ରାଜ୍ୟ
ସଚିବଙ୍କ ପାଇଁ ଅଣ୍ଟା ଭିଡିବା ଦୁର୍ଭାଗ୍ୟଜନକ: ନାଉରୀ ନାଏକ – Ibnodisha

[ad_1]
ଭୁବନେଶ୍ୱର: ୫ଟି ସଚିବଙ୍କ ଗସ୍ତକୁ ବିଜେପି ନେତା ନାଉରୀ ନାଏକଙ୍କ ଟାର୍ଗେଟ । ସଚିବ ଅଗଣତାନ୍ତ୍ରିକ ଭାବେ ଦାଦାଗିରି କଲାଭଳି ହେଲିକପ୍ଟରରେ ବୁଲଛନ୍ତି । ବିରୋଧୀ ପ୍ରଶ୍ନ ଉଠାଇଲେ ସଚିବଙ୍କ ପାଇଁ ମନ୍ତ୍ରୀ ଉତ୍ତର ରଖୁଛନ୍ତି । ଜଣେ ସଚିବଙ୍କ ପାଇଁ ମନ୍ତ୍ରୀ ଅଣ୍ଟାଭିଡି ବାହାରିବା ଦୁର୍ଭାଗ୍ୟଜନକ । ମୁଖ୍ୟମନ୍ତ୍ରୀ ନିଜେ କିଛି କରିପାରୁନାହାନ୍ତି କି କିଛି ନିଷ୍ପତ୍ତି ମଧ୍ୟ ନିଜେ ନେଇପାରୁନାହାନ୍ତି । ତାଙ୍କ ନେତାମାନଙ୍କ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯିବାର ସାହସ ନାହିଁ । ରାଜ୍ୟବାସୀ ସବୁ ଦେଖୁଛନ୍ତି ଉଚିତ୍ ସମୟରେ ସବୁ ଜବାବ ମିଳିବ ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି ନାଉରୀ ।
ହୋର୍ଡିଂକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ
[ad_2]