ରାଜ୍ୟ
ପ୍ରଶ୍ନପତ୍ର ଲିକ୍: ତଦନ୍ତ କରିବ କ୍ରାଇମବ୍ରାଞ୍ଚ – Ibnodisha

[ad_1]
ଭୁବନେଶ୍ୱର: ଓଏସସଏସିଇ ନେଇ ସିଭିଲ ପ୍ରଶ୍ନପତ୍ର ଲିକ୍ ମାମଲା । ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଜଣେ ଡିଆଇଜିସ୍ତରୀୟ ଅଧୀକାରୀଙ୍କ ତତ୍ତ୍ୱାବଧାନରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋଲକାତାର ଘରୋଇ ପ୍ରେସରେ ପ୍ରଶ୍ନପତ୍ର ଛପାଯିବା ନେଇ ଉଦବେଗ କରାଯାଉଛି । କୋଲକାତାରେ ଛପାଯିବାରେ ଅଧିକାରୀଙ୍କ ସମ୍ପୃକ୍ତ ଅଛି କି ନାହିଁ ତାହା ତଦନ୍ତ ହେବ । ୫୬ ପରୀକ୍ଷାର୍ଥୀଙ୍କ ସମ୍ପର୍କରେ ବି ହାଇକୋର୍ଟଙ୍କ ନିର୍ଦ୍ଦେଶ ଦିଆଯାଇଛି । ୫୬ ଆଶାୟୀ ପ୍ରାର୍ଥୀ ପରୀକ୍ଷା ଦେଇପାରିବେ କହିଲେ ହାଇକୋର୍ଟ । ପରୀକ୍ଷା ଦେଇପାରିବେ, ନିଯୁକ୍ତି ମୂଳ ମାମଲା ରାୟ ଉପରେ ନିର୍ଭର କରେ ।
ଓଡିଶାକୁ ମିଳିଲା ୭ଟି ଜିଆଇ ଟ୍ୟାଗ୍
[ad_2]




