IBN ଓଡ଼ିଶା ଏକ୍ସକ୍ଲୁସିଭ୍

ମନ ମଧ୍ୟରେ କାହାକୁ ସ୍ମରଣ କରି ଗୋଟିଏ ମାଙ୍କଡ ବାଛନ୍ତୁ…ଜାଣନ୍ତୁ ଆପଣଙ୍କୁ ସବୁଠାରୁ କିଏ ଅଧିକ Miss କରୁଛି…

ଆମେ ସମସ୍ତେ ଆମ ବିଷୟରେ କିଏ କ’ ଣ ଭାବୁଛି । ସେଥିପ୍ରତି ଜାଣିବା ଉପରେ ସବୁବେଳେ ଇଛା ରଖିଥାଉ । ହେଲେ ଅନ୍ୟ କାହା ମନର ଭାବନା ଜାଣିବା ଏତେ ମଧ୍ୟ ସହଜ ହୋଇନଥାଏ । ହେଲେ ଆଜି ଆପଣଙ୍କ ପାଇଁ ଆମେ ୩ ଗୋଟି ମାଙ୍କଡ ନେଇ ଆସିଛୁ । ଆପଣ ସେହି ୩ ଟି ମାଙ୍କଡ ମଧ୍ୟରୁ ନିଜ ମନମୁତାବକ ଗୋଟିଏ ମାଙ୍କଡକୁ ବାଛି ନିଅନ୍ତୁ । ଏଥିସହ ଆପଣଙ୍କୁ କିଏ ମିସ୍ କରୁଛି । ସେହି ସମ୍ପର୍କରେ ଜାଣି ନିଅନ୍ତୁ ।

ପ୍ରଥମ ମାଙ୍କଡ ;- ଆପଣଙ୍କ ଭାଗ୍ୟରେ ଆଗାମୀ ସମୟରେ ବହୁତ ଭଲ ଯଶ, ଖ୍ଯାତି ରହିଛି । ହେଲେ ଆପଣଙ୍କ କର୍ମ ଅନୁସାରେ ହିଁ ଆପଣଙ୍କୁ ସବୁକିଛି ଧୀରେ ଧୀରେ ପ୍ରାପ୍ତ ହୋଇବା ପାଇଁ ଯାଉଛି । ହେଲେ ସେହି ସବୁ ସୁଖ, ସୁବିଧା ପାଇଁ ଆପଣଙ୍କୁ ଆପଣଙ୍କର ପରିଶ୍ରମ ଜାରୀ ରଖିବାକୁ ପଡିବ । କାରଣ ଜୀବନରେ କିଛି ପାଇବା ହେଲେ ବହୁ ଗୁଡିଏ କଷ୍ଟ ପରିସ୍ଥିତିର ମଧ୍ୟ ସାମ୍ନା କରିବାକୁ ପଡିଥାଏ । ହଟାତ ଧନପ୍ରାପ୍ତିର ଶୁଭ ସମାଚାର ପାଇବାକୁ ଯାଉଛନ୍ତି । ଶରୀର ଆରୋଗ୍ୟ ରହିବ । ଦାମ୍ପତ୍ୟ ଜୀବନ ମଧ୍ୟ ଭଲ ରହିବ । ଆପଣଙ୍କର କୌଣସି ପ୍ରିୟ ବନ୍ଧୁ ହିଁ ଆପଣଙ୍କୁ ବହୁତ ମିସ୍ କରୁଛନ୍ତି ।

ଦିତୀୟ ମାଙ୍କଡ;- ଆପଣଙ୍କର ବ୍ୟବସାୟ କ୍ଷେତ୍ରରେ ଏତେ ଲାଭକର ସ୍ଥିତି ସବୁବେଳେ ରହୁନାହିଁ । ଯେଉଁ କାରଣରୁ ବର୍ତ୍ତମାନ ଆପଣ ଚିନ୍ତାରେ ରହୁଛନ୍ତି । ହେଲେ ଆପଣଙ୍କର ଚିନ୍ତାର ଦିନ ଧୀରେ ଧୀରେ ସବିବାକୁ ଯାଉଛି ଜାଣି ରଖନ୍ତୁ । କାରଣ ଆପଣଙ୍କର ଚାକିରୀ ହେଉ ଅବା ବ୍ୟବସାୟ ଉଭୟ କ୍ଷେତ୍ରରେ ଲାଭବାନ ହେବାକୁ ଯାଉଛନ୍ତି । ଜୀବନରେ ସାଙ୍ଗସାଥି କରିବା କଥା ତ ଠିକ ଅଛି । ହେଲେ ସବୁବେଳେ ଖରାପ ସାଙ୍ଗ ମାନଙ୍କ ଠାରୁ ନିଜକୁ ନିବୃତ୍ତ ରଖନ୍ତୁ । କଥା କଥାରେ ରାଗିବା ଶୈଳୀକୁ ମଧ୍ୟ ବଦଳାଇବାକୁ ପଡିବ । ତେବେ ଆପଣଙ୍କର ଅତି ପ୍ରିୟଜନ ଯାହାକୁ ଆପଣ ବହୁତ ଭଲ ପାଆନ୍ତି । ସେ ହିଁ ଆପଣଙ୍କ କଥା ମନେ ପକାଉଛନ୍ତି ।

ତୃତୀୟ ମାଙ୍କଡ;- ଆପଣଙ୍କ ଭାଗ୍ୟ ଖୁବ ଶୁଭମୟ ହେବାର ସମ୍ଭାବନା ରହିଛି । ଜାତକରେ ଅନେକ କିଛି ଉନ୍ନତି କରିଲା ଭଳି ଯୋଗ ରହିଅଛି । ଆପଣଙ୍କୁ ଆପଣଙ୍କର ଲକ୍ଷସ୍ତଳରେ ପହଞ୍ଚିବାକୁ ବିଳମ୍ବ ହେଉଥିଲେ । ମଧ୍ୟ ଖୁବ ଶୀଘ୍ର ସଫଳତା ପାଇବା ପାଇଁ ଯାଉଛନ୍ତି । ଯେଉଁ ବନ୍ଧୁ ଆପଣଙ୍କ ଠାରୁ କିଛି କାରଣ ଠାରୁ ଦୂରେଇ ଯାଇଥିଲେ । ସେହି ହିଁ ସବୁ କିଛି ଭୁଲି ଆପଣଙ୍କ ସହ ପୁଣି ବନ୍ଧୁତା କରିବା ପାଇଁ ଚାହୁଁଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button