IBN ଓଡ଼ିଶା ଏକ୍ସକ୍ଲୁସିଭ୍

ମାତା ଲକ୍ଷ୍ମୀ କୁହନ୍ତି କି ରାତିରେ ଶୋଇବା ପୂର୍ବରୁ ଝାଡୁ ତଳେ ଲୁଚେଇ ରଖିଦିଅନ୍ତୁ ଏହି 1 ଜିନିଷ – କେବେ ବି ଆପଣଙ୍କ ଘରକୁ ଦରିଦ୍ରତା ଆସିବନି

ନମସ୍କାର ବନ୍ଧୁଗଣ ଆମେ ନିତ୍ୟ ଦିନ ଜୀବନରେ ଜଣାତରେ କିମ୍ବା ଅଜାଣତରେ ଆମ ଦ୍ୱାରା କିଛି ଏହି ପରି ଭୁଲ ହୋଇ ଯାଏ କି, ଯାହାର ପ୍ରଭାବ ଆମ ଘର ପରିବାର ଉପରେ ପଡ଼ିଥାଏ । ବନ୍ଧୁଗଣ ବାସ୍ତୁ ଶା-ସ୍ତ୍ର ଅନୁସାରେ ଆମ ଘରେ ପ୍ରତ୍ୟେକ ବସ୍ତୁ କୁ ରଖିବା ର ସ୍ଥାନ ନିର୍ଧାରିତ ହୋଇଥାଏ । କିନ୍ତୁ ଆମକୁ ଏହାର କୌଣସି ଜ୍ଞାନ ନଥାଏ । ସେହି ପରି କିଛି ଭୁଲ ଆମେ ଝାଡୁ କୁ ନେଇ କରିଥାଉ ।
ଝାଡ଼ୁ ର ଭୁଲ ବ୍ୟବହାର ଯେଉଁଠି ଦରିଦ୍ରତା କୁ ଆଣିଥାଏ । ସେହି ପରି ତାର ସଠିକ ବ୍ୟବହାର ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।ବାସ୍ତୁ ଶା-ସ୍ତ୍ର ଅନୁସାରେ ଝାଡୁ କୁ କିଣିବା ପାଇଁ ତାର ସଠିକ ସମୟ ଦିନ ଏବଂ ସଠିକ ସ୍ଥାନର ଧ୍ୟାନ ଦିଆଯାଏ । ଏବଂ ଘରର ପୁରୁଣା ଝାଡୁ କୁ ବାହାରେ ଫିଙ୍ଗିବା ର ମଧ୍ୟ ନିୟମ ରହିଛି ।
ଝାଡୁ ଯାହାକୁ ଆମେ ଏକ ସାମାନ୍ୟ ବସ୍ତୁ ଭାବିଥାଉ ପରନ୍ତୁ ଶା-ସ୍ତ୍ର ରେ ତାହାକୁ ମାତା ଲକ୍ଷ୍ମୀ ଙ୍କ ତୁଲ୍ୟ ବୋଲି କୁହାଯାଏ । ଝାଡୁର ଆମର ଅଜାଣତରେ ହିଁ ବେଳେ ବେଳେ ଆମ ଦ୍ୱାରା ତାହାର ଅପମାନ ହୋଇଯାଇ ଥାଏ । ଏବଂ ଏହାର ପ୍ରଭାବ ଆମର ଆର୍ଥିକ ଏବଂ ପରିବାର ତଥା ସାମାଜିକ ଜୀଵନ ଉପରେ ପଡ଼ିଥାଏ ।ଆପଣ ମାନେ ବୋଧ ହୁଏ ଏହା ଜାଣି ନଥିବେ କି ଝାଡୁ କୁ ଏକ ନିଶ୍ଚିତ ସ୍ଥାନରେ ରଖାଯିବ ଉଚିତ । ଏବଂ ତାକୁ ଉଚିତ ସ୍ଥାନରେ ରଖିବା ଦ୍ୱାରା ଘରେ ସୁଖ ସମୃଦ୍ଧି ଆସିଥାଏ ।
ତେବେ ଚାଲନ୍ତୁ ଜାଣିନେବା କି ଝାଡୁ କୁ କେଉଁ ସ୍ଥାନରେ ରଖିବା ଉଚିତ ଏବଂ କଣ କରିବା ଦ୍ୱାରା ଘରେ ଦାରିଦ୍ର୍ୟତା ଆସି ନଥାଏ ତେବେ ଆସନ୍ତୁ ଜାଣିନେବା ।
ଝାଡୁ କୁ ମାତା ଲକ୍ଷ୍ମୀ ଙ୍କ ପ୍ରତୀକ ବୋଲି କୁହାଯାଏ । ତେବେ ଆପଣ ଯଦି କୌଣସି ଏକାଦଶୀ ଦିନ ପାଖରେ ଥିବା କୌଣସି ମନ୍ଦିର ରେ ତିନୋଟି ଝାଡୁ ର ଗୁପ୍ତ ଦାନ କରିବା ଉଚିତ ।ପ୍ରାତଃ କାଳ ରୁ ଝାଡୁ ମନ୍ଦିର ରେ ରଖି ଆସି ପାରିବେ କିମ୍ବା ମନ୍ଦିର ରେ ସଫା କରି ସେହି ଠାରେ ରଖି ଦେଇ ଆସି ପାରିବେ । ଶା-ସ୍ତ୍ର ରେ ଗୁପ୍ତ ଦାନ ର ବହୁତ ମହିମା ରହିଛି ।
ଘରେ ଯଦି ଆପଣ ଝାଡୁ କରନ୍ତି ତେବେ ଯଦି ଅଇଁଠା ପଡ଼ିଥାଏ ତେବେ ତାହାକୁ ଝାଡୁ କରିବେ ନାହିଁ ଏହା ଉଚିତ ନୁହେଁ ଏବଂ ଗୁରୁବାର ଦିନ ଘରକୁ ପୋଛା ଯାଇ ନଥାଏ ଏବଂ ଯଦି ପୋଛିବା ଅତି ଜରୁରୀ ଥାଏ ତେବେ ଆପଣ ସେହି ପାଣି ରେ ଅଳ୍ପ ହଳଦୀ ପକାଇ ପୋଛି ପାରିବେ ।
ଝାଡୁ କୁ କେବେବି କୌଣସି ଖୋଲା ସ୍ଥାନରେ ରଖନ୍ତୁ ନାହିଁ ସର୍ଵଦା ତାକୁ ଲୁଚାଇ ରଖନ୍ତୁ କବାଟ କୋଣ ରେ ରଖି ପାରିବେ ।ଆପଣ ରାତିରେ ଶୋଇବା ପୂର୍ବରୁ କବାଟ ପାଖରେ ଝାଡୁ କୁ ରଖିବେ ଠିଆ କରିକି ରଖିବେ ନାହିଁ ଏବଂ ଝାଡୁ ରଖିବା ସମୟରେ ତା ତଳେ ଜିରା ର କିଛି ଦାନା ରଖି ଦେବେ ଏବଂ ସକାଳେ ତାକୁ ମଧ୍ୟ ଓଳାଇ ଦେବେ ଏହା କରିବା ଦ୍ୱାରା ଆପଣ ଙ୍କ ଘରେ ସୁଖ ଶାନ୍ତି ଏବଂ ସମୃଦ୍ଧି ଆସିଥାଏ ।
ଏହା ଛଡା ଝାଡୁ ଉପରେ କେବେବି ଚଢ଼ିବା ଉଚିତ ନୁହେଁ ତେବେ ଏହି ସବୁ ଉପାୟ ଦ୍ୱାରା ବାସ୍ତୁ ଦୋଷ ଦୁର ହୋଇଥାଏ ଏବଂ ଘରେ ମଧ୍ୟ ସୁଖ ଶାନ୍ତି ଆସିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button