IBN ଓଡ଼ିଶା ଏକ୍ସକ୍ଲୁସିଭ୍

ନବରାତ୍ରି ରେ ଘରକୁ ଆଣନ୍ତୁ ଏହି 4 ଟା ରୁ କୌଣସି 1 ଜିନିଷ – ବର୍ଷ ଯାକ ଧନର ଅଭାବ ରହିବ ନାହିଁ

ନମସ୍କାର ବନ୍ଧୁଗଣ ତେବେ ଆଗକୁ ଆସୁଛି ପାର୍ବଣ ନବରାତ୍ରୀ ପୂଜା ତେବେ ଏହି ନବରାତ୍ରି କୁ ଆଦିଶକ୍ତି ଙ୍କ ଆରାଧନା ର ସର୍ଵ ଶ୍ରେଷ୍ଠ ସମୟ କୁହାଯାଏ । ରୁକବେଦ ର ଦଶମ ମଣ୍ଡଳ ର ଦେବୀ ଶୁକ୍ତ ରେ ଆଦିଶକ୍ତି ଙ୍କ ଉପାସନା କରି କୁହାଯାଇଛି କି ସିଏ ନିଜର ଭକ୍ତ ଙ୍କୁ ସୋଭାଗ୍ୟ ପ୍ରଦାନ କରିବା ବାଲି ଏବଂ ସମସ୍ତ ସଂସାରର ଦେବୀ ସେ । ନବରାତ୍ରି ଏକ ଉତ୍ସବ ନୁହେଁ ବରଂ ତ୍ୟାଗ, ଧୋର୍ୟ୍ଯ ,ପରୋପକାର ଏବଂ ନିଜ ଇନ୍ଦ୍ରିୟ କୁ ଶୁଦ୍ଧ କରିବାର ଆଧ୍ୟାତ୍ମିକ ଅଵସର ମଧ୍ୟ । ଆମେ ମାତାଙ୍କ ଭକ୍ତି ଆରାଧନା କରି ତାଙ୍କ ଆଶୀର୍ବାଦ ପାଇଥାଉ ।ତେବେ ନବରାତ୍ରି ର ଆରମ୍ଭ ଏହି ଥର ଏହି ଭଳି ସମୟରେ ହେବାକୁ ଯାଉଛି ଯେତେବେଳେ କିଛି ସମସ୍ୟା ଆମ ଜୀବନରେ ରହିଛି ତେବେ ଯଦି ଆମେ ଭକ୍ତି ପୂଜନ କରି ମାତା ଭଗବତୀ ଙ୍କୁ ପ୍ରସନ୍ନ କରିଦେବା ତେବେ ଆମ ଜୀଵନ ରେ ଥିବା ସମସ୍ତ ଦୁଃ-ଖ କ-ଷ୍ଟ ଦୁର ହେବ ଏବଂ ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଯିବ । ଏହି ଦୁଇ ଶୁଭ ମୁହୂର୍ତ୍ତରେ ଭୂମି ପୂଜନ, ଭବନ ନିର୍ମାଣ ଏବଂ ଅନ୍ୟ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରି ପାରିବୁ । ଆପଣ ଯାହାବି କିଛି କରିବେ ସେଥିରେ ସଫଳତା ନିଶ୍ଚିତ ପାଇବେ ।ଏଥର ନବରାତ୍ରି ୭ ଅକ୍ଟୋବର ରୁ ଆରମ୍ଭ ହୋଇଛି । ପ୍ରତିପଦା ତିଥିରେ ରେ ଏହି ନବରାତ୍ରି ପଡ଼ିଥାଏ ଏବଂ ୭ ରୁ ଆରମ୍ଭ ହୋଇ ୧୪ ତାରିଖ ପର୍ଯ୍ୟନ୍ତ ନବରାତ୍ରୀ ପାଳନ ହୁଏ ଏବଂ ୧୫ ତାରିଖ ରେ ଦଶହରା ପାଳନ କରାଯିବ ।
ପ୍ରଥମ ଦିନ ଆପଣ ଶୈଳୀପୁତ୍ରୀ ଙ୍କ ପୂଜାର୍ଚ୍ଚନା କରା ଯିବ । ଏବଂ କଳସ ସ୍ଥାପନ କରାଯିବା ଉଚିତ । ଏହି ଦିନ ଠାରୁ ଅ-ଖ-ଣ୍ଡ ଦୀପ ଜା-ଳି ପାରିବେ । ଏବଂ ସେ ଦୀପ ନଅ ଦିନ ଯାକ ଜ-ଳି-ବା ଉଚିତ । ମାତାଙ୍କୁ ନୂତନ ବସ୍ତ୍ର ପିନ୍ଧାଇବା ଏବଂ ପୁଷ୍ପ ଫଳ ଭୋଗ କରିବା । ଧୂପ ଦୀପ ଜା-ଳି-ବା ।ତେବେ ଏହି ନବରାତ୍ରି ଦିନ ଆପଣ ନିଜ ଘରେ କିଛି ଏପରି ଜିନିଷ କରନ୍ତୁ ଯାହା ଦ୍ୱାରା ଆପଣ ଙ୍କ ଘରେ ସଦା ସର୍ବଦା ଶାନ୍ତି,ସୁଖ ଏବଂ ସମୃଦ୍ଧି ବଜାୟ ରହିବ ।
୧- ପ୍ରଥମରେ ହେଉଛି ଆପଣ ଏହି ନବରାତ୍ରି ଦିନ ପ୍ରଥମେ ଆପଣ ମାତା ଦୁର୍ଗା ଙ୍କୁ ଶୃଙ୍ଗାର କରନ୍ତୁ ଏବଂ ସୁନ୍ଦର ଭାବରେ ସଜେଇ ଦିଅନ୍ତୁ ଏବଂ ନିଜେ ମଧ୍ୟ ସୁନ୍ଦର ଭାବରେ ସଜ ହୋଇ ଯାଆନ୍ତୁ ଏବଂ ନବରାତ୍ରି ପରେ ଆପଣ ଚାହିଁଲେ ଏହି ଶୃଙ୍ଗାର ଜିନିଷ କୁ ନିଜ ପାଖରେ ରଖିଦେବେ ଏବଂ ଚାହିଁଲେ ସାଧବା ବ୍ରାହ୍ମଣୀ ଙ୍କୁ ଦାନ ମଧ୍ୟ କରି ପାରିବେ ।
୨- ଦ୍ଵିତୀୟ ରେ ହେଉଛି ଆପଣ ଏହି ନବରାତ୍ରି ଦିନ ଚାନ୍ଦି କିମ୍ବା ସୁନା ର କଏନ ଆଣି ପୂଜା କରି ପାରିବେ ଏବଂ ସର୍ଵଦା ନିଜ ପାଖରେ ସମ୍ଭାଳି ରଖି ମଧ୍ୟ ପାରିବେ ଏହା ଦ୍ୱାରା ଆପଣଙ୍କ ଧନ ରତ୍ନ ବଢିବ ।୩- ତୃତୀୟ ରେ ହେଉଛି ଆପଣ ଏହି ନବରାତ୍ରି ସମୟରେ ପଦ୍ମ ଫୁଲ କୁ ମଧ୍ୟ ଘରକୁ ଆଣିବା ଅତ୍ୟନ୍ତ ଶୁଭ । ତେବେ ମାତାଙ୍କ ଏହା ପ୍ରିୟ ଫୁଲ ତା ଛଡା ଏହି ଫୁଲ ଘରେ ରହିଲେ ସର୍ଵଦା ସୁଖ ସମୃଦ୍ଧି ଏବଂ ସକରାତ୍ମକ ବାତାବରଣ ରହିଥାଏ ।
୪- ଚତୁର୍ଥ ରେ ଘରକୁ ଦକ୍ଷିଣାବର୍ତ୍ତି ଶଙ୍ଖ ଆଣନ୍ତୁ । ଏହାକୁ ଶାସ୍ତ୍ର ରେ ମାତା ଲକ୍ଷ୍ମୀ ଙ୍କ ପ୍ରତିମା ବୋଲି ମଧ୍ୟ କୁହାଯାଏ । ତେବେ ଏହି ଶୁଭ ଅବସର ରେ ଏହି ଶଙ୍ଖ କୁ ଘରେ ଆଣି ରଖିବା ଦ୍ୱାରା ଆପଣଙ୍କ ଘରେ ସୁଖ ଶାନ୍ତି ଏବଂ ସମୃଦ୍ଧି ବଢ଼ିଯାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button