ରସୁଣକୁ ପକେଟରେ ରଖିଲେ ହୁଏ ଏହି ଜବରଦସ୍ତ ଫାଇଦା, ଜାଣିଲେ ଆପଣ ମଧ୍ୟ ଆଜିଠୁ ରଖିବା ଆରମ୍ଭ କରିବେ

ଏହା ତ ଆପଣ ମାନେ ଜାଣିଥିବେ କି ରସୁଣ ବହୁତ ରୋଗରୁ ଭଲ କରେ । ଆଉ ମଧ୍ୟ ଏହା ଖାଇବା ଉପଯୋଗି ହୋଇଥାଏ । ରସୁଣ ଏକ ପ୍ରକାରର ପ୍ରମୁଖ ଔଷଧୀୟ ଏଲିକିନ ନାମକ ତତ୍ୱ ଅଟେ ଯେଉଁଥିରେ ଜୀବାଣୁରୋଧୀ, ଆଣ୍ଟିଭାଇରାଲ, ଆଣ୍ଟିଫଙ୍ଗଲ ଓ ଆଣ୍ଟିଅକ୍ସିଡେଣ୍ଟ ଗୁଣ ରହିଥାଏ । ଆୟୁର୍ବେଦ ଓ ଖାଦ୍ୟ ପକ୍ଷରୁ ରସୁଣ ଏକ ମହତ୍ବପୂର୍ଣ୍ଣ ଫସଲ ଅଟେ । ଯାହା ମୂଳ ରୂପରେ ମଧ୍ୟ ଏସିଆ ରୁ ଆସିଥିଲା ଯାହା ଏବ ପୁରା ଦୁନିଆରେ ଫସଲ କରାଯାଉଛି । ରସୁଣ ଅନେକ ପ୍ରକାରର ଭିଟାମିନ ଓ ପୋଷାକ ତତ୍ଵ ରେ ଭରପୁର ଅଟେ । ଏଥିରେ ଭିଟାମିନ ବୀ 1, ବୀ 6 ଓ ଏହା ସହିତ ମୈଂଗନୀଜ କୈଲ୍ଶିଯମ, ତାଂବା, ସେଲେନିଯମ ଅଛି ।
ରସୁଣଙ୍କୁ କଞ୍ଚା ଖାଇଲେ ଲାଭ ହୋଇଥାଏ । ରସୁଣ ଖାଇବା ଦ୍ଵାରା ହାର୍ଟ ଆଟାକ ହେବାର କମ ସମ୍ଭାବନା ହୋଇଥାଏ । ରସୁଣକୁ ପକେଟରେ ରଖିଲେ ବହୁତ ଫାଇଦା ହୋଇଥାଏ । ବାସ୍ତୁଶାସ୍ତ୍ରରେ ରସୁଣର ଅନେକ ଫାଇଦା ବିଷୟରେ କୁହାଯାଇଛି । ତେବେ ଆସନ୍ତୁ ଜାଣିବା ସେହି ଫାଇଦା ବିଷୟରେ ।
ଭଲ ନିଦ ପାଇଁ
ବହୁତ ଲୋକ ଏହା ମାନନ୍ତି କି ରସୁଣକୁ ଶୋଇଲା ବେଳେ ନିଜ ତକିଆ ତଳେ ରଖିଲେ ଭଲ ନିଦ ଆସେ । ଏହା ବ୍ୟତୀତ ରସୁଣକୁ ଧୂପଦାନ ଓ ବାସନ ସାଫା କରିବା ପାଇଁ ବ୍ୟବହାର କରାଯାଏ । କେତେକ ଲୋକ ସୋଭାଗ୍ୟ ପାଇଁ ରସୁଣକୁ ନିଜ ପକେଟରେ ରଖିଥାନ୍ତି ତେବେ ଯଦି ଆପଣ ମଧ୍ୟ ରସୁଣକୁ ନିଜ ତକିଆ ତଳେ ଓ ନିଜ ପକେଟରେ ରଖନ୍ତି ତେବେ ଆପଣଙ୍କ ନିଦ ଭଲ ହେବା ସହ ଆଖପାଖରେ ଥିବା ନକରାତ୍ମକ ଊର୍ଜା ଶେଷ ହେଇଯିବ ।ବାସ୍ତୁଶାସ୍ତ୍ର ଅନୁସାରେ ରସୁଣ ସୌଭାଗ୍ୟର ପ୍ରତୀକ ଅଟେ, ରସୁଣକୁ ପକେଟରେ ରଖିଲେ ଆପଣଙ୍କ ଜୀବନରେ କୌଣସି ଜିନିଷର କମି ଅନୁଭବ ହେବ ନାହିଁ ଏବଂ ଆପଣଙ୍କ ପକେଟ ସବୁବେଳେ ପଇସାରେ ପୁରା ରହିବ ।
ଘରୁ ବାହାର ହେବ ସବୁ ନକରାତ୍ମକ ଊର୍ଜା
Image Courtesy: Google
ଯଦି ଆପଣଙ୍କ ଘରେ କୌଣସି ପ୍ରକାରର ଖରାପ ଛାୟାର ପ୍ରଭାବ ପଡିଥାଏ ତେବେ ଆପଣ ନିଜ ରୁମରେ ରସୁଣର ଜାବା ରଖନ୍ତୁ ଆପଣଙ୍କ ଘରେ ଥିବା ଖରାପ ସାୟା ଦୂର ହୋଇଯିବ । ସେହି ରୁମରେ ରଖିବା ପୂର୍ବରୁ ହନୁମାନ ଚାଳିଶା ପାଠ କରନ୍ତୁ । ପ୍ରତିଦିନ ଏହା କଲେ ଆପଣଙ୍କ ଘରୁ ସବୁ ଦୁଃଖ ଦୂର ହେଇଯିବ, ଏହା ସହିତ ସକରାତ୍ମକ ଊର୍ଜା ଆସିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।




