IBN ଓଡ଼ିଶା ବ୍ୟୁରୋ

ଧଳା ବାଳ ଗୋଟି ଗୋଟି କରି କଳା ହୋଇଯିବ ଆପଣାନ୍ତୁ ଏହି ଘରୋଇ ଉପଚାର ଦେଖିବେ ଚମତ୍କାରିତା

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଧଳା ବାଳ କିପରି କଳା ହେବ କିଛି ହୋମ ରେମେଡି ବିଷୟରେ କହିବାକୁ ଯାଉଛୁ । ଏଥିପାଇଁ ପ୍ରଥମ ସାମଗ୍ରୀର ଆବଶ୍ୟକତା ରହିଛି ଚାହାପତି ଯାହା ଆପଣଙ୍କୁ ରୋଷେଇ ଘରୁ ସହଜରେ ମିଳିଯିବ । ଚାହାପତି ପାଣି କେଶରେ ଲଗାଇଲେ କେସ ଲମ୍ବା ହୋଇଥାଏ । ପ୍ରଥମେ ଏହାକୁ ବାଟି ଦିଅନ୍ତୁ । ଏଥିରେ ଟେନିକ ନାମକ ତତ୍ତ୍ଵ ମିଳିଥାଏ ଯାହା କେଶ କଳା କରିବାରେ ସାହାଜ୍ଯ କରିଥାଏ । ଏହା ପରେ ଆଡ କରନ୍ତୁ କଫି ପାଉଡର ଯାହା କେଶକୁ ରଙ୍ଗ କରିଥାଏ । କଫିରୁ ଆଣ୍ଟି ଅକ୍ସିଡେଣ୍ଟ ମିଳିଥାଏ କେଶରୁ ଉକୁଣି, ରୂପୀ ଭଳି ସମସ୍ଯା ଦୂର କରିବା ସହ ହେୟାର ଫଳ କମ କରିଥାଏ । ଏହା ପରେ ଆଡ କରନ୍ତୁ ନଡିଆ ତେଲ ।

କେଶକୁ ପ୍ରପର ନିୟୁଟ୍ରେନ ଦେଇଥାଏ ନଡିଆ ତେଲ ଯାହାର ପ୍ରୟୋଗ ବହୁ ପୁରାତନ କାଳରୁ ହୋଇ ଆସୁଛି । ଏହା ପରେ ୫ରୁ ୬ ବୁନ୍ଦା ଲେମ୍ବୁ ରସ ଆଡ କରନ୍ତୁ । ତେଲ ସହ ଲେମ୍ବୁ ରସ ଆଡ କରି ଲଗାଇଲେ କେଶ ଝଡିବା ବନ୍ଦ ହୋଇଥାଏ । ଆପଣ ଚାହିଁଲେ ଏହାକୁ ୧ ମାସ ଯାଏଁ ରଖିପାରିବେ । ନଡିଆ ତେଲରେ ଲେମ୍ବୁ ରସ, ଚାହାପାତି ଓ ଏକ ଚାମଚ କଫି ପାଉଡର ଭଲ ଭାବେ ମିଶ୍ରଣ କରନ୍ତୁ । କଫି ପାଉଡର କେଶକୁ ଜଟା ହେବାକୁ ଦିଏ ନାହି ଓ କେଶକୁ ମ୍ୟାନେଜବଲ କରିଥାଏ । ଫଳରେ ହେୟାର ଲମ୍ବା ହେବ ସହ କେଶ କଳା ହୋଇଥାଏ ।

ଏଥିରେ ଅଧ ଚାମଚ ଚାହାପତି ଆଡ କରନ୍ତୁ । ଚାହାପତି ଯେପରି ଭଲ ଭାବେ ଗୁଣ୍ଡ ହେବ ସେଥିପ୍ରତି ଧ୍ୟାନ ଦେବେ । କାରଣ ଚାହାପତି ର ଦାନ ମୋଟା ହୋଇଥାଏ । ଏହାକୁ ଭଲ ଭାବେ ମିକ୍ସ କରିବା ପରେ ଏହାକୁ ଏକ ରୁ ଦୁଇ ଘଣ୍ଟା ସେମିତି ରହିବାକୁ ଦିଅନ୍ତୁ । ଫଳରେ ଚାହାପତି ଓ କଫି ର ସମସ୍ତ ପୋଷାକ ତତ୍ତ୍ଵ ନଡିଆ ତେଲରେ ଆସିଯିବ । ଆପଣ ଏଥିପାଇଁ ନଡିଆ ତେଲ ବ୍ଯତୀତ ସୋରିଷ ତେଲ ବା ଓଲିଭ ତେଲ ବ୍ୟବହାର କରି ପାରିବେ ।

ଆମ କେଶ ପାଚିବାର କାରଣ ହେଉଛି କେସକୁ ଠିକ ଭାବେ ପୋଷାକ ତତ୍ତ୍ଵ ନ ମିଳିବାରୁ ଯାହା ଫଳରେ କେଶ ଝଡିବା ଆରାମ୍ଭ ହୋଇଥାଏ । ବୟସ ପୂର୍ବରୁ କେଶ ଧଳା ହେବାରେ ଲାଗିଥାଏ । ଏହି ତେଲ ପ୍ରୟୋଗ କରିବା ପୂର୍ବରୁ ଏକ ପାତ୍ରରେ ଗରମ ପାଣି ରଖି ଏହ ତେଲକୁ ଗରମ କରି କେଶରେ ମଶାଚ କରନ୍ତୁ । ଏହା ଦ୍ଵାରା ରକ୍ତ ସଂଚାଳନ ହେବ ସହ ହେୟାର ଲମ୍ବା ହେବ ।

ଦୁଇରୁ ତିନି ଘଣ୍ଟା ରଖିବା ପରେ ଏହାକୁ ଛାଣି ଦିଅନ୍ତୁ । ଆପଣ ଏହାକୁ ବୋତଲ ରେ ଷ୍ଟୋର କରି ରଖିପାରିବେ । ଏହାକୁ ସପ୍ତାହକୁ ୩ ଥର ପ୍ରୟୋଗ କରନ୍ତୁ । ଦେଖିବେ ଆପଣଙ୍କର କେଶ ଝଡିବା ବନ୍ଦ ହେବ, ଧଳା କେଶ କଳା ହେବାରେ ଲାଗିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

 

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button