IBN ଓଡ଼ିଶା ଏକ୍ସକ୍ଲୁସିଭ୍

Astrology; – ଭଗବାନ ହନୁମାନଙ୍କ କୃପା ଏହି 4 ଟି ଭାଗ୍ୟଶାଳୀ ରାଶି ଉପରେ ବନିଛି… ଜୀବନରେ ଖାଲି ଖୁସି ଆଉ ଖୁସି…

ବନ୍ଧୁଗଣ ଭଗବାନ ହନୁମାନଙ୍କୁ ସଙ୍କଟମୋଚନ ବୋଲି କୁହାଯାଇଥାଏ । କାରଣ ପ୍ରଭୁ ବଜରଙ୍ଗୀବାଲୀ ତାଙ୍କ ଭକ୍ତକୁ ସବୁ ସଙ୍କଟରୁ ରକ୍ଷା କରିଥାନ୍ତି । ଯେଉଁ ବ୍ୟକ୍ତି ଭଗବାନ ହନୁମାନଙ୍କର ନିଷ୍ଠାର ସହ ଆରାଧନା ତଥା ଭକ୍ତି କରିଥାଏ । ସେହି ବ୍ୟକ୍ତିର ଜୀବନରେ ଆସୁଥିବା ସବୁ ଦୁଃଖ ଓ ଚିନ୍ତାକୁ ପ୍ରଭୁ ନିଜେ ସଙ୍କଟମୋଚନ ଦୂର କରିଥାନ୍ତି । ବନ୍ଧୁଗଣ ଏମିତି କିଛି ରାଶି ସବୁ ଅଛନ୍ତି । ଯେଉଁ ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ଭଗବାନ ହନୁମାନଙ୍କର ଆଶ୍ରୀବାଦ ସବୁବେଳେ ବନି ରହିଥାଏ। ଭଗବାନ ହନୁମାନ ନିଜ ଭକ୍ତ ଉପରେ ବିଶେଷ କୃପା ସବୁବେଳେ ବନାଇ ରଖିଥାନ୍ତି । ତେବେ ସେହି ବିଶେଷ କେଉଁ 4 ଟି ରାଶି ଅଛି । ଯେଉଁ ରାଶି ଉପରେ ପ୍ରଭୁ ହନୁମାନଙ୍କର କୃପାଦ୍ରୁଷ୍ଟି ସବୁବେଳେ ରହିଥାଏ ଚାଲନ୍ତୁ ଜାଣିବା ।

ମିଥୁନ ରାଶି;- ଏହି ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ପ୍ରଭୁ ହନୁମାନଙ୍କ କୃପା ରହିଛି । ଯେଉଁ କାରଣରୁ ସେମାନେ ନିଜ କାର୍ଯ୍ୟକ୍ଷେତ୍ରରେ ଅପାର ସଫଳତା ହାସଲ କରିପାରିବେ । ବ୍ୟବସାୟ କରୁଥିବା ଲୋକଙ୍କର ବେପାର ମଧ୍ୟ ଭଲ ହେବ । ଚାକିରୀ କରୁଥିବା ଲୋକଙ୍କର ପଦ୍ଵନ୍ନୋତି ମଧ୍ୟ ହେବାର ଯୋଗ ବନୁଛି । ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ ।

ଧନୁ ରାଶି;- ଏହି ରାଶିଙ୍କ ଉପରେ ପ୍ରଭୁ ବଜରଙ୍ଗୀଙ୍କ କୃପା ଦ୍ରୁଷ୍ଟି ଥିବା କାରଣରୁ ଏମାନଙ୍କ ଜୀବନର ସବୁ ସଙ୍କଟ ପ୍ରଭୁ ନିଜେ ଦୂର କରିଦେବେ । ବେପାର କାର୍ଯ୍ୟ ସହ ଜଡିତ ଥିବା ଲୋକ ଆକସ୍ମିକ ଭାବେ ଧନ ଲାଭ କରିବେ । ଜୀବନରେ ଏକ ଖୁସିର ସମୟ ଆସିବାର ସମୟ ଆସିଯାଇଛି । ଘର ପରିବାରରେ ମଧ୍ୟ ଖୁସି ଓ ଶାନ୍ତିର ମାହୋଲ ପରିଲକ୍ଷିତ ହେବ । ଦାମ୍ପତ୍ୟ ଜୀବନ ମଧ୍ୟ ସୁଖମୟ ହେବ ।

ତୁଳା ରାଶି;- ଏହି ରାଶିଙ୍କ ଉପରେ ପ୍ରଭୁ ହନୁମାନଙ୍କର ମହାକୃପା ବନିଛି । ଯେଉଁ କାରଣରୁ ସେମାନେ ନିଜ ଜୀବନରେ ବହୁତ ସାରା ପରିବର୍ତ୍ତନ ଦେଖିବାକୁ ପାଇବେ । ସେମାନଙ୍କର ଧନ ସମ୍ବଦ୍ଧିତ ସମସ୍ଯା ଗୁଡିକ ଦୂର ହୋଇଯିବ । ବିଦ୍ୟାର୍ଥୀ ମାନଙ୍କର ପାଠ ପଢା ପ୍ରତି ଆଗ୍ରହ ବଢିବ । ଧନ କମାଇବାର ନୂଆ ନୂଆ ମାର୍ଗ ମଧ୍ୟ ମିଳିପାରେ ।

କନ୍ୟା ରାଶି;- ଏହି ରାଶିର ଲୋକ ମାନେ ମଧ୍ୟ ପ୍ରଭୁ ହନୁମାନଙ୍କ କୃପା ପ୍ରାପ୍ତ କରିବେ । ଯେଉଁ କାରଣରୁ ସେମାନେ ଗତ ଦିନ ଧରି ରହୁଥିବା ଚିନ୍ତାରୁ ମୁକୁଳି ପାରିବେ । ଯେଉଁ ମାନେ ଜବ କରୁଛନ୍ତି । ସେମାନଙ୍କ ସାଲାରୀରେ ମଧ୍ୟ ବୃଦ୍ଧି ଘଟିପାରେ । ଆପଣ ଯେଉଁ କାର୍ଯ୍ୟ କରିବାକୁ ଇଛା କରୁଛନ୍ତି । ଭଗବାନ ହନୁମାନଙ୍କ ନାମ ନେଇ ନିଜର କାର୍ଯ୍ୟ ଆରମ୍ଭ କରନ୍ତୁ । ଆପଣଙ୍କ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button