Uncategorized

ଆଣ୍ଠୁଗଣ୍ଠି ବିନ୍ଧା, ଓଜନ, ଡାଇବେଟିସ୍ 15 ଦିନରେ ଭଲ କରିବାର ଘରୋଇ ଉପାୟ-

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି ଏକ ଔଷଧୀୟ ପତ୍ର ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ଶରୀର ପାଇଁ ବହୁତ ଲାଭଦାୟକ ଅଟେ । ଏହା ଆପଣଙ୍କ ଶରୀରରୁ ଅନେକ ପ୍ରକାରର ରୋଗ ଦୂର କରିଥାଏ । ତେବେ ଆସନ୍ତୁ ଜାଣିବା ଏହି ରେମେଡି ବିଷୟରେ ଯାହାର ପ୍ରୟୋଗ ଦ୍ଵାରା ଆଁଠୁ ଗଣ୍ଠି ବିନ୍ଧା, ମୋଟାପା, ଡାଇବେଟିସ ଭଳି ରୋଗ ଭଲ ହୋଇ ପାରିବ । ଏହି ରେମେଡି ବନାଇବା ପାଇଁ ଯେଉଁ ପତ୍ରର ଆବଶ୍ୟକତା ପଡିବ ତାହା ଅଟେ ତେଜପତ୍ର ।

ଯାହା ଆପଣଙ୍କ ରୋଷେଇ ଘରୁ ସହଜରେ ମିଳିଯିବ । ଏହା ଆପଣଙ୍କ ଖାଦ୍ଯର ସ୍ଵାଦ ବଢାଇବା ସହ ଅନେକ ରୋଗରୁ ରକ୍ଷା କରିଥାଏ । ତେଜପତ୍ର ସ୍ୱାସ୍ଥ୍ୟ ପାଇଁ ବହୁତ ଚମତ୍କାରୀ ଅଟେ । ଏହା ମେଡିସ୍ନାଲ ଭ୍ୟାଲୁ ରେ ଭରପୁର ଅଟେ । ତେଜପତ୍ର ଦାନ୍ତ ରେ କଷ୍ଟ, ଡାଇବେଟିସ, ଭୁଲିଯିବା ଭଳି ରୋଗ ହୋଇଥିଲେ ତାହା ଦୂର କରିଥାଏ ।

ଆୟୁର୍ବେଦ ରେ ଅନେକ ଗମ୍ଭୀର ରୋଗ ପାଇଁ ତେଜପତ୍ର ଚୂର୍ଣ୍ଣ ର ବ୍ୟବହାର କରାଯାଏ । ଯଦି ଆପଣଙ୍କର ଓଜନ ଅଧିକଚି ତେବେ ପ୍ରତିଦିନ ସକାଳେ ତେଜପତ୍ର ପାଣି ପିଇବା ଉଚିତ । ଏହି ପାଣି ବନାଇବା ପାଇଁ ଏକ ପାତ୍ରରେ ଏକ ଗ୍ଳାସ ପାଣି ନିଅନ୍ତୁ । ଏବେ ଏଥିରେ 3ରୁ 4ଟି ତେଜପତ୍ର ପକାନ୍ତୁ । ତେଜପତ୍ର କୁ ପ୍ରଥମେ ଧୋଇ ଦିଅନ୍ତୁ ।

ରାତିରେ ତେଜପତ୍ରକୁ ପାଣିରେ ଫୁଟାଇ ସକାଳେ ଏହାକୁ ଫୁଟାଇ ପାରିବେ । ପାଣି ଅଧା ଗ୍ଳାସ ହେବା ପରେ ଏହାକୁ ଛାଣି ନିଅନ୍ତୁ । ସକାଳୁ ଖାଲି ପେଟରେ ଏହି ପାଣିର ସେବନ କରନ୍ତୁ । ଓଜନ କମ କରିବା ସହ ତେଜପତ୍ର ପାଣି ଆଁଠୁ ଗଣ୍ଠି ବିନ୍ଧା ପାଇଁ ଲାଭଦାୟକ ହୋଇଥାଏ । ଅଣ୍ଟା ବିନ୍ଧା, ମାଂସପେଶୀ ରେ କମଜୋରି ଆସିଲେ ତେଜପତ୍ର ପାଣି ର ସେବନ କରିଲେ ପୁରୁଣାରୁ ପୁରୁଣା ରୋଗରୁ ଆରାମ ମିଳିବ ।

 

ଏହି ପାଣିକୁ 15 ଦିନ ପିଅନ୍ତୁ । ପ୍ରତିଦିନ ଭୋଜନରେ ତେଜପତ୍ର ସାମିଲ କରନ୍ତୁ । ଯେଉଁ ଅମନନୁ ଭୁଲିବା ରୋଗ, ସ୍ମରଣ ଶକ୍ତି କମ ଅଛି ସେମାନେ ତେଜପତ୍ର ର ପାଉଡର ପ୍ରସ୍ତୁତ କରି ଏହାକୁ ଦହି ସହ ମିଶାଇ ପିଆନ୍ତୁ । ତେଜପତ୍ର ର ତେଲ ଆଁଠୁ ଗଣ୍ଠି ରେ ମାଲିସ କରିଲେ ଆରାମ ମିଳିଥାଏ । ଯେଉଁ ମାନଙ୍କର ଦାନ୍ତ ବିନ୍ଧା ସମସ୍ଯା ଅଛି ତେବେ ତେଜପତ୍ର ପାଉଡର ରେ ଦାନ୍ତ ସଫା କରନ୍ତୁ । ଏହା ଦ୍ଵାରା ଦାନ୍ତ ମୋତି ଭଲ ଚମକିବ ।

ଯେଉଁ ମାନଙ୍କର ମଧୁମେହ ରୋଗ ଅଛି ସେମାନେ ତେଜପତ୍ର ପାଉଡର ସେବନ କରିବା ଉଚିତ । ବ୍ଲଡ଼ ପ୍ରେସର ନିୟନ୍ତ୍ରଣ କରିବା ପାଇଁ ଏକ ତାଟିଆ ଦହି ରେ ଏକ ଚାମଚ ତେଜପତ୍ର ମିଶ୍ରଣ କରି ସେବନ କରନ୍ତୁ । ଏହା ସହ ଥଣ୍ଡା, କାଶ, ଜଏଣ୍ଟ ପେନ ସମସ୍ଯା ଦୂର ହେବ । ଯେଉଁ ମାନଙ୍କର ରକ୍ତସ୍ରାବ ହେଉଛି ସେମାନେ ମଧ୍ୟ ଏହାର ସେବନ କରି ପାରିବେ ।

 

Related Articles

Leave a Reply

Your email address will not be published. Required fields are marked *

Back to top button