IBN ଓଡ଼ିଶା ବ୍ୟୁରୋ

ନିଜ ନାମ ଅନୁସାରେ ଜାଣନ୍ତୁ, କେଉଁ ଝିଅ ସହିତ ହେବ ଆପଣଙ୍କ ବାହାଘର, ଜାଣିରଖନ୍ତୁ |

ଏହି ନାମ ଥିବା ବ୍ୟକ୍ତି ହୋଇଥାନ୍ତି ବେଷ୍ଟ କପୁଲ | ଆପଣ ତ ଜାଣିଥିବେ ବ୍ୟକ୍ତି ର ନାମ୍ ରୁ ହିଁ ତାର ସ୍ଵଭାଵ ଜଣା ପଡେ | ଯେଉଁ ବ୍ୟକ୍ତି ର ନାମ A ଅକ୍ଷର ରେ ହୋଇଥାଏ ସେମାନେ ସ୍ଵଭାଵ ରେ ବହୁତ ଆକର୍ଷିତ ହୋଇଥାନ୍ତି | ଏମାନଙ୍କ ଭିତରେ ଏହି ଗୁଣ ବି ରହିଥାଏ ଏମାନେ ବହୁତ ଯତ୍ନବାନ ହେବା ସହ ଧୈର୍ଯ୍ୟବାନ୍ ମଧ୍ୟ ହୋଇଥାନ୍ତି |

ଏହି ନାମ ର ବ୍ୟକ୍ତି ଙ୍କର ବାହାଘର ଯଦି p କିମ୍ବା k ଝିଅ ଙ୍କ ସହ ହୁଏ ତ ଏମାନଙ୍କ ଯୋଡି ୱାଲଡ ର ବେଷ୍ଟ ଯୋଡି ହୋଇଥାଏ | ଯେଉଁ ମାନଙ୍କର୍ ନାନ b ଅକ୍ଷର ରେ ହୋଇଥାଏ ସେମାଙ୍କ ବିଷୟ ରେ ଏହା କୁହ ଯାଏ କି ଏମାନେ ବିଲକୁଲ ଵୀ ରୋମାଣ୍ଟିକ୍ ହୋଇନଥାନ୍ତି କିନ୍ତୁ ଯଦି ଏହି ଲୋକ ଙ୍କ ବାହାଘର ଯେଉଁ ଝିଅ ସହ ବି ହୋଇଥାଏ ସେ ଝିଅ ସରକାରୀ ଚାକିରୀ ମଧ୍ୟ ପାଇଥାଏ |

ଏହି ଲୋକ ମାଙ୍କ ଜୀବନ ରେ R ଅକ୍ଷର ର ଝିଅ ବହୁତ ଭଲ ହୋଇଥାନ୍ତି | ଯେଉଁ ମାନଙ୍କ ନାମ D ଅକ୍ଷରରେ ହୋଇଥାଏ ସେମାନେ ବହୁତ ଅଧିକ ମିଳନ ସାର ହୋଇଥାନ୍ତି ଓ ବହୁତ ମିଠା କଥା କହିଥାନ୍ତି ଏବଂ ବହୁତ ନୁଆ ଫ୍ରେଣ୍ଡ ବନେଇବା ପାଇଁ ପସନ୍ଦ କରିଥାନ୍ତି | ଏହି ଲୋକ ମାନଙ୍କ ଜୀବନ R ଅକ୍ଷର ର ଝିଅ ସହିତ ବେସ୍ ମାନିଥାଏ |

ଯେଉଁ ଲୋକ ଙ୍କ ନାମ H ଅକ୍ଷରରେ ହୋଇଥାଏ ଏମିତି କୁହାଯାଏ କି ଏହି ଲୋକ ମାନେ ନିଜ ପାର୍ଟନ କୁ ବହୁତ ଖୁସି ରେ ରଖିଥାନ୍ତି | ଏହି ଲୋକ ମାନଙ୍କ ବାହଘର S ଓ K ଅକ୍ଷର ଲୋକ ଙ୍କ ସହ ହୋଇଥାଏ | ଏହି ଲୋକ ମାନ ଙ୍କ ଭାଗ୍ୟ ବଦଳିଯାଇଥାଏ |

Check This Out

 

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button