IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଏହି ୩ ବ୍ୟକ୍ତି ଙ୍କ ଭଲ କେବେବି କରନ୍ତୁ ନାହିଁ , ନ ହେଲେ ପଛରେ ପସ୍ତେଇବେ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଜୀବନ ରେ ଜଣେ ଭଲ ବନ୍ଧୁ ର ଆବଶ୍ୟକତା ରହିଛି । ଯିଏ ତାଙ୍କୁ ସର୍ବଦା ସଠିକ ମାର୍ଗ ରେ ଚାଲିବା ଶିଖାଉଥିବ । ସେହିପରି ଭାବରେ ପ୍ରତ୍ୟେକ ବ୍ୟକ୍ତି ଙ୍କ ଜୀବନ ରେ ଏଭଳି ଜଣେ ଶ-ତ୍ରୁ ରହିବା ମଧ୍ୟ ଆବଶ୍ୟକ ଯେଉଁ ମାନଙ୍କ ପାଇଁ ବ୍ୟକ୍ତି ଜୀବନ ରେ ଆଗକୁ ବଢ଼ି ପାରିବ । ଆପଣ ମାନେ ତ ଶୁଣିଥିବେ ଯେ, ଅନ୍ୟ ବ୍ୟକ୍ତି ଙ୍କୁ ଜଣେ ଭଲ ବନ୍ଧୁ ରୂପରେ ସାହାଯ୍ୟ କରିବା ମଙ୍ଗଳକର କାର୍ଯ୍ୟ ହୋଇଥାଏ ।କିନ୍ତୁ ଶା-ସ୍ତ୍ର ଅନୁସାରେ ଏଭଳି ୩ ଜଣ ବ୍ୟକ୍ତି ଙ୍କ ସମ୍ବନ୍ଧରେ କୁହାଯାଇଛି ଯେଉଁ ମାନଙ୍କୁ ସାହାଯ୍ୟ କରିବା ଆଦୋୖ ଉଚିତ ନୁହେଁ ଏବଂ ସେମାନଙ୍କ ଭଲ ଚାହିଁବା ମଧ୍ୟ ଉଚିତ ନୁହେଁ । ସେମାନଙ୍କୁ ସାହାଯ୍ୟ କରିବା ଦ୍ଵାରା ନିଜର ସ-ର୍ବ-ନା-ଶ ହୋଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ସମ୍ବନ୍ଧରେ କହିବୁ । ଆସନ୍ତୁ ବିସ୍ତାର ରୂପରେ ଜାଣିବା ।୧. ବନ୍ଧୁଗଣ ପ୍ରଥମ ରେ ହେଉଛି, କେବେବି କୌଣସି ମୂର୍ଖ ବ୍ୟକ୍ତି ଙ୍କୁ ଜ୍ଞାନ ଦେବା ଉଚିତ ନୁହେଁ । ଏଭଳି ବ୍ୟକ୍ତି ଙ୍କୁ ଜ୍ଞାନ ଦେବା ର କୌଣସି ଫାଇଦା ନାହିଁ । ବରଂ ସେମାନେ ଆପଣଙ୍କୁ ଖ-ରା-ପ ଭାବନ୍ତି ଏବଂ ଆପଣ ଦେଇଥିବା ଜ୍ଞାନ ର ଅ-ସ-ଦ୍ ଉପଯୋଗ କରନ୍ତି । ଏହାଦ୍ବାରା ସମାଜ ରେ ଆପଣଙ୍କ ନି-ନ୍ଦା ହୋଇଥାଏ । ତେଣୁ କେବେବି କୌଣସି ମୂର୍ଖ ବ୍ୟକ୍ତି ଙ୍କୁ ଅଯଥା ନିଜର ସମୟ ନ-ଷ୍ଟ କରି ଜ୍ଞାନ ପ୍ରଦାନ କରନ୍ତୁ ନାହିଁ ।୨. ବନ୍ଧୁଗଣ ଦ୍ବିତୀୟ ରେ ହେଉଛି, ଚରିତ୍ର ହୀ-ନ ଓ ଝ-ଗ-ଡ଼ା କରୁଥିବା ନାରୀ ଙ୍କ ସହିତ କେବେବି ସମ୍ବନ୍ଧ ସ୍ଥାପନ କରନ୍ତୁ ନାହିଁ । ଏଭଳି ନାରୀ ଆପଣଙ୍କୁ ନୁହେଁ , କେବଳ ଆପଣଙ୍କ ସମ୍ପତ୍ତି କୁ ଭଲ ପାଇଥାନ୍ତି । ଏମାନଙ୍କ କାର୍ଯ୍ୟକଳାପ ଦ୍ୱାରା ସମାଜ ରେ ଆପଣଙ୍କ ମାନ ସମ୍ମାନ ର ହା-ନୀ ହୋଇଥାଏ । ତେଣୁ ଯେତେ ଦୂର ସମ୍ଭବ ଏଭଳି ନାରୀ ଙ୍କ ଠାରୁ ଦୂର ରେ ରୁହନ୍ତୁ ।୩. ବନ୍ଧୁଗଣ ତୃତୀୟ ରେ ହେଉଛି, ଯେଉଁ ବ୍ୟକ୍ତି ଅଳ୍ପ ରେ ସନ୍ତୁଷ୍ଟ ହୋଇ ନଥାନ୍ତି ସେହି ବ୍ୟକ୍ତି ଙ୍କ ସହିତ କେବେବି ସମ୍ପର୍କ ବାନ୍ଧନ୍ତୁ ନାହିଁ । ଏଭଳି ବ୍ୟକ୍ତି ସର୍ବଦା ଅଧିକ ଆଶା ରଖନ୍ତି ଏବଂ ଆଶା ପୂର୍ଣ୍ଣ ନ ହେଲେ ଭଗବାନ ଓ ନିଜ ଭାଗ୍ୟ କୁ ଦୋଷ ଦେଇଥାନ୍ତି । ଏଭଳି ବ୍ୟକ୍ତି କର୍ମ ଠାରୁ ଅଧିକ ଫଳ ପ୍ରତି ଆଶା ରଖନ୍ତି । ଏମାନେ କେବେବି ଖୁସି ରେ ରୁହନ୍ତି ନାହିଁ ଏବଂ ଏମାନଙ୍କ ପାଖରେ ରହୁଥିବା ବ୍ୟକ୍ତି ମଧ୍ୟ କେବେବି ଖୁସି ରେ ରୁହନ୍ତି ନାହିଁ । ତେଣୁ ଏଭଳି ବ୍ୟକ୍ତି ଙ୍କ ଠାରୁ ସର୍ବଦା ଦୂରତା ବଜାୟ ରଖନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button