IBN ଓଡ଼ିଶା ବ୍ୟୁରୋ

ଯଦି ଆପଣ ବି ଚାହାନ୍ତି କାହାର ମନର କଥା ଜାଣିବା ପାଇଁ… ଶୀଘ୍ର ଏକ ନମ୍ବର ବାଛି ନିଅନ୍ତୁ, ଜାଣନ୍ତୁ ତାଙ୍କ ମନର କଥା…

ଆମେ ଅନେକ ସମୟରେ ଅନ୍ୟର ମନର କଥା ଜାଣିବାକୁ ଇଛା କରିଥାଉ । ଯେ ସେହି ବ୍ୟକ୍ତି ଆମ ବିଷୟରେ କଣ ଚିନ୍ତାଧାରା ରଖିଛି । ତା’ ମନରେ ଆମ ପାଇଁ କଣ ରହିଛି । ଯଦି ଆପଣ ବି କାହାର ମନର କଥା ଆପଣଙ୍କ ପାଇଁ କଣ ରହିଛି ଜାଣିବାକୁ ଚାହୁଁଛନ୍ତି । ତେବେ 1, 2, 3 ଓ 4 ନମ୍ବର ମଧ୍ୟରୁ ଯେକୌଣସି ଏକ ନମ୍ବରକୁ ବାଛିନିଅନ୍ତୁ । ତେବେ ସମୟ ବିଳମ୍ବ ନକରି ଚାଲନ୍ତୁ ଆଲୋଚନା କରିବା ।

1- ଯେଉଁ ମାନେ ଏହି ନମ୍ବରକୁ ବାଛିଛନ୍ତି । ସେମାନଙ୍କ ପର୍ଶନ ଆପଣଙ୍କ ବିଷୟରେ ସବୁବେଳେ ପଜିଟିଭ ଭାବନା ରଖିଥାନ୍ତି । ଆପଣଙ୍କୁ ସେ ଭଲ ବୋଲି ଭାବନ୍ତି । ହେଲେ ବେଳେବଳେ ଆପଣଙ୍କ ସ୍ଵଭାବ ତାଙ୍କୁ ବହୁତ ଭଲ ଲାଗେ । ବେଳେ ଆପଣଙ୍କ ସ୍ଵଭାବ ସେ ବୁଝି ମଧ୍ୟ ପାରନ୍ତି ନାହିଁ । ଆପଣ ଜଣେ ପ୍ରକୃତରେ କେଉଁ ପ୍ରକାର ବ୍ୟକ୍ତିତ୍ବ ସେ ଆଜି ପର୍ଯ୍ୟନ୍ତ ବି ବୁଝିପାରନ୍ତି ନାହିଁ ।

2- ଯାହାଙ୍କ କଥା ଭାବି ଆପଣ ଏହି ନମ୍ବରକୁ ବାଛିଛନ୍ତି । ଆପଣ ବର୍ତ୍ତମାନ ବହୁତ ଦୁଃଖିତ କିମ୍ବା ଟେନସନରେ ରହୁଛନ୍ତି ବୋଲି ଆପଣଙ୍କ ପର୍ଶନ ଆପଣଙ୍କ ବିଷୟରେ ଭାବୁଛନ୍ତି । ଆପଣଙ୍କୁ ବର୍ତ୍ତମାନ କାହାର ନା କାହାର ସାହାରା ଦରକାର । ଏବେ ଆପଣ ଏଭଳି ପରିସ୍ଥିତିରେ ଭଗବାନଙ୍କ ଉପରେ ଭରଷା ରଖି ଆଗକୁ ବଢିବାକୁ ପଡିବ ବୋଲି ସେ ଭାବୁଛନ୍ତି । କାରଣ ଯେଉଁ ଆଶା ଆପଣଙ୍କ ମନରେ ରହିଛି ସେହି ଆଶା ପୂରଣ ନହେବା ପର୍ଯ୍ୟନ୍ତ ଆପଣଙ୍କୁ ଖୁସି ମିଳିପାରିବ ନାହିଁ ।

3- ଯାହାଙ୍କ ମନର କଥା ଜାଣିବା ପାଇଁ ଏହି ନମ୍ବରକୁ ବାଛିଛନ୍ତି । ଆପଣଙ୍କ ପର୍ଶନ ଆପଣଙ୍କୁ ଜଣେ ମନମର୍ଜି ସ୍ଵଭାବର ବ୍ୟକ୍ତି ବୋଲି ଭାବନ୍ତି । ଆପଣ ନିଜ ଦୁନିଆରେ ବିନ୍ଦାସରେ ବଞ୍ଚିବାକୁ ଭଲ ପାଆନ୍ତି । ଆପଣଙ୍କ ଉପରେ କିଏ କୌଣସି ପ୍ରକାର ଚାପ ସୃଷ୍ଟି କରୁ ସେଇଟା ଆପଣଙ୍କୁ ଭଲ ଲାଗେ ନାହିଁ । ଆପଣ ବର୍ତ୍ତମାନରେ ବିଶ୍ବାସ କରନ୍ତି । ଭବିଷ୍ୟତ କଥା ଭାବି ବର୍ତ୍ତମାନର ସମୟକୁ ନଷ୍ଟ କରିବା ବିଲକୁଲ ବି ଆପଣଙ୍କର ପସନ୍ଦ ନୁହେଁ ।

4- ଆପଣ ଯାହାଙ୍କ କଥା ମନରେ ଭାବି ଏହି ନମ୍ବରକୁ ଚୁଜ କରିଛନ୍ତି । ଆପଣଙ୍କ ପର୍ଶନ ଆପଣଙ୍କୁ ଦେଖିଲେ କି କଥାବାର୍ତ୍ତା ହେଲେ ବହୁତ ଭଲ ଫିଲ୍ କରିଥାଏ । କାରଣ ଆପଣ ଜଣେ ଏପରି ବ୍ୟକ୍ତି ଜିଏକି ନିଜ ଜୀବନରେ ଯେମିତି ବି ପରିସ୍ଥିତି ଥାଉ ନା କାହିଁକି ? ଆପଣ ଭଗବାନଙ୍କ ଉପରେ ସବୁବେଳେ ଭରଷା ରଖିଥାନ୍ତି । ପ୍ରତ୍ଯେକଟି ସୁଖ ଓ ଦୁଃଖ ପରିସ୍ଥିତିରେ ନିଜ ମୁହଁରେ ଏକ ସୁନ୍ଦର ସ୍ମାଇଲ ରଖି ଆଗକୁ ବଢିବା ପାଇଁ ଚେଷ୍ଟା କରିଥାନ୍ତି । ତେଣୁ ଆପଣଙ୍କ ଠାରେ ଆପଣଙ୍କ ପର୍ଶନ ବହୁତ ହିଁ ପଜିଟିଭ ଅନୁଭବ କରନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button