସମସ୍ୟା ଆଦି ମଧ୍ୟ ସୃଷ୍ଟି ହୋଇଥାଏ।

ଯଦି ଆପଣ ଅଲସିର ପାଉଡର ପ୍ରତ୍ୟେକଦିନ ସେବନ କରିବେ, ତାହେଲେ ଆପଣଙ୍କୁ ନିଶ୍ଚିତ ଭାବରେ ଫାଇଦା ମିଳିବ। ଯଦି ଆପଣଙ୍କ ଶରୀରରେ ଉଚ୍ଚ ରକ୍ତଚାପ ସମସ୍ୟା ଦେଖା ଦେଉଛି ବା କୋଲେଷ୍ଟ୍ରୋଲ ସ୍ତର ବୃଦ୍ଧି ପାଉଛି, ତାହେଲେ ପ୍ରତ୍ୟେକଦିନ ଆପଣଙ୍କୁ ନିଶ୍ଚିତ ଭାବରେ ଅଲସି ପାଉଡରର ସେବନ କରିବା ଆବଶ୍ୟକ। ଏହାଦ୍ବାରା ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତି ମିଳିବ।

ଅଲସି ପାଉଡର ମଧ୍ୟରେ ଓମେଗା-୩ ଫ୍ୟାଟି ଏସିଡ ଭରପୁର ମାତ୍ରାରେ ରହିଛି।ଏହା ଆମ ଶରୀରରେ ଖରାପ କୋଲେଷ୍ଟ୍ରୋଲକୁ ବାହାର କରିଥାଏ ଏବଂ ରକ୍ତସଞ୍ଚାଳନ ଠିକ ଭାବରେ ହୋଇଥାଏ।ଏହାଦ୍ବାରା ଶରୀରର ହୃତପିଣ୍ଡ ଠିକ ଭାବରେ କାର୍ଯ୍ୟ କରିଥାଏ।

ଏହି ପାଉଡର ସେବନ କରିବା ଦ୍ୱାରା ଶରୀରର ସମସ୍ତ ଟକ୍ସସିନ ବାହାରି ଯାଇଥାଏ। ଅଲସିର ସେବନ କରିବା ଦ୍ୱାରା ଶରୀରରେ ଥିବା ଶିରା ଗୁଡ଼ିକରେ ବ୍ଲକେଜ ଆସି ନଥାଏ।ଏହାସହିତ ଶରୀର ଭିତରେ ମଧ୍ୟ ସଫା କରିଥାଏ।

ଗୋଟିଏ ପାତ୍ର ନେଇ ସେଥିରେ ଅଲସି ପାଉଡର ଗୋଟେରୁ ଦୁଇ ଚାମଚ ନିଅନ୍ତୁ ଏବଂ ତାହାକୁ ସେବନ କରନ୍ତୁ। ଏହାକୁ ଆପଣ ସକାଳେ ଉଠି ଖାଲି ପେଟରେ ବା ଦ୍ୱିପ୍ରହର ସମୟରେ ଖାଦ୍ୟ ଖାଇବାର ଅଧଘଣ୍ଟା ପୂର୍ବରୁ ସେବନ କରି ପାରିବେ। ଏହା ଆପଣଙ୍କ ଶରୀରର ପୀତ ସମସ୍ୟାକୁ ମଧ୍ୟ ଦୂର କରି ଦେଇଥାଏ

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ। ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!

 

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button