ରାଜନୀତି

୫-ଟି ସଚିବଙ୍କ ଗସ୍ତରେ ୫ଶହ କୋଟି ଖର୍ଚ୍ଚ : ବିଜେପି – Ibnodisha

[ad_1]

ବ୍ୟୁରୋ : ୫-ଟି ସଚିବଙ୍କ ଗସ୍ତରେ ୫ଶହ କୋଟି ଖର୍ଚ୍ଚ ହେଲେଣି କହିଲା ବିଜେପି | ନିର୍ବାଚନ ଯାଏ ଏମିତ ଚାଲିଲେ ୧ହଜାର କୋଟି ଖର୍ଚ୍ଚ ହୋଇଯାଇଥିବ | ପ୍ରେସମିଟ ରେ ଆରୋପ ଲଗାଇଲେ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ | ସରକାରୀ ଗସ୍ତ ନାଁରେ ବ୍ୟକ୍ତିଗତ କାମକୁ ହେଲିକପ୍ଟରରେ ଯାଉଛନ୍ତି | ବ୍ୟକ୍ତିଗତ କାର୍ଯ୍ୟରେ ଠାରେ ଅନୁଗୁଳ ଓ ଠାରେ ତାଳଚେର ଯାଇଛନ୍ତି | ବାହାଘର ଭୋଜି ଖାଇବାକୁ ସଚିବ ହେଲିକପ୍ଟର ବ୍ୟବହାର କରିପାରିବେ କି | ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ଉତ୍ତର ଦିଅନ୍ତୁ କହିଲେ ଅନୀଲ |

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button