IBN ଓଡ଼ିଶା ବ୍ୟୁରୋ

ରାତି ରେ କୁକୁର ମାନେ କାହିଁକି କାନ୍ଦିଥାନ୍ତି ? କଣ ସତରେ କୁକୁର ଙ୍କୁ ଆତ୍ମା ଦେଖା ଯାଇଥାନ୍ତି ?

ବନ୍ଧୁଗଣ ଆପଣ ମାନେ ନିଜ ଘରେ ହେଉ ବା ରାସ୍ତା ରେ ଯିବା ସମୟରେ କୁକୁର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଘରେ କୁକୁର ପାଳିବା ଦ୍ଵାରା ଚୋରୀ ଡକାୟତ ହେବାର ଭୟ ରହେ ନାହିଁ । ସେଥିପାଇଁ ଲୋକେ ଘରେ ଘରେ କୁକୁର କୁ ପୋଷା କରି ରଖିଥାନ୍ତି । କିନ୍ତୁ ଅନେକ ସମୟରେ ଦେଖାଯାଏ କୁକୁର ମାନେ ରାତି ହେବା ମାତ୍ରେ କାନ୍ଦିବା ଆରମ୍ବ କରି ଦେଇଥାନ୍ତି । ତେବେ କଣ ଆପଣ ଜାଣିବାକୁ ଚେଷ୍ଟା କରିଛନ୍ତି କି ରାତି ର ମଧ୍ୟ ଭାଗରେ କୁକୁର ମାନେ କେଉଁ କାରଣ ପାଇଁ କାନ୍ଦି ଥାନ୍ତି ।

ତେବେ କୁକୁର ମାନଙ୍କୁ ଅନେକ ପୌରାଣିକ କଥା ରହିଛି । ଯାହା ଗ୍ରନ୍ଥ ମାନଙ୍କରେ ଲିଖିତ ଅଛି । କୁକୁର ମାନଙ୍କୁ ଭୈରବ ବାବା ଙ୍କ ସେବକ ଭାବେ ମାନା ଯାଏ । ଏହା ସହ ପୁରାଣରେ ଲେଖା ଅଛି କୁକୁର ମାନେ ଯମ ଙ୍କର ଦୁତ ଅଟନ୍ତି । ସନାତନ ଧର୍ମ ଅନୁଯାୟୀ କୁକୁର ମାନଙ୍କର ବିଶେଷ ମହତ୍ଵ ରହିଥାଏ । କିନ୍ତୁ ମନରେ ଗୋଟେ ପ୍ରଶ୍ନ ଆସିଥାଏ କି କୁକୁର ମାନେ ରାତିରେ କାହିଁକି କାନ୍ଦି ଥାନ୍ତି ? କଣ ସତରେ ରାତିରେ କୁକୁର ମାନେ ଆତ୍ମା ଦେଖିଥାନ୍ତି ନା ଏକ ଏହା ଅନ୍ଧ ବିଶ୍ଵାସ । ଆସନ୍ତୁ ଜାଣିବା କୁକୁର ମାନେ କାହିଁକି ରାତିରେ କାନ୍ଦି ଥାନ୍ତି ।

ଶାସ୍ତ୍ର ଅନୁଯାୟୀ କୁକୁର ମାନେ ରାତି ରେ କାନ୍ଦିବା ଅଶୁଭ ମାନା ଯାଇଥାଏ । ଏହି କାରଣରୁ ଯେବେ କୌଣସି କୁକୁର କାନ୍ଦି ଥାଏ ତେବେ ଲୋକେ ତାଙ୍କୁ ମାଡ ମାରି ଥାନ୍ତି । ଜ୍ଯୋତିଷ ଅନୁଯାୟୀ ଯେବେ କୁକୁର ନିଜର ଆଖ ପାଖରେ ଆତ୍ମା ବା ନେଗେଟିଭ ଶକ୍ତି କୁ ଦେଖିଥାଏ କିମ୍ବା ଅନୁଭବ କରିଥାଏ ତେବେ କାନ୍ଦିବା ଆରମ୍ଭ କରିଥାଏ ।

 

ଏହା ଛଡା କୁକୁର ମାନେ କୌଣସି ବିପଦ ଆସିବାର ଜାଣି ପାରନ୍ତି । ଆଉ ସେଥିପାଇଁ ରାତି ରେ କାନ୍ଦି ଥାନ୍ତି । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ କୁକୁର ମାନଙ୍କୁ ଆଗାମୀ ସମୟର ଆଭାସ ହୋଇଥାଏ । କୁକୁର ମାନେ ଜାଣି ପାରନ୍ତି ତାଙ୍କ ମାଲିକ ଉପରେ କେଉଁ ବିପଦ ଆସିବାକୁ ଯାଉଛି । ଯଦି କୁକୁର ମାନେ ଲଗାତାର କାନ୍ଦି ଥାନ୍ତି ତେବେ ଏହା କୌଣସି ବ୍ୟକ୍ତିର ମୃତ୍ୟୁ ର କାରଣ ବୋଲି ସଂକେତ ମାନା ଯାଇଥାଏ ।

ଏହାର ପ୍ରମାଣ କେଉଁ ଗ୍ରନ୍ଥ ରେ ନାହିଁ । ଲୋକେ ମାନେ ଏହାକୁ ସତ ମାନି ଥାନ୍ତି । କାରଣ ଆମର ପୂର୍ବଜ ମାନେ ଏଭଳି କଥା କହି ଯାଇଛନ୍ତି । ଅନ୍ୟ ଅକ୍ଷରେ ବିଜ୍ଞାନ ଏହାକୁ ମାନି ନ ଥାଏ । ଧାର୍ମିକ ଗ୍ରନ୍ଥ ରେ କୁକୁର ମାନଙ୍କୁ ଆତ୍ମା ଦେଖା ଯାଏ ବୋଲି ଲେଖା ନାହିଁ । କିନ୍ତୁ ଲୋକ ମାନେ ଏହାକୁ ସତ ବୋଲି ମାନି ଥାନ୍ତି । ତେବେ ଆପଣ ଜାଣିଲେ ତ କୁକୁର ମାନେ ରାତି ରେ କାହିଁକି କାନ୍ଦି ଥାନ୍ତି ।

 

Related Articles

Leave a Reply

Your email address will not be published. Required fields are marked *

Back to top button