IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଋତୁସ୍ରାବ ସମୟରେ ଅସହ୍ୟ ଯନ୍ତ୍ରଣା ହେଉଥିଲେ, କରନ୍ତୁ ଏହି ଉପାୟ ଏବଂ କଷ୍ଟରୁ ପାଆନ୍ତୁ ମୁକ୍ତି

କଣ ଆପଣ ଜାଣିଛନ୍ତି ରୁତ୍ତୁସ୍ରାବ ସମୟରେ ପେଟରେ ଯେଉଁ ଯନ୍ତ୍ରଣା ହୁଏ ତା ପାଇଁ ଆପଣ କଣ ସବୁ କରିପାରିବେ ଉପାୟ ଯାହା ଆପଣଙ୍କ ଯନ୍ତ୍ରଣାକୁ କରିବ କମ ସେ ବିଷୟରେ ଆଜି ଆମେ କହିବୁ । ବହୁତ ଝିଅମାନେ ଏ ବିଷୟରେ  ଜାଣନ୍ତି ନାହିଁ କି ଏହି ଯନ୍ତ୍ରଣା ସମୟରେ କୌଣସି ମେଡିସିନ ନେବା ଦ୍ଵାରା ଏହା ପରେ କେତେ ଖରାପ ଅସର ପକାଇବ ଆପଣଙ୍କ ଶରୀର ରେ ଏହା ଜାଣି ନାହାନ୍ତି ।

ତେବେ କିଛି କିଛି ଝିଅ ବହୁତ ଅଧିକ ଯନ୍ତ୍ରଣା ଅନୁଭବ କରନ୍ତି ତ କେହି କେହି ବିଲକୁଲ ଯନ୍ତ୍ରଣା ଅଣୁଭା କରନ୍ତି ନାହିଁ ।

ଜାଣନ୍ତୁ କେମିତି କରିବେ ଏହି କଷ୍ଟର ପ୍ରତିକାର

ଋତୁସ୍ରାବ ସମୟରେ ୫ ଦିନ ପର୍ଯ୍ୟନ୍ତ ଗରମ ପାଣିରେ ଗାଧୋଇଲେ କଷ୍ଟ କମ ହୁଏ ଓ ଆରମ ମିଳେ । କାହିଁକି ନା ଗରମ ପାଣି ଦ୍ଵାରା ଟିସୁଗୁଡ଼ିକ ରିଲାକ୍ସ ହୁଅନ୍ତି ଓ ରକ୍ତ ସଂଚାଳନ ଠିକ ହୁଏ ଯାହା ବଡିକୁ ଯନ୍ତ୍ରଣାରୁ ମୁକ୍ତି ଦିଏ ।

ଯଦି କିଛି ଉପାୟକୁ ସାଥି କରିପାରୁନାହାଁନ୍ତି , ଶେଷର ସବୁଠୁ ବଡ ଓ ଖରାପ ଉପାୟ ହେଲା ପେନକିଲର ଟ୍ୟାବଲେଟ । ଖରାପ ଏଥିପାଇଁ କି ଏହା ସଙ୍ଗେ ସଙ୍ଗେ କଷ୍ଟରୁ ମୁକ୍ତି ତ ଦେଇ ଦେବ କିନ୍ତୁ ଆଗକୁ ଯାଇ କିଛି ଅସୁବିଧା ମଧ୍ୟ କରାଇ ପାରେ  । ତେଣୁ ଯଦି ବି କୌଣସି ବଟିକା ର ସେବନ କରିବେ ଭାବୁଛନ୍ତି ତେବେ ଡାକ୍ତର ପରାମର୍ଶ ନିଶ୍ଚୟ ନିଅନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button