IBN ଓଡ଼ିଶା ବ୍ୟୁରୋ

ନାକ ଅଗରେ ରାଗ ରଖିଥାନ୍ତି ଏହି ୬ଟି ନାମର ଝିଅ,ଏମାନଙ୍କ ଠାରୁ ସଦା ସର୍ବଦା ଦୂରେଇ ରୁହନ୍ତୁ

ଜ୍ୟୋତିଷ ଶାସ୍ତ୍ରରେ ହିନ୍ଦୁ ଧର୍ମକୁ ବହୁତ ଗୁରୁତ୍ବ ଦିଆଯାଇଥାଏ।ପ୍ରତ୍ୟେକ ଲୋକଙ୍କର ନାମ ଦ୍ଵାରା ସେମାନଙ୍କ ବ୍ୟକ୍ତିତ୍ଵ, ଚାଲିଚଳନ ବିଷୟରେ ଜାଣି ହୋଇଥାଏ।ଏହାସହିତ ନାମର ପ୍ରଥମ ଅକ୍ଷର ଦ୍ଵାରା କୌଣସି ବ୍ୟକ୍ତିର ଜୀବନରେ ସୁଖଦୁଃଖ ଓ ଅନେକ ଘଟଣା ବିଷୟରେ ମଧ୍ୟ ଜାଣି ହୋଇଥାଏ। ଆଜି ଆମେ ଆପଣଙ୍କୁ କିଛି ଝିଅମାନଙ୍କ ବିଷୟରେ କହିବାକୁ ଯାଉଛୁ, ସେମାନେ ଅଧିକ କ୍ରୋଧୀ ସ୍ୱଭାବର ହୋଇଥାନ୍ତି ଏବଂ ସେମାନଙ୍କ ନାକ ଅଗରେ ରାଗ ରହିଥାଏ। ଆଜି ଆମେ ଆପଣଙ୍କୁ B, H, L, P, R ଓ S ନାମର ଝିଅମାନଙ୍କ ସ୍ଵଭାବ ଏବଂ ଭଲ ଗୁଣ ବିଷୟରେ ବିସ୍ତାର ରୂପରେ କହିବାକୁ ଯାଉଛୁ। ଆସନ୍ତୁ ସେହି ବିଷୟରେ ଜାଣିବା।

୧/ B ନାମର ଝିଅମାନେ –
ଯେଉଁ ଝିଅମାନଙ୍କ ନାମର ପ୍ରଥମ ଅକ୍ଷର B ହୋଇଥାଏ, ସେମାନେ ବହୁତ ନିର୍ମଳ ଓ ଭଲ ସ୍ୱଭାବର ଝିଅ ଅଟନ୍ତି। କିନ୍ତୁ ଏମାନେ ସାମାନ୍ୟ କଥାରେ କ୍ରୋଧିତ ହୋଇ ଯାଇଥାନ୍ତି ଏବଂ କ୍ରୋଧ ବଶତଃ ଅନ୍ୟମାନଙ୍କୁ କଷ୍ଟ ମଧ୍ୟ ଦେଇଥାନ୍ତି। ଏହି କ୍ରୋଧ ସ୍ଵଭାବ କାରଣରୁ ଏମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି।

୨/ H ନାମର ଝିଅମାନେ –
ଯେଉଁ ଝିଅମାନଙ୍କର ନାମ H ରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ମଜାଳିଆ ସ୍ୱଭାବର ହୋଇଥାନ୍ତି ଏବଂ ସେମାନେ ସମସ୍ତଙ୍କ ସହିତ ଖୁବ୍ ଶୀଘ୍ର ମିଶି ଯାଇଥାନ୍ତି।ଏହି ଝିଅମାନେ ନିଜ ପରିବାର ଲୋକଙ୍କର ସର୍ବଦା ଯତ୍ନ ନେଇ ଥାଆନ୍ତି। କିନ୍ତୁ ଏମାନେ ଅଚାନକ ସାମାନ୍ୟ କଥାରେ କ୍ରୋଧିତ ହୋଇ ଯାଇଥାନ୍ତି। ଏମାନଙ୍କର କ୍ରୋଧ ଉପରେ ନିୟନ୍ତ୍ରଣ ନଥିବାରୁ ଏମାନଙ୍କୁ ବହୁତ କ୍ଷତି ସହିବାକୁ ପଡ଼ିଥାଏ।

୩/ L ନାମର ଝିଅମାନେ –
ଯେଉଁ ଝିଅମାନଙ୍କର ନାମ L ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ କୌଣସି କାମ କରିବାକୁ ପସନ୍ଦ କରନ୍ତି ନାହିଁ। କିନ୍ତୁ ଏମାନେ ଯେଉଁ କାର୍ଯ୍ୟ କରିଥାନ୍ତି,ସେଠାରେ ଆଗ ଧାଡିରେ ରହିଥାନ୍ତି, ଯାହା ଦ୍ଵାରା ଏମାନେ ପ୍ରଶଂସିତ ହୋଇଥାନ୍ତି।କିନ୍ତୁ ଏମାନଙ୍କର କ୍ରୋଧ ଏମାନଙ୍କୁ ଦୁର୍ବଳ କରି ଦେଇଥାଏ। ଏମାନଙ୍କର ନିଜ କ୍ରୋଧ ଉପରେ କେବେବି ନିୟନ୍ତ୍ରଣ ନଥାଏ।

୪/ P ନାମର ଝିଅମାନେ –
ଯେଉଁ ଝିଅମାନଙ୍କ ନାମର ପ୍ରଥମ ଅକ୍ଷର P, ସେମାନେ ବହୁତ କ୍ରୋଧୀ ଏବଂ ଶାନ୍ତ ସ୍ୱଭାବର ହୋଇ ଥାଆନ୍ତି। ଏମାନେ ପ୍ରାୟତଃ ବହୁତ ଗପ କରିଥାନ୍ତି।ଏହି ଝିଅମାନେ କେବେ ମଧ୍ୟ ନିଜର କ୍ରୋଧ ଅନ୍ୟମାନଙ୍କୁ ଦେଖାନ୍ତି ନାହିଁ।

 

୫/ R ନାମର ଝିଅମାନେ –
ଯେଉଁ ଝିଅମାନଙ୍କ ନାମର ପ୍ରଥମ ଅକ୍ଷର R ଅଟେ, ସେମାନେ ଦେଖିବାକୁ ବହୁତ ସୁନ୍ଦର ଏବଂ ବୁଦ୍ଧିମତୀ ହୋଇଥାନ୍ତି। ସେଥିପାଇଁ ସମସ୍ତେ ଏମାନଙ୍କ ପ୍ରତି ଖୁବ୍ ଶୀଘ୍ର ଆକର୍ଷିତ ହୋଇ ଯାଇଥାନ୍ତି। କିନ୍ତୁ ଏମାନଙ୍କର କ୍ରୋଧ ଏମାନଙ୍କୁ ଦୁର୍ବଳ କରି ଦେଇଥାଏ। ଏମାନେ ନିଜ ପରିବାର ଲୋକଙ୍କ ପାଇଁ କିଛି ମଧ୍ୟ କରିଥାନ୍ତି

୬/ S ନାମର ଝିଅମାନେ –
ଯେଉଁ ଝିଅମାନଙ୍କ ନାମ S ରୁ ଆରମ୍ଭ ହୋଇଥାଏ, ସେମାନେ ପ୍ରେମ ଓ ଶତ୍ରୁତା ଖୁବ୍ ଭଲଭାବରେ କରି ଥାଆନ୍ତି। ଏମାନେ ଦେଖିବାକୁ ବହୁତ ସୁନ୍ଦର ଓ ସରଳ ହୋଇଥାନ୍ତି। କିନ୍ତୁ ଏମାନେ କାହା ଉପରେ ରାଗିଗଲେ, ତାଙ୍କ ମୁହଁ କେବେବି ଚାହିଁ ନଥାନ୍ତି। ଏମାନଙ୍କର କ୍ରୋଧ ସ୍ଵଭାବ କାରଣରୁ ଲୋକମାନେ ଏମାନଙ୍କ ଠାରୁ ଲୋକମାନେ ଦୂରେଇ ଯାଇ ଥାଆନ୍ତି।

 

Related Articles

Leave a Reply

Your email address will not be published. Required fields are marked *

Back to top button