IBN ଓଡ଼ିଶା ଏକ୍ସକ୍ଲୁସିଭ୍

ମାତ୍ର 1 ଶନିବାର କରନ୍ତୁ ଏହି ଉପାୟ ଏବଂ ଜୀବନରେ ଦେଖନ୍ତୁ ଚମତ୍କାର – ସବୁ ମନୋକାମନା ପୁରା ହେବ

ନମସ୍କାର ବନ୍ଧୁଗଣ ଟଙ୍କା ପଇସା ଧନ ଦୌଲତ କାହାକୁ ସେମିତି ମିଳି ଯିବ ନାହିଁ । ଏହା ପାଇଁ ବହୁତ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ । ଏହା ସମସ୍ତେ ଜାଣିଥାନ୍ତି କି ସେ କେହି ବି ହେଇଥାଉ ତାକୁ ନିଜ ଜୀଵନ ରେ ଟଙ୍କା ପଇସା ର ଆବଶ୍ୟକତା ନିଶ୍ଚିତ ହୋଇଥାଏ । ଗରିବ କୁ ପଇସା ରୋଜଗାର କିପରି କରିବ ସେ ଚିନ୍ତା ଥାଏ ଏବଂ ଧନୀ କୁ ପଇସା କୁ କିପରି ସୁରକ୍ଷିତ ରଖିବ ସେ ବିଷୟରେ ଚିନ୍ତା ଥାଏ । ସେ ଯାହା ବି ହେଉ ପଇସା ମନୁଷ୍ୟ ର ସବୁଠାରୁ ବଡ଼ ଆବଶ୍ୟକତା ଏବଂ ଦୁ-ର୍ବ-ଳ-ତା ମଧ୍ୟ ।ବର୍ତ୍ତମାନ ସମୟରେ ମଣିଷ ବହୁତ ଭଲ ଭାବରେ ବୁଝି ଯାଇଥିବ । ତେଣୁ ସର୍ଵଦା ଆମ ବଡ଼ ଗୁରୁଜନ ମାନେ ଟଙ୍କା ପଇସା କୁ ଦେଖି ଚାହିଁ ଖର୍ଚ୍ଚ କରନ୍ତି ଏବଂ ସଞ୍ଚିତ ରଖିବାର ଅଧିକ ଉପାୟ ମଧ୍ୟ ଖୋଜିଥାନ୍ତି । କାରଣ ସେହି ସଞ୍ଚିତ ଧନ ଆମ ଖ-ରା-ପ ସମୟରେ କାମ ରେ ଆସି ପାରିବ । ତେବେ ଯଦି ଆପଣ ଙ୍କ କୌଣସି କ୍ଷ-ତି ହୋଇଯିବ ଏବଂ ଧନ ଦୌଲତ ଆପଣ ଙ୍କ ପାଖରେ ରହିବ ନାହିଁ ତେବେ ଏହା ହୁଏତ ଆପଣ ଙ୍କ ଗ୍ର-ହ ଦୋଷ ହୋଇପାରେ କିମ୍ବା ଆପଣ ଙ୍କ ଘରର ବାସ୍ତୁ ଦୋଷ ଯୋଗୁଁ ମଧ୍ୟ ହୋଇଥାଏ । ତେବେ ଆସନ୍ତୁ ଆଜି ଆମେ ଏକ ଏଭଳି ଉପାୟ ବିଷୟ ରେ ଜାଣିନେବା ଯାହା ଦ୍ୱାରା ଆମର ସମସ୍ତ ସମସ୍ୟା ଦୂର ହୋଇଯିବ ।ତେବେ ଆପଣ ଜାଣିଥିବେ କି ଗଛ ମାନଙ୍କ ଭିତରୁ ଅଶ୍ୱସ୍ତ ଗଛ ବହୁତ ପବିତ୍ର ଏବଂ ସ୍ୱୟଂ ଭଗବାନ ବିଷ୍ଣୁ ମଧ୍ୟ କହିଛନ୍ତି କି ସେ ଗଛ ଭିତରୁ ହେଉଛନ୍ତି ଅଶ୍ୱସ୍ତ ଗଛ ।
ତେବେ ଏହା ଛଡା ଏହି ଅଶ୍ୱସ୍ତ ଗଛ ରେ ବହୁ ଦେବା ଦେବୀ ବାସ କରନ୍ତି । ଏବଂ ସେମାନଙ୍କ ସେବା ଦ୍ୱାରା ଆମେ ଆମର ସମସ୍ତ ମନୋକାମନା କୁ ପୂର୍ଣ୍ଣ କରିବାରେ ସଫଳ ହେବୁ ।
ତେବେ ସେହି ଉପାୟ ଟି କରିବା ପାଇଁ ପ୍ରଥମେ ଆପଣ ଏକ ଏଭଳି ଅଶ୍ୱସ୍ତ ଗଛ ଖୋଜନ୍ତୁ ଯାହା ବହୁତ ପୁରୁଣା ଥିବ ଏଵଂ ସେଠାରେ ପୂଜା ମଧ୍ୟ ହେଉଥିବ ।

ତେବେ ସେହି ଗଛ ମୂଳରେ ଯିବାର ଅଛି ଏବଂ ସନ୍ଧ୍ୟା ସମୟରେ ଯିବା ଉଚିତ ହେବ । ତେବେ ଏହା ପାଇଁ କିଛି ସାମଗ୍ରୀ ମଧ୍ୟ ଦରକାର ତେବେ ସେହି ସାମଗ୍ରୀ ଗୁଡିକ ହେଉଛି ଟିକେ ରୋଲି ଏବଂ ଛୋଟ ଲାଲ ରଙ୍ଗର କପଡ଼ା, ଏହା ସହ ଲାଲ କଳା ବନ୍ଧ, ଅଟାର ଦୀପ ଏବଂ ଗାଈର ଘିଅ ର ଆବଶ୍ୟକ ।ତେବେ ସେହି ବୃକ୍ଷ ପାଖକୁ ଯାଇ ପ୍ରଥମେ ବୃକ୍ଷ ତଥା ସବୁ ଦେବୀ ଦେବତାଙ୍କୁ ପ୍ରଣାମ କରନ୍ତୁ ଏବଂ ପୂର୍ବ ପୁରୁଷ ମାନଂକୁ ମଧ୍ୟ ପ୍ରଣାମ କରନ୍ତୁ ଏହା ସହ ଆପଣ ହନୁମାନ ଙ୍କୁ ମଧ୍ୟ ପ୍ରଣାମ କରନ୍ତୁ । ଶନିଦେଵ ଙ୍କୁ ମଧ୍ୟ ଆରଧନା କରନ୍ତୁ ।
ତାପରେ ଅଟାର ଦୀପ କୁ ଗଛ ମୂଳରେ ରଖି ପ୍ରଜ୍ଵଳନ କରି ଦିଅନ୍ତୁ ଏବଂ ହନୁମାନ ଚାଲିଶା ପାଠ କରନ୍ତୁ । ପାଠ ପୁରା ହେବା ପରେ ସେହି ଗଛର ଏକ ବଡ଼ ପତ୍ର ଦେଖିବାର ଅଛି ସେହି ପତ୍ରରେ ଟିକେ ରୋଲି ଦେଇ ଓଦା କରି ଦିଅନ୍ତୁ । ନିଜର ମନୋକାମନା କୁ ନିଜର ଅନାମିକା ଆଙ୍ଗୁଠି ରେ ଲେଖିବାର ଅଛି ।ଏହା ପରେ ସେହି ପତ୍ର ରେ କଳା ବ-ନ୍ଧ କୁ ସାତ ଥର ବା-ନ୍ଧି ନିଜ ହାତରେ ମଧ୍ୟ ବାନ୍ଧିଦେବେ ଏହା ପରେ ସେହି ବୃକ୍ଷ ର ଛାଇ ତଳେ ବସି ଏକ ମନ୍ତ୍ର ର ଜପ କରିବାର ଅଛି ।
ତେବେ ସେହି ମନ୍ତ୍ର ହେଉଛି ଓଁ ହୃମ ଭଟ ସ୍ୱହା ଏହା ଛଡା ଆପଣ ହନୁମାନ ଚାଲିଶା କିମ୍ବା ସୁନ୍ଦର କା-ଣ୍ଡ ଆଦି ମଧ୍ୟ ପାଠ କରି ପାରିବେ ।
ତେବେ ଏହା ଦ୍ୱାରା ଆପଣଙ୍କ ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଯିବ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button