Uncategorized

ଲିଭରର ସବୁ ମଇଳା ମାତ୍ର ଗୋଟିଏ ଥରରେ ସଫା କରନ୍ତୁ ଓ ଆଉ ଏସବୁ ରୋଗରୁ ପାଆନ୍ତୁ ମୁକ୍ତି,ଏମିତି ଭାବରେ ସଫା କରନ୍ତୁ !

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। ପ୍ରାୟତଃ ଆମେ ଦୈନଦିନ ଜୀବନରେ ଅନେକ ପ୍ରକାରର ଖାଦ୍ୟ ଖାଇ ଥାଉ ଏବଂ ଅନେକ କାର୍ଯ୍ୟ ମଧ୍ୟ କରିଥାଉ। ଆଜିକାଲି ସମସ୍ତେ ବାହାର ହୋଟେଲର ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି। କିନ୍ତୁ ଏହାର ଅଧିକ ମାତ୍ରାରେ ସେବନ କରିବା ଆମ ଶରୀର ପାଇଁ କ୍ଷତିକାରକ ଅଟେ।

ଫାଷ୍ଟ ଫୁଡ ବାସି ତେଲରେ ପ୍ରସ୍ତୁତ କରାଯାଇଥାଏ ଏବଂ ସେହି ତେଲରେ ପ୍ରସ୍ତୁତ ଖାଦ୍ୟକୁ ଖାଇ ଆମେ ଅନେକ ରୋଗରେ ପୀଡ଼ିତ ହୋଇଥାଉ।ଏହାସହିତ ଆମ ଶରୀରରେ ଥିବା ମାଂସପେଶୀ ଗୁଡ଼ିକ ଅସୁସ୍ଥ ହେବାକୁ ଲାଗେ। ସେଥିମଧ୍ୟରୁ ଆଜି ଆମେ ଆପଣଙ୍କୁ ୧୫ ଦିନ ମଧ୍ୟରେ ଆମେ ଆମ ଲିଭରକୁ କିପରି ସଫା କରିବା, ସେହି ବିଷୟରେ ବିସ୍ତାର ରୂପରେ କହିବାକୁ ଯାଉଛୁ।

ଆମ ଶରୀରରେ ଲିଭର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଅଟେ। ଏହା ଆମ ଶରୀରରେ ଇଞ୍ଜିନ ଭଳି କାମ କରିଥାଏ। ଆମେ ଖାଦ୍ୟ ଖାଇବା ଦ୍ୱାରା ଏହା ଆମ ଲିଭର ଦେଇ ଯାଇଥାଏ।ଆମ ଶରୀରକୁ ଲିଭର ନିୟନ୍ତ୍ରଣ କରି ରଖିଥାଏ।ଯଦି ଆମ ଶରୀରରେ ଖାଦ୍ୟ ଭଲଭାବରେ ହଜମ ନହେବ ବା ହଜମ ଜନିତ ସମସ୍ୟା ଦେଖାଦେବ, ତାହେଲେ ଏହି କାରଣରୁ ଲିଭର ଗରମ ହୋଇ ଯାଇଥାଏ ଓ ଫ୍ୟାଟି ଲିଭର ଭଳି ସମସ୍ୟା ଦେଖା ଦେଇଥାଏ। ଏହି ସମସ୍ୟାକୁ ଠିକ କରିବା ପାଇଁ ଆମେ ଔଷଧ ସେବନ କରିଥାଉ।

 

ଔଷଧ ଆମ ସ୍ୱାସ୍ଥ୍ୟ ପାଇଁ ବିଷ ସମାନ ହୋଇଥାଏ। ଲିଭର ସମସ୍ୟା ଦେଖା ଦେଲେ, ଆପଣଙ୍କୁ ବର୍ଷରେ ୩ରୁ ୪ ଥର ଡାକ୍ତରଙ୍କ ପରାମର୍ଶରେ ନିଜ ଲିଭରକୁ ସଫା କରିନେବା ଉଚିତ। ଏହାଦ୍ବାରା ଆପଣଙ୍କୁ ଭବିଷ୍ୟତରେ କୌଣସି ସମସ୍ୟାର ସାମ୍ନା କରିବାକୁ ପଡ଼ିବ ନାହିଁ।ଆଜି ଆମେ ଆପଣଙ୍କୁ କିଛି ଉପାୟ ବିଷୟରେ କହିବାକୁ ଯାଉଛୁ କି, ଆପଣ କିସମିସର ସେବନ କରି କିପରି ନିଜ ଲିଭରକୁ ସଫା କରି ପାରିବେ ଏବଂ ଲିଭର ସମସ୍ୟାରୁ ମୁକ୍ତି ପାଇ ପାରିବେ

ବନ୍ଧୁଗଣ କଣ ଆପଣମାନେ ଜାଣିଛନ୍ତି, କିସମିସ ପାଣି ଆମ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। ଏହା ଆମ ଲିଭର ସମସ୍ୟାକୁ ସମ୍ପୂର୍ଣ୍ଣ ରୂପରେ ଭଲ କରିବା ପାଇଁ ବହୁତ ଉପଯୋଗୀ ଅଟେ। ଏହା ଆମ ଲିଭରକୁ ସଫା କରି କ୍ରିୟାଶୀଳ କରିଥାଏ। ତେବେ ଯଦି ଆପଣ କିସମିସ ପାଣି ଲଗାତାର ୪ ଦିନ ପର୍ଯ୍ୟନ୍ତ ସେବନ କରନ୍ତି, ତାହେଲେ ନିଶ୍ଚିତ ଭାବରେ ଆପଣଙ୍କର ପାଚନ କ୍ରିୟା ସୁଦୃଢ ହୋଇଯିବ ଏବଂ ଆପଣଙ୍କୁ ପୂର୍ବ ଅପେକ୍ଷା ଶକ୍ତି ମିଳିବ।

କିସମିସ ଆଣ୍ଟି ଅକ୍ସିଡେଣ୍ଟର ଏକ ପ୍ରାକୃତିକ ରୂପ ଅଟେ। କିସମିସ ପାଣିର ସେବନ କରିବା ଦ୍ଵାରା ଆପଣଙ୍କୁ ଅନେକ ପ୍ରକାରର ଲାଭ ପ୍ରାପ୍ତ ହୋଇଥାଏ। ଏହାର ସେବନ କରିବା ଦ୍ଵାରା ଶରୀରରେ ଜମି ରହିଥିବା ଖରାପ କୋଲେଷ୍ଟ୍ରୋଲ ଦୂର ହୋଇଥାଏ। ଏହାସହିତ ଆପଣଙ୍କର କୋଷ୍ଟ କାଠିନ୍ୟ ଓ ପେଟ ରୋଗ ଭଳି ସମସ୍ୟାକୁ ମଧ୍ୟ ଦୂର କରିଥାଏ।

 

କିସମିସ ପାଣିକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ପ୍ରଥମେ କିସମିସକୁ ଭଲଭାବେ ଧୋଇନେବା ଉଚିତ। ଏହାପରେ ଦୁଇ ଗ୍ଲାସ ପାଣିକୁ ନେଇ ଭଲ ଭାବେ ଫୁଟାଇ ଦିଅନ୍ତୁ। ସେଥିରେ କିସମିସ ମିଶାଇ ହାରାହାରି ୨୦ ମିନିଟ ପର୍ଯ୍ୟନ୍ତ ତାକୁ ଫୁଟିବା ପାଇଁ ଛାଡ଼ି ଦିଅନ୍ତୁ। ଏହାପରେ ଗ୍ୟାସ ବନ୍ଦ କରି କିସମିସ ପାଣିକୁ ରାତି ସାରା ଛାଡ଼ି ଦିଅନ୍ତୁ।ପରଦିନ ସକାଳେ ପୁଣି ଥରେ ସେହି ପାଣିକୁ ଗରମ କରି ଛାଣି ଖାଲି ପେଟରେ ପିଅନ୍ତୁ।

କିସମିସ ପାଣି ସେବନ କରିବାର ଅଧଘଣ୍ଟା ପୂର୍ବରୁ ବା ଅଧଘଣ୍ଟା ପର୍ଯ୍ୟନ୍ତ କୌଣସି ଜିନିଷର ସେବନ କରନ୍ତୁ ନାହିଁ, ତେଣୁ ଏଥିପ୍ରତି ଧ୍ୟାନ ରଖନ୍ତୁ। ଏହାର ସେବନ କରିବା ଦ୍ଵାରା ରକ୍ତ ଓ ଲିଭର ଭଲ ଭାବରେ ସଫା ହୋଇ ଯାଇଥାଏ। ଏହାକୁ ୪ ଦିନ ପର୍ଯ୍ୟନ୍ତ ସେବନ କରିବା ଜରୁରୀ ଅଟେ।

ବନ୍ଧୁଗଣ ଯଦି ଏହି ଲେଖା ଆପଣଙ୍କୁ ପସନ୍ଦ ଆସିଛି, ତାହେଲେ ନିଜର ମତାମତ ଦିଅନ୍ତୁ।ଏହି ପୋଷ୍ଟଟି ସମ୍ପୂର୍ଣ୍ଣ ପଢିଥିବାରୁ ଆପଣଙ୍କୁ ଧନ୍ୟବାଦ ! ଆମ ପୋଷ୍ଟକୁ ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ସେୟାର କରନ୍ତୁ।ଧନ୍ୟବାଦ!

 

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button