Uncategorized

କ୍ୟାନ୍ସରକୁ ସମୂଳେ ଶେଷ କରେ ଏହି ଫଳ, କେମୋଥେରାପି ଠାରୁ ମଧ୍ୟ 100 ଗୁଣା ଅଧିକ ପ୍ରଭାବଶାଳୀ ।

ଆଜିକାଲିକା ଲୋକଙ୍କ ଜୀବନଶୈଳୀ ଏତେ ଖରାପ ହୋଇଗଲାଣି ଯେ ସମସ୍ତ ଲୋକଙ୍କୁ କିଛି ନ କିଛି ରୋଗ ମାଡିବାସୁଛି, ସବୁଠୁ ଅଧିକା ତ ଏହି ବଡ ରୋଗ ଦେଖା ଯାଉଛି। ଯାହାର ନାଁ ହେଲା କ୍ୟାନ୍ସର ବା କର୍କଟ ରୋଗ। ଆଜି ପର୍ଯ୍ୟନ୍ତ ବୈଜ୍ଞାନିକ ମାନେ ମଧ୍ୟ ଏହି ରୋଗକୁ ସମୂଳେ ଶେଷ କରିବା ପାଇଁ କୌଣସି ଔଷଧ ବାହାର କରିପାରି ନାହାନ୍ତି। କିତନୁ ପ୍ରକୃତିର ଉପାର ସ୍ୱରୂପ ଏକ ଫଳ ଅଛି ଯାହା ଏହି ରୋଗକୁ ସଂପୂର୍ଣ୍ଣ ଶେଷ କରିପାରେ। ତେବେ ଆଜି ଆମେ ଆପଣଙ୍କୁ ସେହି ଫଳ ବିଷୟରେ କିଛି କହିବୁ।

ଏହା ଏକ ମଧ୍ୟମ ଶ୍ରେଣୀର ବୃକ୍ଷ ଏହା ଅଧିକ ଉଚ୍ଚତା ବିଶିଷ୍ଟ ଗଛ ନୁହେଁ । ଏହାର ଫଳ ଖଟା , ମିଠା ଆଉ କଷାଳିଆ ସ୍ୱଭାବର ହୋଇଥାଏ ମୁଖ୍ୟତ ଏହାର ସ୍ୱାଦ ଖଟା ମିଠା ଓ କସାର ମିଶ୍ରଣ ପରି ଲାଗେ ।
ରିସର୍ଚ୍ଚ କରିଥିବା କିଛି ଛାତ୍ରଙ୍କ ଦାବି କି ଏହା କେମୋଥେରାପି ଠାରୁ ଅଧିକ ଶକ୍ତିଶାଳୀ ଏହା ଶରୀରର କ୍ୟାନ୍ସରର କୋଷକୁ ମାରିବା ପାଇଁ ଅଧିକ ସକ୍ଷମ ଏହା ସ୍ତନ ,ପେଟ ତଥା ଯକୃତ କ୍ୟାନ୍ସର ରୋଗୀଙ୍କ ପାଇଁ ବରଦାନ ସ୍ୱରୂପ ।

ତେବେ ସେହି ଫଳର ନାଁ ଗବ୍ରିଓଲ ଯାହାକୁ ହିନ୍ଦୀରେ ରାମଫଳ କୁହନ୍ତି , ଏହା ମୁଖ୍ୟତ ଆଫ୍ରିକା , ଦକ୍ଷିଣ ଆମେରିକା ଓ ପୂର୍ବ ଏସିଆର ବର୍ଷାବନ ଜଙ୍ଗଲରେ ଦେଖିବାକୁ ମିଳେ । କିଛି ବର୍ଷ ପୂର୍ବେ ଏହା ଉପରେ ରିସର୍ଚ୍ଚ କରିବା ପରେ ଜାଣିବାକୁ ମିଳିଥିଲା ଯେ ଏଥିରେ କ୍ୟାନ୍ସର ଭଳି ମାରତ୍ମକ ରୋଗ ଭଲ କରିବାର ଶକ୍ତି ରହିଛି । ଏହି ଫଳର ରସ ସ୍ତନ କ୍ୟାନ୍ସର ଓ ଯକୃତ କ୍ୟାନ୍ସରକୁ ଭଲ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରା ଯାଇପାରିବ । ଆମ ଦେଶର ଦୁଇଟି ରାଜ୍ୟ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନରେ ଏହି ଫଳ ଦେଖିବାକୁ ମିଳେ ।

ର ନିରୀକ୍ଷଣ ଓଆରେ ଏହା ସାବ୍ୟସ୍ତ ହେଇଗଲା କି ଏହି ଗଛର setm ମଧ୍ୟ କ୍ୟାନ୍ସର ରୋକିବାରେ ସକ୍ଷମ । ଏହି ଫଳକୁ ରେଟିକଲୋଟା ବା ଗବ୍ରିଏଲ କୁହାଯାଏ । କିନ୍ତୁ ଆଶ୍ଚର୍ଯ୍ୟର କଥା କି ଏହି ରିପୋର୍ଟକୁ ଏଯାଏ ସାର୍ବଜାନିନ କରାଯାଇନାହିଁ । ଏହା ଉପରେ ଅଧିକ ରିସର୍ଚ୍ଚ ହୋଇଥିଲେ ହୁଏତ କୋଟି କୋଟି ରୋଗୀ ଉପକୃତ ହୋଇ ପାରିଥାନ୍ତେ ଏହା ବିଷୟରେ ଅଧିକ ଜାଣିବାକୁ ଚାହୁଁଥିଲେ ଆପଣ ଗୁଗଲରେ ବହୁତ ବ୍ଲଗ ପଢିପାରିବେ ।ତେବେ ଆପଣଙ୍କୁ ଆମର ଏହି ସ୍ୱାସ୍ଥ୍ୟ ସମ୍ବନ୍ଧିତ ସୁଚାନା କେମିତି ଲାଗିଲା ନିଶ୍ଚୟ କହିବେ ଓ ଶେୟାର କରି ଅନ୍ୟମାନଙ୍କୁ ସଚେତନ କରାନ୍ତୁ।

 

Related Articles

Leave a Reply

Your email address will not be published. Required fields are marked *

Back to top button