ରାଜ୍ୟ

ବଜ୍ରପାତ ନେଲା ୪ ମୃତ – Ibnodisha

[ad_1]

ଭୁବନେଶ୍ୱର: ପୃଥକ୍ ପୃଥକ୍ ସ୍ଥାନରେ ବଜ୍ରପାତରେ ୪ ମୃତ, ୩ ଗୁରୁତର । ବୌଦ୍ଧ ରାଉତବାହାଲ ଗାଁରେ ବିଲରେ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା । ବଲାଙ୍ଗିର ଲୋଇସିଂହାର ଗାଁରେ ଜଣେ ଯୁବକ ମୃତ । ବାଣପୁର ଥାନା ନୀଳାଦ୍ରିପ୍ରସାଦ ଆରଙ୍ଗ ଗାଁରେ ଜଣେ ଯୁବକ ମୃତ ହୋଇଥିବା ସୂଚନା ରହିଛି । ଆରଙ୍ଗ ଗାଁରେ ବଜ୍ରପାତରେ ଅନ୍ୟ ୩ ଜଣ ଗୁରୁତର ହୋଇଥିବା ବେଳେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଦାମିଆ ବରବରା କଦମଝୋଲା ଗାଁରେ ଜଣେ ନାବାଳକ ମୃତ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button