Tarot Card Reading-ମନରେ ଆପଣଙ୍କ ପ୍ରିୟ ପର୍ଶନ କଥା ଭାବି ଏକ ନମ୍ବର ବାଛି ନିଅନ୍ତୁ, ଜାଣନ୍ତୁ ତାଙ୍କ ମନର କଥା…

ମନୁଷ୍ୟର ମନରେ ସବୁବେଳେ ଏକ ଭାବନା ଉଙ୍କି ମାରିଥାଏ । ଯେ ଆମ କଥା ବର୍ତ୍ତମାନ ସମୟରେ କିଏ ଭାବୁଛନ୍ତି କି ? ତାଙ୍କ ମନରେ ଆମ ପାଇଁ କଣ ଭାବନା ରହିଛି କି ! ହେଲେ ବେଳେବେଳେ ଯଦିଓ ଅନ୍ୟର ମନର ଭାବନା ଜାଣିପାରିଥାଉ । ଅନେକ ସମୟରେ ଆମର ପ୍ରିୟ ଲୋକ ଆମ ବିଷୟରେ କଣ ଭାବୁଛି ଜାଣିପାରିନଥାଉ । ତେବେ 1 ଠାରୁ 5 ନମ୍ବର ମଧ୍ୟରୁ କୌଣସି ଏକ ନମ୍ବରକୁ କାହା ନାମ ନେଇ ମନରେ ଭାବି ନିଅନ୍ତୁ । ଏହା ସହ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି ଜାଣନ୍ତୁ ।
1-ଏହି ବ୍ୟକ୍ତି ଜଣଙ୍କ ସାଙ୍ଗ ନଜରରେ ଦେଖୁଛନ୍ତି । ସେ ଆପଣଙ୍କୁ ବହୁତ ଭଲ ଜଣେ ବ୍ୟକ୍ତିତ୍ବ ବୋଲି ଭାବୁଛନ୍ତି । ସେ ଭାବନ୍ତି କି ! ଆପଣଙ୍କ ମନରେ କୌଣସି କଥାର ଶୀଘ୍ର ନିଷ୍ପତ୍ତି ନେବାର କ୍ଷମତା ନାହିଁ । ହେଲେବି ଆପଣ ତାଙ୍କ ନଜରରେ ବହୁତ ଭଲ ମଣିଷଟିଏ ଅଟନ୍ତି । ଆପଣଙ୍କୁ ସେ ବହୁତ ଭଲ ବନ୍ଧୁ ନଜରରେ ଦେଖିଥାନ୍ତି ।
2-ଆପଣଙ୍କୁ ଏହି ବ୍ୟକ୍ତି ଜଣଙ୍କ ଭଲ ତ ଭବିଥାନ୍ତି । ହେଲେ ତାଙ୍କ ନଜରରେ ଆପଣ ଜଣେ ଦାୟିତ୍ଵହୀନ ବ୍ୟକ୍ତି ବୋଲି ଭାବନ୍ତି । ଯେମିତି ଆପଣ ନିଜ ଜୀବନକୁ ଜମାରୁ ଅଧିକ ସିରିଏସ ନିଅନ୍ତି ହିଁ ନାହିଁ । ବେଳେବେଳେ ସବୁ କିଛି କରିବାକୁ ଚାହାନ୍ତି । ଅନେକ ସମୟରେ ଚୁପ ହୋଇ ବସିକି ରହିଥାନ୍ତି ।
3-ଆପଣଙ୍କୁ ଏହି ବ୍ୟକ୍ତି ଜଣଙ୍କ ତାଙ୍କ ଜୀବନସାଥି ରୂପରେ ଦେଖିଥାନ୍ତି । ତାଙ୍କ ମନ ଖୋଜୁଥିବା ପାର୍ଟନର ହିସାବରେ ଆପଣ ଜଣେ ସେମିତିକା ବ୍ୟକ୍ତି । ଯାହାଙ୍କ ମଧ୍ୟରେ ସେ ନିଜର ଦୁନିଆକୁ ଦେଖିଥାନ୍ତି । ତେଣୁ ସେ ଆପଣଙ୍କୁ ହୃଦୟରୁ ହିଁ ବହୁତ ଭଲ ପାଇଥାନ୍ତି । ଆପଣଙ୍କର ସାଥ୍ କେବେ ଛାଡିବେ ନାହିଁ ।
4-ଆପଣଙ୍କ ପାଇଁ ଏହି ବ୍ୟକ୍ତି ଜଣଙ୍କ ମନରେ ବହୁତ ସମ୍ମାନ ରହିଛି । ତାଙ୍କୁ ଆପଣଙ୍କ ବିଷୟରେ ଲାଗେ କି ! ଆପଣ ସବୁ କଥାକୁ ଭାବି ବୁଝି ବିଚାରୀ ନିଷ୍ପତ୍ତି ନିଅନ୍ତି । ତେଣୁ କୌଣସି କଥାର ଭୁଲ ନିଷ୍ପତ୍ତି ଆପଣ କେବେ ବି ନେଇ ପାରିବେ ନହିଁ । ହେଲେ ଆପଣ ଯାହା ଚାହାନ୍ତି । ଯଦି ସେଇଟା ଠିକ କଥା ହୋଇଥିବ । ତେବେ ତାକୁ ଆପଣ ନିହାତି ହିଁ କରିକି ରହିବେ ।
5-ଆପଣଙ୍କୁ ଏହି ବ୍ୟକ୍ତି ଜଣଙ୍କ ବହୁତ ପସନ୍ଦ କରନ୍ତି । ଆପଣଙ୍କ କଥାବାର୍ତ୍ତା ଠାରୁ ନେଇ ଆପଣଙ୍କର ଡ୍ରେସିଙ୍ଗ ସେନ୍ସ ସବୁ କିଛି ୟାଙ୍କୁ ବହୁତ ଲାଗିଥାଏ । କାରଣ ସେ ଭାବନ୍ତି । ଆପଣଙ୍କର ଭବିଷ୍ୟତ ଉଜ୍ଜଳ ହେବା ସହ ଆପଣ ବହୁତ ସୁନ୍ଦର ହୃଦୟର ବ୍ୟକ୍ତିତ୍ବଟିଏ । ତେଣୁ ସେ ଆପଣଙ୍କୁ ତାଙ୍କ ମନରୁ ଧୀରେ ଧୀରେ ପସନ୍ଦ କରିବାକୁ ବସିଛନ୍ତି ।