IBN ଓଡ଼ିଶା ବ୍ୟୁରୋ

ଏହି ୫ଟି ନାମର ଝିଅର ବହୁତ ଭାଗ୍ୟଶାଳୀ ହୋଇଥାନ୍ତି, ଆପଣଙ୍କ ନାମ ଅଛି କି ?

ଏହି ଦୁନିଆରେ ବହୁତ ଝିଅମାନଙ୍କୁ ବୁଝିବା ବହୁତ କଠିନ ଅଟେ। କାରଣ ଗୋଟିଏ ଝିଅ ମନରେ କେତେବେଳେ କଣ ଚାଲି ଥାଏ ତାହା କେହିବି କହି ପାରିବେ ନାହିଁ। ସେପରି କହିବାକୁ ଗଲେ ଆପଣ ଗୋଟେ କଥା ଶୁଣିଥିବେ ଯେ ଭଗବାନ ନାରୀଙ୍କୁ ବୁଝି ପାରିଲେ ନାହିଁ, ତାହେଲେ ସାମାନ୍ୟ ମନୁଷ୍ୟ କିପରି ବୁଝି ପାରିବ। ପ୍ରକୃତରେ କହିବାକୁ ଗଲେ ଝିଅମାନଙ୍କ ବ୍ୟବହାର ଏତେ ଅଲଗା ହୋଇଥାଏ ଯେ ସେମାନେ କେବେ କେଉଁ ଜିନିଷ ଉପରେ କଣ ପ୍ରତିକ୍ରିୟା ଦେବେ ଏହା କେହିବି କହି ପାରିବେ ନାହିଁ। ଏହି ଦୁନିଆରେ ବହୁତ ଝିଅ ଅଛନ୍ତି ଯେଉଁମାନେ ପାଣି ଭଳି ନିର୍ମଳ ଓ ଗଙ୍ଗାଜଳ ଭଳି ପବିତ୍ର ହୋଇଥାନ୍ତି ଏବଂ ବହୁତ ଶାନ୍ତ ସ୍ୱଭାବର ହୋଇଥାନ୍ତି। ସେପରି ଅନେକ ଝିଅମାନେ ବହୁତ ଚାଲାକ ମଧ୍ୟ ଅଛନ୍ତି ଏବଂ ଭରସାର ଯୋଗ୍ୟ ନଥାନ୍ତି। ଆଜି ଆମେ ସେହି ଝିଅମାନଙ୍କ ବିଷୟରେ କହିବୁ ଯେଉଁମାନେ ବହୁତ ପବିତ୍ର ହୋଇଥାନ୍ତି। ଆପଣଙ୍କୁ ଜାଣିବା ପାଇଁ କହି ରଖୁଛୁ ଯେ ଏହି ଅକ୍ଷରରେ ଆରମ୍ଭ ହୋଇଥିବା ନାମକୁ ବହୁତ ପବିତ୍ର ବୋଲି ମାନା ଯାଇଥାଏ। ସେଥିପାଇଁ ଆପଣମାନେ ଏହି ବିଷୟବସ୍ତୁକୁ ଭଲଭାବରେ ବୁଝନ୍ତୁ।

୧/ (B) ବି ନାମରେ ଥିବା ଝିଅମାନେ – ଏହି ନାମର ଝିଅମାନେ ବହୁତ ଶାନ୍ତ ସ୍ୱଭାବର ହୋଇଥାନ୍ତି। ଏମାନେ ନିଜ ଜୀବନସାଥୀଙ୍କ ପାଇଁ ବହୁତ ବିଶ୍ଵସ୍ତ ହୋଇଥାନ୍ତି ଏବଂ କୌଣସି ପରିସ୍ଥିତିରେ ଏମାନେ ନିଜ ସାଥୀଙ୍କୁ a ଛାଡିକି ଯାଆନ୍ତି ନାହିଁ। ଏମାନଙ୍କ ବ୍ୟବହାର ଅତ୍ୟନ୍ତ କୋମଳ ହୋଇଥାଏ। ଏଥିପାଇଁ ଏମାନଙ୍କୁ ଅତ୍ୟନ୍ତ ପବିତ୍ର କୁହାଯାଏ।

୨/ ( A) ଏନ ଅକ୍ଷର ଥିବା ଝିଅମାନେ – ଯେଉଁ ଝିଅମାନଙ୍କ ନାମ ଏନ ଅକ୍ଷରରୁ ଆରମ୍ଭ ହୋଇଥାଏ, ସେହି ଝିଅମାନେ ଅଧିକ ତେଜ ସ୍ୱଭାବର ହୋଇଥାନ୍ତି। ଏମାନେ ନିଜ ପରିବାର ତଥା ଜୀବନସାଥୀଙ୍କ ଧ୍ୟାନ ସର୍ବଦା ରଖି ଥାଆନ୍ତି। ଆଜ୍ଞା ହଁ ଏମାନେ କେବେ ଏପରି କିଛି କରନ୍ତି ନାହିଁ, ଯାହାଦ୍ଵାରା ତାଙ୍କ ପରିବାରର ନାମ ଖରାପ ହେବ। ଏହି ଝିଅମାନଙ୍କର ବ୍ୟବହାର ବହୁତ ଭଲ ହୋଇଥାଏ। ଏହି କାରଣରୁ ଏମାନଙ୍କୁ ପବିତ୍ର କୁହାଯାଇ ଥାଏ।

୩/ ( P) ପି ନାମ ଥିବା ଝିଅ – ଯେଉଁ ଝିଅମାନଙ୍କ ନାମ ପି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନଙ୍କୁ ସମ୍ପର୍କ ବାନ୍ଧି ରଖିବା ବହୁତ ଭଲଭାବରେ ଜଣା ଥାଏ। ଆପଣଙ୍କୁ କହି ରଖୁଛୁ ଯେ ଏହି ଝିଅମାନେ ପ୍ରତ୍ୟେକ ମଣିଷଙ୍କ କଥାକୁ ଧ୍ୟାନ ସହିତ ବୁଝି ପାରନ୍ତି। ଏମାନେ ତାଙ୍କ ଠାରୁ ବଡ଼ ହୋଇ ଥାଆନ୍ତୁ ବା ସାନ ହୋଇ ଥାଆନ୍ତୁ। ଏମାନେ ସମସ୍ତଙ୍କ ସହିତ ଭଲ ବ୍ୟବହାର କରି ଥାଆନ୍ତି। ଏହି କାରଣରୁ ଏମାନଙ୍କୁ ପବିତ୍ର ବୋଲି ମାନା ଯାଇଥାଏ।

୪/ ( S) ଏସ ନାମ ଥିବା ଝିଅ – ଏସ ନାମ ଥିବା ଝିଅମାନଙ୍କୁ ବହୁତ ପବିତ୍ର ବୋଲି ମାନା ଯାଇଥାଏ। ଏମାନେ ବହୁତ ଲାଜକୁଳା ହୋଇଥାନ୍ତି। ଏମାନେ ନିଜ ପରିବାର ତଥା ଜୀବନସାଥୀଙ୍କ କଥା ଭଲଭାବରେ ବୁଝି ପାରନ୍ତି। ସିଧାସଳଖ କହିବାକୁ ଗଲେ ଏମାନେ ନିଜ ପରିବାରକୁ ସର୍ବଦା ଖୁସିରେ ରଖିବା ପାଇଁ ପ୍ରୟାସ କରି ଥାଆନ୍ତି। ଏମାନେ ନିଜ ପରିବାର ଲୋକଙ୍କର ଆବଶ୍ୟକତା ପୂରଣ କରି ଥାଆନ୍ତି।

୫/ ( M) ଏମ ନାମ ଥିବା ଝିଅମାନେ – ଯେଉଁ ଝିଅମାନଙ୍କର ନାମ ଏମ ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ଶାନ୍ତ ସ୍ୱଭାବର ହୋଇଥାନ୍ତି। ଏମାନଙ୍କର ସ୍ଵଭାବ ବହୁତ ଭଲ ହୋଇଥାଏ। ଏହି ନାମ ଥିବା ଝିଅମାନେ ବହୁତ ଜୋରରେ କଥା କହି ଥାଆନ୍ତି। ଏମାନେ କାହାକୁ ନିରାଦର କରନ୍ତୁ ନାହିଁ। ଏମାନେ ନିଜର ଜୀବନସାଥୀଙ୍କୁ ସର୍ବଦା ଖୁସିରେ ରଖିବାକୁ ଚାହିଁ ଥାଆନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

 

Related Articles

Leave a Reply

Your email address will not be published. Required fields are marked *

Back to top button