IBN ଓଡ଼ିଶା ବ୍ୟୁରୋ

: ଚରିତ୍ର ହୀନ ପୁରୁଷ ମାନଙ୍କୁ ଚିହ୍ନିବେ କିପରି ଅବିବାହିତ ମହିଳା ମାନେ ଏହି ସବୁ ଲକ୍ଷଣରୁ ଜାଣନ୍ତୁ ନଚେତ ବହୁତ ପସ୍ତାଇବେ

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପାଣଙ୍କ ଘରେ କେବେ ପଇସାର ଅଭାବ ରହି ନଥାଏ ।

୧. ଯଦି ଘରେ କୌଣସି ଲୋକଙ୍କର ମାନସିକ ଦୁର୍ଦ୍ଦିନା ଲାଗି ରହୁଥାଏ ତେବେ ତାଙ୍କଦ୍ବାରା ମାଟିର ପାତ୍ରରେ ଗଛବୃକ୍ଷଙ୍କୁ ପାଣିଦେଲେ ତାହା ଦୂରହୋଇଥାଏ ।

୨. ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ହେଉଥିଲେ ପାଣି ପିଇବା ବେଳେ ବସିକି ପିଅନ୍ତୁ ଏବଂ ଦିନକୁ ପାଞ୍ଚଟି ଲବଙ୍ଗ ଚୋବାଇକରି ଖାଆନ୍ତୁ ।

୩. ବ୍ରଣ ଦାଗ ଲିଭାଇବା ପାଇଁ ହେଲେ ଡାଲଚିନି ଗୁଣ୍ଡ ସହିତ ଅଳ୍ପ ମହୁ ମିଶାଇ ଦାଗରେ ମାରିଲେ ଦାଗ ଲିଭିଯାଏ ।

୪. ଆଖୁ ତଳ କଳାଦାଗ ଲିଭାଇବା ପାଇଁ ଲେମ୍ବରସ ସ‌ହିତ ବିଲାତିରସ ମିଶାଇ କଳାଦାଗରେ ଲଗାନ୍ତୁ ।

୫. ବିବାହିତା ସ୍ତ୍ରୀ ଲୋକମାନେ ରାତିରେ ଚୁଟି ଖୋଲାରଖ୍ ଶୁଅନ୍ତୁ ନାହିଁ ଏହା ଅମଙ୍ଗଳ ହୋଇଥାଏ ।

୬. ସୂର୍ଯ୍ୟାସ୍ତ ପରେ କେବେ କ୍ଷୀର କିମ୍ବା ଦହି ବାହାର ହାର ଲୋକଙ୍କୁ ଦିଅନ୍ତୁ ନାହିଁ ଏହା ଅମଙ୍ଗଳ ହୋଇଥାଏ।

୭. ପୂଜାରେ ଯାଆଁଳା କଦଳୀ ଭୋଗକ ଗକଲେ ବହୁତ ଶୁଭ ହୋଇଥାଏ ଏବଂ ଶିବଙ୍କ ଲିଙ୍ଗରେ ଚଢାଇଲେ ମଙ୍ଗଳ ହୋଇଥାଏ ।

୮. ଠାକୁର ପୂଜା କଲାବେଳେ ତଳେ, ପିଢ଼ା ଉପରେ କିମ୍ବା ପଥର ଉପରେ ବସିକି ପୁଜାକରନ୍ତୁ ନାହିଁ ଆସନ ପକାଇ ପୂଜା କରନ୍ତୁ ।

୯. ଘରର ପାଣି ଟ୍ୟାପରୁ ପାଣି ଟପ ଟପ୍ ପଡ଼ିଲେ ଅଶୁଭ ହୋଇଥାଏ ତୁରନୁ ମରାମତି କରନ୍ତୁ ।

୧୦. ଟଙ୍କା ରଖୁଥ‌ିବା ଆଲମାରିର ମୁହଁ ଦକ୍ଷିଣ ଦିଗକୁ ରଖନ୍ତୁ ନାହିଁ ଅନ୍ୟ ଦିଗକୁ ରଖିଲେ ଶୁଭ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button