IBN ଓଡ଼ିଶା ବ୍ୟୁରୋ

ପୁଅ ଓ ଝିଅଙ୍କ ବୟସରେ ହେବା ଦରକାର ଏହି ଅନ୍ତର, ଜାଣନ୍ତୁ ଏହା ପଛରେ ଥିବା ବଡ କାରଣ

ଆମ ଶାସ୍ତ୍ର ଅନୁଯାଇ ବିବାହ ଗୋଟେ ଏମିତିକା ବନ୍ଧନ ଯାହା ସମସ୍ତଙ୍କୁ ସ୍ଵୀକାର କରିବାକୁ ପଡି ଥାଏ, କେବେ ପରିବାର ସୁଖ ପାଇଁ, କେବେ ସାମାଜିକ ସନ୍ତୁଷ୍ଟି ପାଇଁ ପୁଣି କେବେ ନିଜ ସୁଖ ପାଇଁ ମଧ୍ୟ । ଭାରତରେ ପରିବାର ରେ ବିବାହ ବଡ ଉତ୍ସବ ଅଟେ, ଏହାର କାମ ବିବାହ କେତେ ଦିନ ଆଗରୁ ହୋଇଥାଏ । ଦୁଇଟି ପରିବାର ଖୁସି ହୋଇ ଏକାଠି ହୁଅନ୍ତି ଏବଂ ଦୁଇଟି ପରିବାର ଖୁସିର ଏହି ଉତ୍ସବ ମନାନ୍ତି । ଆଗରୁ ମାଁ ବାପା ନିଜ ଛୁଆଙ୍କ ପାଇଁ ଉପଯୁକ୍ତ ଜୀବନସାଥୀ ଖୋଜୁଥିଲେ କିନ୍ତୁ ଆଜି କାଲି ପ୍ରେମ ବିବାହ ଜୋର ସୋର ଚାଲି ଅଛି, ପ୍ରେମ ବିବାହ ରେ ଝିଅ ପୁଅ ଦୁହେଁ ଦୁହିଙ୍କୁ ପସନ୍ଦ କରୁଛନ୍ତି ତା ପରେ ବିବାହ ପାଇଁ ସ୍ବୀକୃତି ଦିଅନ୍ତି ।

ନିଜ ବିବାହ କଥା ଛୁଆ ମାଁ ବାପା ଆଗରେ କହିବା ପାଇଁ ଲାଜ କରୁଥିଲେ କିନ୍ତୁ ଆଜିକା ଛୁଆ ବଡ ହେଲା ପରେ ନିଜ ଜୀବନସାଥୀ କଥା ନିଜେ ମାଁ ବାପାକୁ କହୁଛନ୍ତି । ପ୍ରେମ ସମ୍ପର୍କ ପାଇଁ ନୂଆ ପିଢୀ କୌଣସି ଧର୍ମ ଜାତ ଇତ୍ୟାଦି କଥା ଉପରେ ବିଶ୍ଵାସ କରନ୍ତି ନାହିଁ । ନୂଆ ପିଢୀ ନିଜ ଇଛା ଅନୁଯାଇ କାମ କରିବା ପାଇଁ ଏତେ ଆଗେଇ ଯାନ୍ତି ଯାହା ଫଳରେ ସେ ନିଜ ଘର ଲୋକଙ୍କ ବୀରୁଧ ଯାଇ ବିବାହ କରନ୍ତି ।

କିନ୍ତୁ ଏହି ନିଷ୍ପତ୍ତି ଆଗକୁ ଯାଇ ତାଙ୍କ ଜୀବନରେ ବହୁତ ଅସୁବିଧା ମଧ୍ୟ କରିଥାଏ ଏହି ସମ୍ବନ୍ଧ ରେ ପ୍ରାୟତଃ କମ ବୟଶ ପିଲା ହୋଇ ଥାନ୍ତି ଯିଏ ନିଜ ଜୀବନ ନିଷ୍ପତ୍ତି କରନ୍ତି ଏବଂ ନିଜ ସହ ସମସ୍ତଙ୍କୁ ଅସୁବିଧା ରେ ପକାନ୍ତି । ବୈଜ୍ଞାନୀକଙ୍କ ଅନୁଯାଇ ସ୍ତ୍ରୀ ଲୋକ କମ ବୟସରେ ଅଧିକ ମ୍ୟାଚୋର ହୋଇ ଯାନ୍ତି କିନ୍ତୁ ପୁରୁଷଙ୍କୁ ଟିକେ ସମୟ ଲାଗିଥାଏ । ମାନସିକ ବୃଦ୍ଧି ପୁରୁଷଙ୍କ ଅପେକ୍ଷା ସ୍ତ୍ରୀଙ୍କର ଅଧିକ ହୋଇ ଥାଏ, ସେଥିପାଇଁ ପୁରୁଷ ଓ ସ୍ତ୍ରୀ ମଧ୍ୟରେ ୫ବର୍ଷ ବୟସ ଅନ୍ତର ରହିବା ଉଚିତ ଅଟେ ।

ସ୍ଵାମୀ ସ୍ତ୍ରୀ ମଧ୍ୟରେ ୫ବର୍ଷ ବୟସ କମ ଅଧିକ ରହିଲେ ସମ୍ପର୍କ ଅଧିକ ଦିନ ଚାଲେ ଓ ସମ୍ପର୍କ ରେ କିଛି ଅସୁବିଧା ହୋଇ ନଥାଏ । ଏହି ବୟସ ବ୍ୟବଧାନ ସବୁଠୁ ଭଲ, ଏହାଠୁ ଅଧିକ ବା କମ ହେଲେ ଡି ଜଣଙ୍କ ଭିତରେ କିଛି ନା କିଛି ସମଞ୍ଚାସ୍ୟ ରୁହେ ବୟସ ଅନୁପାତରେ । ଜଣ ବଡେ ଓ ଜଣେ ସାନ ରହିଲେ ସାମ୍ପର୍କ ଠିକ ଚାଲେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

 

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button