IBN ଓଡ଼ିଶା ଏକ୍ସକ୍ଲୁସିଭ୍

କେବଳ 5% ଲୋକଙ୍କ ନଖ ଉପରେ ରହିଥାଏ ଏମିତି ଚିହ୍ନ – ଜାଣନ୍ତୁ ରହସ୍ୟ (ଶ୍ରୀକୃଷ୍ଣ ଙ୍କ ଉପଦେଶ)

ନମସ୍କାର ବନ୍ଧୁଗଣ ଆପଣ ନିଜ ହାତକୁ ଧ୍ୟାନର ସହିତ ଦେଖିଲେ ଜାଣି ପାରିବେ କି ଆପଣ ଙ୍କ ହାତରେ କିଛି ବଡ଼ ବଡ଼ ରେଖା ସହ କିଛି ଛୋଟ ଛୋଟ ରେଖା ଗୁଡିକ ମଧ୍ୟ ରହିଛି । ସେହି ରେଖା ଗୁଡିକ ଆମ ଜୀଵନ ରେ ବହୁତ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ମଧ୍ୟ ଗ୍ରହଣ କରିଥାଏ । ଏହି ରେଖା ରୁ ବେଳେ ବେଳେ ଅନେକ ଚିହ୍ନ ମଧ୍ୟ ପ୍ରସ୍ତୁତ ହୋଇଥାନ୍ତି ଯାହା ଆମ ପାଇଁ କିଛି ଶୁଭ ଥାଏ ଏବଂ କିଛି ଅ-ଶୁ-ଭ ଥାଏ । ହସ୍ତ ସାମୁଦ୍ରିକ ଶା-ସ୍ତ୍ର ରେ ଶଙ୍ଖ,ଚକ୍ର, ସ୍ୱସ୍ତିକ, ତ୍ରିଶୁଳ, କ୍ରସ, ପଦ୍ମ ଆଦି ଚିହ୍ନ କୁ ବହୁତ ମହତ୍ତ୍ୱ ପୂର୍ଣ କୁହାଯାଇଛି ।ହସ୍ତ ସାମୁଦ୍ରିକ ଶା-ସ୍ତ୍ର ରେ ଏହି ଚିହ୍ନ ଗୁଡିକ ର କିଛି ରହସ୍ୟ ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି ତେବେ ଆସନ୍ତୁ ସେହି ଉପରେ ବିସ୍ତାର ପୂର୍ବକ ଚର୍ଚ୍ଚା କରିବା ।
୧- ପ୍ରଥମରେ ଯେଉଁ ଲୋକଙ୍କ ହାତରେ ମନ୍ଦିର ଚିହ୍ନ ଥାଏ ତେବେ ସେମାନଙ୍କୁ ବହୁତ ଶୁଭ ଏବଂ ଭାଗ୍ୟଶାଳୀ କୁହାଯାଏ । ଏହା ଛଡା ଏମାନେ ବହୁତ ବୁଦ୍ଧିମାନ ମଧ୍ୟ ହୋଇ ଥାଆନ୍ତି ଏବଂ ଲୋକମାନେ ସେମାନଙ୍କ ପାଖକୁ ସଲାହ ନେବାକୁ ମଧ୍ୟ ଆସିଥାନ୍ତି ।୨- ଦ୍ଵିତୀୟ କଥା ଯେଉଁ ଲୋକଙ୍କ ହାତରେ କୌଣସି ବି ସ୍ଥାନରେ ଯଦି ସ୍ୱସ୍ତିକ ର ଚିହ୍ନ ରହିଥାଏ ତେବେ ତାହା ବହୁତ ଶୁଭ ଅଟେ । ସେମାନେ ସୌଭାଗ୍ୟଶାଳୀ ଥାଆନ୍ତି । ହାତରେ ସ୍ୱସ୍ତିକ ଚିହ୍ନ ରହିବା ବହୁତ ଭଲ ଏବଂ ଭଗବାନ ଙ୍କ ଆଶୀର୍ବାଦ ମଧ୍ୟ ତେଣୁ ହାତରେ ସ୍ୱସ୍ତିକ ର ଚିହ୍ନ ରହିବା ଅତି ଶୁଭ ଅଟେ । ଏହି ବ୍ୟକ୍ତି ମାନଙ୍କ ଜୀଵନ ଐଶ୍ୱର୍ଯ୍ୟ ରେ ଭରି ରହିଥାଏ ସେମାନେ ସମସ୍ତ ସୁଖ ସୁବିଧା ପାଇଥାନ୍ତି । ଜୀଵନ କୁ ଖୁସି ରେ ଅତିବାହିତ କରିଥାନ୍ତି ।୩-ତୃତୀୟ ରେ ଯଦି ଆପଣଙ୍କ ତର୍ଜନୀ ଆଙ୍ଗୁଳି ର ନଖ ରେ ଅର୍ଦ୍ଧ ଚନ୍ଦ୍ର ର ଚିନ୍ହ ରହିଛି ତେବେ ଏହାର ଅର୍ଥ ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି । ଏଜ ଅତ୍ୟନ୍ତ ଶୁଭ ଦାୟକ ଅଟେ । କାରଣ ଯେଉଁ ବ୍ୟକ୍ତି ମାନଙ୍କ ତର୍ଜନୀ ଆଙ୍ଗୁଳି ର ନଖ ରେ ଅର୍ଦ୍ଧ ଚନ୍ଦ୍ର ଭଳି ଚିନ୍ହ ରହିଛି ସେମାନଙ୍କୁ ଖୁବ ଶୀଘ୍ର ଉନ୍ନତି ହାସଲ ହୋଇଥାଏ ।
୪-ଚତୁର୍ଥ ରେ ଯଦି ଆପଣଙ୍କ ମଧ୍ୟମ ଆଙ୍ଗୁଳି ର ନଖ ରେ ଅର୍ଦ୍ଧ ଚନ୍ଦ୍ର ଚିନ୍ହ ରହିଛି ତେବେ ଏହାର ଅର୍ଥ ଆପଣ ମେସିନ ଏବଂ ଉଦ୍ୟୋଗ ଭଳି କାର୍ଯ୍ୟ ରେ ନିୟୋଜିତ ରୁହନ୍ତି ଏବଂ ସେଥିରେ ସଫଳତା ହାସଲ କରିଥାନ୍ତି । ମଧ୍ୟମ ଆଙ୍ଗୁଳି କୁ ଶନି ଙ୍କ ପ୍ରତୀକ କୁହାଯାଏ । କାରଣ ଏହା ଅନ୍ୟ ଆଙ୍ଗୁଳି ମାନଙ୍କ ଠାରୁ ବଡ଼ ଅଟେ ।୫-ପଞ୍ଚମ ରେ ଯଦି ଆପଣଙ୍କ କନିଷ୍ଠ ଆଙ୍ଗୁଳି ର ନଖ ରେ ଅର୍ଦ୍ଧ ଚନ୍ଦ୍ର ର ଚିନ୍ହ ରହିଛି ତେବେ ଏହାର ଅର୍ଥ ଆପଣ ଭବିଷ୍ୟତ ରେ ସଫଳତା ହାସଲ କରିବେ ଏବଂ ଆପଣଙ୍କୁ ଅନେକ ଲାଭ ପ୍ରାପ୍ତ ହେବ ।
୬- ଷଷ୍ଠ ରେ ଯଦି ଆପଣଙ୍କ ବୃଢ଼ା ଆଙ୍ଗୁଳି ରେ ଏଭଳି ଅର୍ଦ୍ଧ ଚନ୍ଦ୍ର ର ଚିନ୍ହ ରହିଛି ତେବେ ଏହାର ଅର୍ଥ ଆପଣ ବହୁତ ଅଳସୁଆ ଅଟନ୍ତି ଏବଂ ସମସ୍ତ କାର୍ଯ୍ୟ କୁ ସହଜ ଉପାୟ ରେ କରିବାକୁ ଚେଷ୍ଟା କରନ୍ତି । କିନ୍ତୁ ଆପଣ କେବେବି ଅନ୍ୟ କୌଣସି ବ୍ୟକ୍ତି ଉପରେ ଇର୍ଷା କରନ୍ତି ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button