IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଏହି ଗୋଟେ ପତ୍ର ପ୍ରତ୍ୟକ ଦିନ ସେବନ କରିଲେ, ୮୦ ବର୍ଷ ପର୍ଯ୍ୟନ୍ତ କୌଣସି ବେମାରି ଛୁଇଁ ବି ପାରିବନି

ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଏଭଳି ସ୍ୱାସ୍ଥ୍ୟ ଟିପ୍ସ ଯାହା ଆପଣଙ୍କୁ କୌଣସି ବି ରୋଗରୁ ଦୂରେଇ ରଖିବ । ତେବେ ଫ୍ରେଣ୍ଡ୍ସ ଆପଣମାନେ ତ ଅମୃତଭଣ୍ଡା ଖାଉଥିବେ ନିଶ୍ଚୟ କିନ୍ତୁ କଣ ଜାଣିଛନ୍ତି ଏହାର ପତ୍ର ଆମର କେତେ କାମରେ ଆସିପାରେ । ତେବେ ଆଜି ଆମେ ଆପଣଙ୍କୁ ସେହି ବିଷୟରେ କହିବୁ । ଅମୃତଭଣ୍ଡା ସହ ଯଦି ଆପଣ ଅମୃତ ଭଣ୍ଡାର ପତ୍ରର ଯୁସ କରି ପିଅନ୍ତି ତେବେ ଆପଣଙ୍କର ଅନେକ ରୋଗ ଭଲ ହୋଇଯିବ । ଆପଣ ମାନେ ତ ଜଣାଇଥିବେ ବା ଶୁଣିଥିବେ ଅମୃତଭଣ୍ଡା ଆମ ଶରୀର ପାଇଁ କେତେ ଲାଭକାରୀ ଅଟେ, ସେମିତି ଅମୃତଭଣ୍ଡାର ପତ୍ର ମଧ୍ୟ ଆମ ଶରୀର ପାଇଁ ବହୁତ ଲାଭଦାୟକ ଅଟେ । ଏହା ଔଷଧୀୟ ଗୁଣରେ ଭରପୁର ଥାଏ ।

Image Courtesy: Google

ଆପଣଙ୍କ ଶରୀରର ସମସ୍ତ ରୋଗ ଏହି ପତ୍ର ଖାଇବା ଦ୍ଵାରା ଦୂର ହୋଇ ପାରିବ । ଏହା ଖାଇବାକୁ ପିତା ଲାଗେ ସତ କିନ୍ତୁ ଏଥିରେ ବହୁତ ଗୁଣ ଥାଏ ଯାହା ଆମ ଶରୀରର ସମସ୍ତ ରୋଗକୁ କମ କରିଥାଏ । ଏଥିରେ ଭିଟାମିନ A,B, C,D ଏବଂ କ୍ୟାଲସିୟମର ମାତ୍ରା ମଧ୍ୟ ଭରପୁର ଥାଏ । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ଭଢାଇ ଥାଏ । ଇମ୍ୟୁନିଟି ମଧ୍ୟ ବଢେ ।

Image Courtesy: Google

ଏହି ପତ୍ର ବାକ୍ଟେରିଆଠୁ ଆମକୁ ମୁକ୍ତି ଦିଏ, ଥଣ୍ଡା କାଶ ଆଦି ରୋଗ ସହ ଲଢିବାର ଶକ୍ତି ଦିଏ, ଏହା ରକ୍ତରେ ଧଳା ବ୍ଲଡସେଲ ଓ ପ୍ଲେଟେଲେଟ କୁ ବଢାଏ । ଏଥିରେ ଏନ୍ଟି ମେଲେରିଆ ଗୁଣ ଥାଏ ଏହା ବ୍ଯତୀତ ଡେଙ୍ଗୁ ଭଳି ରୋଗର ଏହା ରାମବାଣ ଉପାୟ ଅଟେ । ଆପଣଙ୍କ ମୁହଁରେ ବ୍ରଣ ବ ଚିହ୍ନ ହେଲେ ଏହାର ଯୁସ କରି ପିଅନ୍ତୁ । ଏହା ବ୍ଯତୀତ ଯଦି ଆପଣ ଏହାର ସେବନ ପ୍ରତ୍ୟକ ଦିନ କରିବେ ତେବେ ଆପଣଙ୍କର ପାଚନ ଶକ୍ତି ମଧ୍ୟ ବଢେ ।

Image Courtesy: Google

 

Related Articles

Leave a Reply

Your email address will not be published. Required fields are marked *

Back to top button