ଯେଉଁ ବ୍ୟକ୍ତିଙ୍କର ନଖରେ ଏହି ଚିହ୍ନ ରହିଥାଏ ! ସେମାନଙ୍କ ଭାଗ୍ୟ ଉପରେ ଏହା କି ପ୍ରଭାବ ପକାଇଥାଏ ? Samudrika Shastra

ବ୍ୟକ୍ତିର ହାତ ଓ ଗୋଡର ଅଗ୍ର ଭାଗରେ ନଖ ରହିଥାଏ । ଖାଲି ମନୁଷ୍ୟ କାହିଁକି ଅନ୍ୟ କିଛି ପ୍ରାଣୀ ମାନଙ୍କର ମଧ୍ୟ ନଖ ରହିଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଶରୀରରେ ରହିଥିବା ପ୍ରତ୍ଯେକଟି ଚିହ୍ନ ବ ସଂକେତର ମନୁଷ୍ୟ ଜୀବନରେ ପ୍ରଭାବ ପକାଇଥାଏ । ତେଣୁ କିଛି ଲୋକଙ୍କର ନଖରେ ଅର୍ଦ୍ଧ ଚନ୍ଦ୍ର ଭଳି ଏକ ଚିହ୍ନ ରହିଥାଏ । ତେବେ ଆଜି ଆମେ ନଖରେ ଥିବା ଅର୍ଦ୍ଧ ଚନ୍ଦ୍ରର ମହତ୍ଵ ବିଷୟରେ ଆଲୋଚନା କରିବା ।
ଆକାଶରେ ଥିବା ଚନ୍ଦ୍ର ଭଳି ଅନେକ ଲୋକଙ୍କର ଆଙ୍ଗୁଠିର ନଖରେ ଅର୍ଦ୍ଧ ଚନ୍ଦ୍ରର ଆକୃତି ଦେଖିବାକୁ ମିଳିଥାଏ । ତେବେ ଆପଣ ମାନେ ନଖରେ ଥିବା ଅର୍ଦ୍ଦ ଚନ୍ଦ୍ରର ଅର୍ଥ ବିଷୟରେ କଣ ଜାଣିଛନ୍ତି କି ! ତେବେ ଆମେ ଆପଣଙ୍କୁ ଏହା ବିଷୟରେ କହିବା ପାଇଁ ଯାଉଛୁ । ବ୍ୟକ୍ତିର ନଖରେ ଥିବା ଅର୍ଦ୍ଦଚନ୍ଦ୍ର ସେହି ବ୍ୟକ୍ତିବିଶେଷ ଉପରେ କି ସୂଚନା ଦେଇଥାଏ । ଏହା ସେହି ବ୍ୟକ୍ତିର ଭାଗ୍ୟ ଉପରେ କେଉଁ ପ୍ରକାର ପ୍ରଭାବ ପକାଇଥାଏ ।
ଏହି ସମସ୍ତ ବିଷୟରେ ଆଲୋଚନା କରିବା । ଯେଉଁ ବ୍ୟକ୍ତିବିଶେଷଙ୍କ ନଖରେ ଏହି ଅର୍ଦ୍ଧଚନ୍ଦ୍ର ରହିଥାଏ । ଏହି ବ୍ୟକ୍ତିଙ୍କର ଅନେକ ସମୟରେ ଆର୍ଥିକ ସମସ୍ଯାର ସାମ୍ନା କରିବାକୁ ପଡିଥାଏ । ଏହି ବ୍ୟକ୍ତି ଯେତେ ମଧ୍ୟ ରୋଜଗାର କରିଲେ, ବି ଏମାନଙ୍କର ବହୁ ସମୟରେ ଅଭାବ, ଅନାଟନ ଦେଖାଯାଇଥାଏ । ହେଲେ ନଖରେ ଏହି ଅର୍ଦ୍ଧ ଚନ୍ଦ୍ର ଥିବା ବ୍ୟକ୍ତି ବିଶେଷ ମାନଙ୍କ ହୃଦୟ ବହୁତ ସଫା ହୋଇଥାଏ । ଏମାନଙ୍କର ବ୍ୟକ୍ତିତ୍ବ ବହୁତ ଭଲ ହୋଇଥାଏ ।
ଏମାନେ କାହାକୁ କଷ୍ଟ ଦେବାକୁ ପସନ୍ଦ କରିନଥାନ୍ତି । ଅନ୍ୟକୁ ସାହାଜ୍ଯ କରିବା ପାଇଁ ଏମାନେ ସବୁବେଳେ ଯତ୍ନବାନ ହୋଇରହିଥାନ୍ତି । ଏହି ବ୍ୟକ୍ତିମାନେ ନିଜ ଜୀବନରେ ଅନେକ କିଛି ସମସ୍ଯାର ସାମ୍ନା ତ କରିଥାନ୍ତି । ହେଲେ ଏମାନେ ନିଜେ ନିଜର କଠିନ ପରିଶ୍ରମ ଦ୍ଵାରା ନିଜର ଭାଗ୍ୟକୁ ସଂପୂର୍ଣ୍ଣ ରୂପେ ବଦଳାଇ ଦେଇଥାନ୍ତି । ଏହାପରେ ଏମାନଙ୍କର ଭଲର ଦିନ ଆସିଯାଇଥାଏ ।
ଏମାନଙ୍କ ଜୀବନରେ ନିଜର କଠିନ ପରିଶ୍ରମ ଦ୍ଵାରା ହିଁ ସଫଳତା ଆସିଥାଏ । ଏମାନଙ୍କ ପାଖକୁ ଯେ କୌଣସି ସମସ୍ଯା ଆସୁ । ହେଲେ ଏମାନେ ଧର୍ଯ୍ୟର ସହ ସେହି ସମସ୍ଯାକୁ ସାମ୍ନା କରିବାର ମନ ମଧ୍ୟରେ ସାହସ ରଖିଥାନ୍ତି । ଯଦି ଆପଣଙ୍କ ନଖରେ ଏହି ଅର୍ଦ୍ଧଚନ୍ଦ୍ରର ଚିହ୍ନ ରହିଥାଏ ।