IBN ଓଡ଼ିଶା ବ୍ୟୁରୋ

ମୁହଁରେ କଳାଜାଇ ର ଅର୍ଥ କଣ ? ଶୁଭ ଓ ଅଶୁଭ ସଙ୍କେତ-

ଆମ ଜୀବନରେ ଆମେ ସବୁ ବେଳେ ଖୁଶି ରହିବା ପାଇଁ ଚାହୁଁ ଆମେ ଜାଣି ଛେ କି ଆମେ ଯାହା ଭି କାମ କରିବା କିମ୍ବା ଯାହା ଭି କାମ କରିବା ପାଇଁ ଯିବା ଆମେ ଏହହାର ପରିଣାମ ଡେରିରେ ହେଉ ପଛେ ପାଇ ଥାଉ । ଆଜି ଆମେ ଖିବା କି ଆମେ ମୁହଁ ରେ ଥିବା କଳା ଯାଇ ମାନଙ୍କ ବିଷୟରେ । ଯଦି ଦେଖିବା ପାଇଁ ଯିବା ତ ଆମ ଶାସ୍ତ୍ର ରେ ଏହାକୁ ନେଇ ଅନେକ କଥା ଉଲ୍ଲେଖ କରା ଯାଇଛି ଯାହା ଆମେ ଆଜି କହିବା । ଆମେ ଆଜି ଯଦି ଦେଖିବା ପାଇଁ ଯିବା ତ ଜାଣି ପାରିବା କି ଆମେ ଯେଉଁ ଭି କଳା ଯାଇ ବିଶୟରେ କହିବୁ ଏହା କେଉଁ ଭଳି ଅଟେ ।

ଏହା କେଉଁ ଜାଗାରେ ରହିବା ଭଲ ହୋଇ ଥାଏ । ଆଜି ଆମେ କହିବା କି ଏହା କେଁ ଜାଗାରେ ରହିଲେ କିମ୍ବା କେଉଁ ଜାଗାରେ ରହିବା ଭଲ ହୋଇ ଥାଏ । ଯଦି ଏହା ବିଷୟରେ ଆପଣ ଜାଣିବା ପାଇଁ ଚାହୁଁ ଛନ୍ତି ତେବେ ସମୁଦ୍ର ଶାସ୍ତ୍ର ରୁ ଆପଣ ଏହି ବିଷୟରେ ଜାଣି ପାରିବେ । ଆଜି ଆମେ କହିବା ପାଇଁ ଯିବା କି କେଉଁ ଜାଗାରେ କପାଳ ରେ କଳା ଯାଇ ଥିଲେ କେଉଁ ଭଳି ପରିଣାମ ଆପଣ ମାନେ ପାଇବେ । ଯଦି ଆପଣଙ୍କ କପାଳ ର ଡାହାଣ ପାଖରେ ଏହା ଉପରକୁ ଅଛି ତେବେ ଆପଣଙ୍କ ଜୀବନରେ କିଛି ଭି ସମସ୍ଯା ଆସିବା ନି । ଆପଣ ସବୁ ବେଳେ ଧନବାନ ହୋଇ ରହିବେ । ଯେଉଁ ମାନଙ୍କ ମଠାର ମାଝି ଜାଗାରେ କଳା ଯାଇ ଅଛି ସେମାନେ ନିଶ୍ଚିତ ଭାବେ ଭାଗ୍ଯବାନ ଓ ନିର୍ମଳ ମନ ର ହୋଇ ଥାନ୍ତି ।

ଯେଉଁ ମାନଙ୍କ ମଥାର ବାମ ପାଖରେ କଳା ଯାଇ ଥାଏ ସେମାନଙ୍କ ସ୍ଵଭାବ ଖୁବ ଭଲ ହୋଇ ଥାଏ ସେମାନେ ଅଧିକ ଟଙ୍କା ଅଯଥା ଖର୍ଚ କରି ଥାନ୍ତି । ଯେଉଁ ମାନଙ୍କ ଆଖିରେ କଳା ଯାଇ ଥାଏ । ସେମାନେ ଉଚ ଚିନ୍ତା ଧାରା ହୋଇ ଥାନ୍ତି ଓ ସେମାନେ ଭାବପ୍ରବଣ ମଧ୍ୟ ହୋଇ ଥାନ୍ତି । ଏହା ସହ ଯେଉଁ ମାନେ ନାକରେ କଳା ଯାଇ ରଖୀ ଛନ୍ତି ସେମାନେ ପ୍ରତେକ ସମୟରେ ଲକ୍ଷ ନିର୍ଧାରିତ କରି ଥାନ୍ତି ଏମାନେ ନିଜର ଅପର ଲିଙ୍ଗ ପ୍ରତି ଅଧିକ ଆକ୍ରୁଷ୍ଟ ହୋଇ ଥାନ୍ତି ।

ଯଦି ଏମାନଙ୍କ ନାକ ତଳେ କଳା ଯାଇ ଥାଏ ତେବେ ଏମାନେ ଅଧିକ ବିଲାଶ ପୂର୍ଣ୍ଣ ଜୀବନ ଜାପାନ କରି ଥାନ୍ତି ଓ ସେମାନେ ସବୁ ବେଳେ ଅଳସୁଆମୀ ଭଳି ଗୁଣ କାଢନ୍ତି । ଯେଉଁ ମାନଙ୍କ ନାକରେ ପାର୍ଶ୍ଵ ରେ କଳା ଯାଇ ଚିହ୍ନ ଅଛି ତେବେ ଏହି ବ୍ୟକ୍ତି ଙ୍କ ଜୀବନରେ ସୁଖ ଓ ସମ୍ପତ୍ତି ଭାରି ହୋଇ ରହି ଥାଏ । ନକାରେ ବାମ ପାଖରେ ଥିବା ଚିହ୍ନ ଟି ସଂଘର୍ଷ କରି ଥାନ୍ତି କିନ୍ତୁ ଶେଷରେ ସେମାନ ବିଜୟୀ ମଧ୍ୟ ହୋଇ ଥାନ୍ତି । ଯଦି ଓଟାର ଡାହାଣ ପାକ୍ଷରେ କଳା ଯାଇ ଅଛି ତେବେ ଏମାନଙ୍କୁ ଜୀବନ ସାଥିର ସବୁ ବେଳେ ଭଲ ପରିଣାମ ମିଳି ଥାଏ । ଓଟାର ବ୍ବାନ ପାଖରେ କଳାଜାଇ ଥାଏ ତେବେ ସେମାନଙ୍କ ଜୀବନରେ ନିଜ ଜୀବନ ସାଥି ସହ ସମୟ ଖରାପ ରହି ଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button