Uncategorized

ଜନ 14 ଦିନରେ କମିବ କରନ୍ତୁ ଏହି ସହଜ ଏବଂ ସରଳ ଉପାୟ ଦେଖିବେ ଗୋଟିଏ ମାସରେ ଆପଣଙ୍କୁ କେହି ଚିହ୍ନି ପାରିବେ ନାହିଁ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଏବେ ଲୋକ ମାନେ ଖୁବ୍ ଶୀଘ୍ର ମୋଟା ହେଇ ଯାଉଛନ୍ତି ସେଥି ପାଇଁ ସେମାନେ ଅନେକ ଚିନ୍ତାରେ ମଧ୍ୟ ଅଛନ୍ତି । ଏବେ ଲୋକ ମାନଙ୍କର ଏହା ହେଉଛି ଏକ ପ୍ରଧାନ ଚିନ୍ତା। ପ୍ରାୟତଃ ଲୋକ ମାନେ ଏହି ମୋଟାପଣ କମେଇବା ପାଇଁ ନାହିଁ ନଥିବା ଉପାୟ ମଧ୍ଯ ଆପଣେଇ ଥାଆନ୍ତି। ହେଲେ କିଛି ଲୋକଙ୍କୁ ଏହାର ଫାଇଦା ମିଳୁ ଥିବା ବେଳେ ଅନ୍ୟ କିଛି ଲୋକଙ୍କୁ କିଛି ଫାଇଦା ମଧ୍ୟ ମିଳି ନଥାଏ।

ଅନେକ ଲୋକ ମାନେ ଏଥି ପାଇଁ ମଧ୍ଯ ଜୀମ୍ କୁ ଯାଇ ଥାଆନ୍ତି। ଏବଂ ଯିମ ରେ ସେମାନେ ଅନେକ ପରିଶ୍ରମ ମଧ୍ଯ କରିଥାଆନ୍ତି ହେଲେ ଯେତେବେଳେ ତାଙ୍କର ଏହି ମୋଟା ପଣ କମି ନଥାଏ ସେତେବେଳେ ସେମାନେ ମଧ୍ଯ ଚିନ୍ତିତ ହୋଇ ପଡି ଥାନ୍ତି। ଆପଣ ମାନେ ଜାଣିଥିବେ କି ମୋଟା ପଣ କମେଇବା ପାଇଁ ମଧ୍ୟ କିଛି ଉପାୟ ଥାଏ । ଆମେ ଏକ ଉପାୟ ଆପଣଙ୍କୁ କହିବାକୁ ଯାଉଛୁ

ଯାହାକୁ ଆପଣ ମନ ଦେଇ ଶୁଣିବେ। ଆଜ୍ଞା ହଁ ଏହି ଉପାୟ ଆପଣ ଆପଣେଇ ନେଲେ ମାତ୍ର ୧୪ ଦିନ ମଧ୍ୟରେ ଆପଣଙ୍କ ମୋଟା ପଣ କମି ଯିବ। ସେଥ୍ ପାଇଁ ଆପଣଙ୍କୁ ଏକ ପାନୀୟ ପ୍ରସ୍ତୁତ କରି ପିଇବାକୁ ପଡ଼ିବ। ପ୍ରଥମେ ଆପଣ ଏକ ପ୍ୟାନ ରେ କିଛି ପାଣି ନେବେ ଓ ଏହାକୁ ଗ୍ୟାସ ଲଗାଇ ଗରମ କାରିବେ ତାହାପରେ ଏଥିରେ ଏକ ଡାଲଚିନି ପକାଇବେ ।

ଏହା ମୋଟା ପଣ କମେଇ ବାରେ ଖୁବ୍ ସାହାଯ୍ୟ କରେ। ଏହାପରେ ଏଥିରେ ଟିକେ ଲୁଣ ପକାଇ ଫୁଟାଇବେ। ଏହାପରେ ଫୁଟି ସାରିବା ପରେ ଏଥିରେ କଫି ପାଉଡର ପକାଇ କିଛି ସମୟ ପାଇଁ ଫୁଟି ବାକୁ ଦେବେ ଏହା ସମ୍ପୂର୍ଣ ଭାବରେ ଫୁଟି ସାରିଲା ପରେ ଏହାକୁ ଏକ କପ କୁ କାଢି ଦେବେ। ଏହାପରେ ଏଥିରେ ଏକ ଲେମ୍ବୁ ଚିପୁଡି ପ୍ରତ୍ୟେକ ଦିନ ସକାଳେ ପିଇବେ। ଏହାକୁ ପିଇବା ଦ୍ବାରା ଆପଣ ହେଲଦି ମଧ୍ୟ ରହିବେ ଓ କିଛି ଦିନ ମଧ୍ୟରେ ଆପଣଙ୍କ ମୋଟା ପଣ ମଧ୍ଯ କମି ଯିବ।

 

Related Articles

Leave a Reply

Your email address will not be published. Required fields are marked *

Back to top button