ରାଜ୍ୟ
ରାଜ୍ୟରେ ବଜ୍ରପାତ ନେଲା ୧୦ ଜୀବନ – Ibnodisha

[ad_1]
ଭୁବନେଶ୍ୱର : ବଜ୍ରପାତ ନେଉଛି ଜୀବନ। ରାଜ୍ୟରେ ବିଭିନ୍ନ ସ୍ଥାନରେ ଭୟଙ୍କର ବଜ୍ରପାତରେ ୧୦ ମୃତ । ଗତକାଲି ବଜ୍ରପାତରେ ୬ ଜିଲ୍ଲାରେ ୧୦ ଜଣଙ୍କ ଜୀବନ ଯାଇଛି ।
ଖୋର୍ଦ୍ଧାରେ ସର୍ବାଧିକ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଥିଲେ। ବଲାଙ୍ଗିରରେ ୨, ଅନୁଗୁଳ ଓ ବୌଦ୍ଧରେ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ସେହପିରି ଜଗତସିଂହପୁରରୁ ଜଣେ ଏବଂ ଢେଙ୍କାନାଳରୁ ଜଣଙ୍କର ବଜ୍ରପାତରେ ମୃତ୍ୟୁ ଘଟିଛି ।
୧୦ ବର୍ଷରେ ପଦାର୍ପଣ କଲା ‘ମାଧ୍ୟମ’ ମହିଳା ସହଯୋଗ କେନ୍ଦ୍ର
[ad_2]