IBN ଓଡ଼ିଶା ବ୍ୟୁରୋ

ପର ସ୍ତ୍ରୀ ସହିତ ସଂପର୍କ ରଖିଲେ କ’ଣ ଅସୁବିଧା ହୋଇଥାଏ, ସବୁ ପୁରୁଷ ମାନେ ଜାଣିରଖନ୍ତୁ ନଚେତ ଜୀବନ ସାରା କାନ୍ଦିବେ

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ଜୀବନରେ ଧନ ଓ ସୁଖ ଅଭାବ କେବେ ଦେଖା ଦେବ ନାହିଁ ।

୧. ଚାଣକ୍ୟ ନୀତି ଅନୁସାରେ ଯେଉଁ ପୁରୁଷ ଓ ସ୍ତ୍ରୀ ଲୋକଙ୍କର ସନ୍ଧାନ ଆଜ୍ଞାକାରୀ ହୋଇଥାନ୍ତି ସେମାନେ ନିଜ ଜୀବନରେ ଭାଗ୍ୟବାନ୍ ଓ ଧନବାନ୍ ସ୍ବଭାବର ହୋଇଥାନ୍ତି ।

୨. ଯେଉଁ ମହିଳାମାନଙ୍କର ଓଠ ଉପରେ ହାଲକା ବାଳ ରହିଥାଏ ସେମାନେ ସ୍ବଭାବରେ ସଦଗୁଣ, ଧାର୍ମିକ ଓ ଦାନପୁଣ୍ୟ ଏବଂ ଭାଗ୍ୟଶାଳୀ ହୋଇଥାନ୍ତି ।

୩. ଯେଉଁ ପୁରୁଷ ଓ ମହିଳଙ୍କର ହାତ ପାପୁଲିର ମଝିଅଂଶ ଉଚା ହୋଇଥାଏ ସେମାନେ ଦାନୀ, ଦୟାଳୁ ଏବଂ ଧାର୍ମିକ ସ୍ବଭାବର ହୋଇଥାନ୍ତି ।

୪. ଯେଉଁ ପୁରୁଷ ଲୋକଙ୍କର ପିଠି ମଜବୁତ୍ ଏବଂ କଇଁଛ ସଦୃଶ ହୋଇଥାଏ ସେମାନେ ଭାଗ୍ୟବା ବାନ୍ ଓ ଧନବାନ୍ ସ୍ବଭାବର ହୋଇଥାନ୍ତି ।

୫. ଯେଉଁ ପୁରୁଷ ଲୋକଙ୍କର ପେଟ ମାଂସାଳ ଏବଂ ଗୋଲାକାର ହୋଇଥାଏ ସେମାନେ ଭାଗ୍ୟବାନ୍ ଓ ଧନବାନ୍ ସ୍ବଭାବର ହୋଇଥାନ୍ତି ।

୬. ଯଦି ଆପଣକ ଣଙ୍କ ପାଖରେ ପଇସା ବଞ୍ଚୁନାହିଁ ତେବେ ପକେଟ ରେ ବା ପଇସା ରଖୁଥୁବା ଜାଗାରେ ବେଲପତ୍ର ସହିତ ମନ୍ଦାର ପତ୍ର ରଖନ୍ତୁ ଦେଖୁବେ ଅଭାବ ଦୂର ଦୂ ହୋଇଯିବ ।

១. ସେ ଯେ ଯେ କୌଣସି ବି କାର୍ଯ୍ୟ ହେଉ କେବେବି ହାର ମାନନ୍ତୁ ନାହିଁ କାହିଁକି ନା ପ୍ରତ୍ୟେକ । ପ୍ରତ୍ୟେକ ମହତ କାର୍ଯ୍ୟ ସବୁବେଳେ ପ୍ରଥମେ ଅସମ୍ଭବ ଜଣାପଡ଼ିଥାଏ ।

୮. ଅନେକ ଲୋକଙ୍କ ସ‌ହ ମିଶି ଭୁଲ ରାସ୍ତାରେ ଯିବା ଅପେକ୍ଷା ଏକା ହେଲେବି ଠିକ୍ ରାସ୍ତାରେ ଯିବା ଉଚିତ, କାହିକିନା ଠିକ ରାସ୍ତାରେ ଚାଲିବାକୁ ହେଲେ ପ୍ରଥମେ ବହୁତ ଯନ୍ତ୍ରଣା ମିଳିଥାଏ କିନ୍ତୁ ପରେ ଆତ୍ମା କୁ ଶାନ୍ତି ମିଳିଥାଏ ।

୯. କେବେ କାହାକୁ ଦୁଃଖ ଦିଅନ୍ତୁ ନାହିଁ କା ଦିନେ କାରଣ ଦେଇଥୁବା ଦୁଃଖ ଦିନେ ନା ଦିନେ ନିଜ ହଜାରେ ଗୁଣ ହୋଇ ପାଖକୁ ଫେରି ଆସିଥାଏ, ସେଥୂପାଇଁ ଅନ୍ୟକୁ ସ୍ନେହ ପ୍ରେମ ଭଲପାଇବା ଦିଅନ୍ତୁ ଦେଖୁବେ ଆପଣଙ୍କୁ ସମସ୍ତେ ଭକ୍ତି କରିବେ ।

୧୦. ବହୁତ ଲୋକ ନିଜେ ବୁଝି ଯାଆନ୍ତି,ଭଲ ଲୋକ ଚୁପ ରୁହନ୍ତି, ଅଳ୍ପ ଭଲ ଲୋକ ଅନ୍ୟକୁ ବୁଝନ୍ତି, ଖରାପ ଲୋକ କେବେବି ନିଜର ଭୁଲ ଧରନ୍ତି ନାହିଁ ଆଉ ବାଜେ ଲୋକ ନା ବୁଝନ୍ତି ନା ବୁଝାନ୍ତି ଖାଲି ନିରୋଳା ମିଛକହି ଝଗଡ଼ା କରନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button