ଦିନକୁ କେବଳ 2 ଥର ଏହାକୁ ପିଅନ୍ତୁ, ଛାତି, ଗଳା ରେ ଜମା କଫ ମହମ ପରି ତରଳିଯିବ-

ବନ୍ଧୁଗଣ ଯଦି ଆପଣ କାଶ ଓ କଫ ଭଳି ସମସ୍ଯା ପାଇଁ ଚିନ୍ତିତ ଅଛନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଘରୋଉ ନୁସଖା । ଯାହାର ମାତ୍ର ୩ ଦିନ ସେବନ କରି ଦେଖନ୍ତୁ । ଛାତିରେ କଫ ଜମା ହୋଇଥିଲେ ତାହା ବାହାରିଯିବ । ବଦଳୁଥିବା ଋତୁ କାରଣରୁ ଆମ ଛାତିରେ କଫ ଜମି ଥାଏ । ଏହାଦ୍ବାରା ବାରମ୍ବାର ରୋଗରେ ପଡିବାକୁ ହୁଏ । ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଛାତି ରୁ କଫ ବାହାରିଯାଉ ତେବେ ଜାଣନ୍ତୁ ଏହି ଘରୋଇ ନୁସଖା ବିଷୟରେ ସଂପୂର୍ଣ୍ଣ ବିବରଣୀ ।
ଆଜିର ଏହି ରେମେଡି ବନାଇବା ପାଇଁ କିଛି ତୁଳସୀ ପାତ୍ର, ଅଦା ର ଆବଶ୍ୟକତା ରହିଛି । ଆଉ ଯେଉଁ ସାମଗ୍ରୀ ଦରକାର ତାହା ଆପଣଙ୍କୁ ରୋଷେଇ ଘରୁ ସହଜରେ ମିଳିଯିବ । ଏହା ସଂପୂର୍ଣ୍ଣପ୍ରାକୃତିକ ଉପଚାର ଅଟେ । ଏଥିରୁ ଆପଣଙ୍କୁ ସାଇଡ ଇଫେକ୍ଟ ଦେଖିବାକୁ ମିଳିବ ନାହିଁ । ଏକ ପାତ୍ର ଗ୍ଯାସରେ ବସାନ୍ତୁ ଓ ସେଥିରେ ୨ କପ ପଣି ନିଅନ୍ତୁ । ଏହି ରେମେଡି କୁ ଥରେ ବନାଇ ୩ ଦିନ ଯାଏଁ ଏହାର ସେବନ କରିପାରିବେ ।
ଏବେ ପାଣିରେ କିଛି ଅଦା ପକାନ୍ତୁ । ଏହାପରେ ୪ରୁ ୫ଟି ତୁଳସୀ ପତ୍ର ପକାନ୍ତୁ । ଏହାପରେ ଗୋଟେ ଲବଙ୍ଗ ଏଥିରେ ପକାନ୍ତୁ । ଲବଙ୍ଗରେ ଯେମିତି ଫୁଲ ଥିବା ଆବଶ୍ୟକ । ଏବେ ପାଣିରେ ୨ଟି ଗୋଲମରୀଚ ପକାନ୍ତୁ । ଯାହା ଇମ୍ୟୁନିଟି କୁ ଶକ୍ତିଶାଳୀ କରିବା ସହ ଥଣ୍ଡା, କାଶ ଠିକ କରିଥାଏ । ଶେଷ ସାମଗ୍ରୀ ହେଉଛି ତେଜପତ୍ର ଯାହା ଆପଣଙ୍କୁ ରୋଷେଇ ଘରୁ ସହଜରେ ମିଳିଯିବ ।
ଯେଉଁ ମାନଙ୍କର ଛାତି ରେ କଫ ଜମି କି ରହିଛି ସେମାନେ ତେଜପତ୍ର ର ବ୍ୟବହାର ନିହାତି କରନ୍ତୁ । ଯଦି ଥଣ୍ଡା କାଶ ଅଛି ତେବେ ତେଜପତ୍ର ର ବ୍ୟବହାର ନ କରିଲେ ଚାଲିବ । ଏହି ପାଣି କୁ ସେତେ ଯାଏଁ ଫୁଟାନ୍ତୁ ଯେବେ ଯାଏଁ ପାଣି ଏକ କପ ନ ହୋଇଛି । ଏବ ଆପଣ ଏହାକୁ ଅନ୍ୟ ପାତ୍ରକୁ ଛାଣି ନିଅନ୍ତୁ । ଅଳ୍ପ ଉଷୁମ ଥିବା ସମୟରେ ଏହି ରେମେଡି ର ସେବନ କରନ୍ତୁ ।
ଏବେ ଏଥିରେ ଗୁଡ ବା ମହୁ ର ପ୍ରୟୋଗ ମଧ୍ୟ କରି ପାରିବେ । ମହୁ ଛାତିରେ ଜମା କଫ ପାଇଁ ରାମବାଣ ସଦୃଶ ହୋଇଥାଏ । ଏହି ପାଣିରେ ଏକ ଚାମଚ ମହୁ ଆଡ କରନ୍ତୁ । ଏହାକୁ ଆପଣ ସକାଳୁ ଓ ସନ୍ଧ୍ୟା ରେ ୨ ଥର ଦିନକୁ ସେବନ କରନ୍ତୁ । ପ୍ରଥମ ଥର ସେବନ ଦ୍ଵାରା ଏହାର ଫାଇଦା ଦେଖିବାକୁ ମିଳିବ ।
ଅଧିକ କଫ ହୋଇଥିଲେ ଲଗାତାର ୩ ଦିନ ଯାଏଁ ୨ ଥର ଏହି ରେମେଡି ର ସେବନ କରନ୍ତୁ । ଏହା ସହ ଆଉ କିଛି ଜିନିଷର ଧ୍ୟାନ ରଖିବା ଉଚିତ । ଯେଉଁ ମାନଙ୍କୁ କଫ ଜନିତ ସମସ୍ଯା ଅଧିକ ଅଛି ସେମାନେ ଥଣ୍ଡା ଜାତୀୟ ଖାଦ୍ୟକୁ ବର୍ଜିତ କରିବା ଉଚିତ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।