Astrology-ସିଂହ ରାଶି ବ୍ୟକ୍ତିବିଶେଷଙ୍କ ସମସ୍ତ ଗୁପ୍ତ କଥା ! ଜାଣନ୍ତୁ ଛୋଟ ଠାରୁ ବଡ ସବୁ କିଛି ସିଂହ ରାଶିଙ୍କର ରହସ୍ୟ !

ବନ୍ଧୁଗଣ 12 ଟି ରାଶି ମାନଙ୍କ ମଧ୍ୟରୁ ସିଂହ ରାଶି ଅନ୍ୟତମ । ତେବେ ସିଂହ ରାଶିର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ କଥାମାନ ବିଷୟରେ ଆଲୋଚନା କରିବା । ଯେଉଁ ମାନେ ସିଂହ ରାଶିର ବ୍ୟକ୍ତି ବିଶେଷ ଅଟନ୍ତି । ସେମାନଙ୍କ ନିଜର ସବୁକିଛି ଗୁପ୍ତ କଥା ଏଥିରୁ ଜାଣିବାକୁ ପାଇବେ । ତେବେ ଚାଲନ୍ତୁ ସମୟ ବିଳମ୍ବ ନକରି ସିଂହ ରାଶିର ବ୍ୟକ୍ତିବିଶେଷଙ୍କ ବିଷୟରେ ଆଲୋଚନା କରି ଜାଣିନେବା । ସିଂହ ରାଶିର ବ୍ୟକ୍ତି ବିଶେଷ ମାନେ ରାଜଯୋଗ ଭୋଗ କରିବାକୁ ବହୁତ ପସନ୍ଦ କରନ୍ତି ।
ସିଂହ ରାଶିଙ୍କ ପାଖରେ ରହିଥିବା ଅନେକ ଭଲ ଗୁଣ ଗୁଡିକ ହେଉଛି । ବିଚାରବନ୍ତ, ବଳବାନ, ସାହସୀ, ସତ୍ୟବାନ ଓ ଉଦାବ ସ୍ଵଭାବର ବ୍ୟକ୍ତି ବିଶେଷ ଏମାନେ ଅଟନ୍ତି । ଏମାନଙ୍କ ଠାରେ ଥିବା କିଛି ମନ୍ଦ ଗୁଣ ମଧ୍ୟ ରହିଥାଏ । ସେହି ସବୁ ଗୁଡିକ ହେଉଛି ଗର୍ବୀ, ଅଭିମାନୀ ଓ ବହୁ ଆମିଷ ପ୍ରିୟ ହୋଇଥାନ୍ତି । ବାତ ରୋଗ, ଶିର, ଦାନ୍ତ, ଗଳା, ଉଦର ରୋଗ, କର୍ଣ୍ଣ ରୋଗ ଆଦି ରୋଗରେ ଏହି ରାଶିର ବ୍ୟକ୍ତିବିଶେଷ ସମ୍ମୁଖୀନ ବିଶେଷ ଭାବେ ହୋଇଥାନ୍ତି ।
ସରକାରୀ ଓ ବେସରକାରୀ ତଥା ଅନ୍ୟାନ୍ୟ ଶିଳ୍ପ ଅନୁଷ୍ଠାନ ତଥା ନିଜସ୍ୱ ବ୍ୟବସାୟ ଏହିଭଳି କର୍ମରେ ଏହି ରାଶିର ବ୍ୟକ୍ତି ବିଶେଷ ମାନେ ନିଯୋଜିତ ହୋଇ ନିଜର କର୍ମ କରିଥାନ୍ତି । ଚାକିରୀ ଠାରୁ ବ୍ୟବସାୟ କରି ଏମାନେ ଅଧିକ ଲାଭବାନ ହୋଇପାରିଥାନ୍ତି । ଏମାନଙ୍କର ଶୁଭ ଗ୍ରହ ରବି ଗ୍ରହ ଅଟେ । ଶୁଭ ଦିଗ ପୂର୍ବ ଓ ଶୁଭ ବାର ରବିବାର ଅଟେ । ସୁନା କିମ୍ବା ତମ୍ବା ରବିବାର ଏମାନେ ପୂଜା କରି ପିନ୍ଧିବାକୁ ବହୁତ ଶୁଭ ମନା ଯାଇଥାଏ ।
ଏହି ରାଶିର ଶୁଭ ରଙ୍ଗ ହେଉଛି କମଳା ରଙ୍ଗ । ହେଲେ କଳା ରଙ୍ଗର ଜିନିଷ ଏମାନଙ୍କ ପାଇଁ ଶୁଭ ହୋଇନଥାଏ । ଏମାନଙ୍କ ବୁଦ୍ଧି ପ୍ରଖର ହେବ ସହ ବହୁତ ଯତ୍ନବାନ ମଧ୍ୟ ହୋଇଥାନ୍ତି । ବିଦ୍ୟା ଯେତିକି ଥାଉ । ପଛେ ନିଜର ଚତୁର ବୁଦ୍ଧି ପାଇଁ ସବୁ କାର୍ଯ୍ୟରେ ସଫଳତା ପାଇବାର ସମ୍ଭାବନା ଏମାନଙ୍କ ଠାରେ ଅଧିକ ରହିଥାଏ ।
ଏମାନେ ଯେତିକି ଉଦାର ସେତିକି ଧର୍ଯ୍ୟ ସମ୍ପର୍ଣ୍ଣ ବ୍ୟକ୍ତି ମଧ୍ୟ ଅଟନ୍ତି । ଏମାନେ ଅନ୍ୟ ମାନଙ୍କ ବୁଦ୍ଧିରେ ଚାଲିବା ଅପେକ୍ଷା ନିଜ ବୁଦ୍ଧିରେ ସବୁ କିଛି ନିଷ୍ପତ୍ତି ନେବାକୁ ପସନ୍ଦ କରିଥାନ୍ତି । ପ୍ରେମ ମାମଲାରେ ଏମାନେ ମଧ୍ୟ ଆଗୁଆ ରହିଥାନ୍ତି ।
ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ ।