IBN ଓଡ଼ିଶା ଏକ୍ସକ୍ଲୁସିଭ୍

ରାମାୟଣର ସୀତା’ ଏବେ ଦେଖାଯାଉଛନ୍ତି ଏମିତି, ଦେଖନ୍ତୁ ତାଙ୍କ ଫଟୋ ଗୁଡିକ

ରାମାଣୟ ଆମର ହିନ୍ଦୁ ଧର୍ମର ଏକ ପବିତ୍ର ଗ୍ରନ୍ଥ ଅଟେ । ଏହା ବର୍ତମାନ ସମୟରେ ଜଣା ନାହିଁ କେତେ ଭାଷା ଏବଂ ସିରିଏଲ ତଥା ଫିଲ୍ମ ଏବଂ କାର୍ଟୁନ୍ ସୋ ରେ ତିଆରି ହୋଇଛି । ଆମେ ମାନେ ଯଦି ଆଜିର ଦିନରେ ବି ରାମାୟଣ ଦେଖେ ତେବେ ବହୁତ ଖୁସି ଲାଗି ଥାଏ । ଯଦି ଆମେ ପୁରୁଣା କଥା କହିବା ତେବେ 90 ଦଶକରୁ ଚାଲି ଆସି ଥିବା ରାମାୟଣ ସୋ ଟି ସେହି ସମୟରେ କେବଳ ରବିବାର ଦିନ ଦେଉ ଥିବା ବେଳେ ଲୋକ ମାନେ ସେହି ସମୟ ରେ ଏହାକୁ ଅତି ଆକୃଷ୍ଠ ଭାବେ ଦେଖିବା ପାଇଁ ପସନ୍ଦ କରୁ ଥିଲେ ।

ସେହି ସମୟ ରେ ଟିଭି ବି ବହୁତ ଲୋକ ମାନଙ୍କ ଘରେ ନଥିବା ବେଳେ ଲୋକ ମାନେ ଅନ୍ୟ ବଡ ଲୋକ ମାନଙ୍କ ଘରେ ଦେଖିବା ପାଇଁ ଯାଉ ଥିଲେ ।

ଆମେ ଆଜି ଆପଣ ମାନଙ୍କୁ ଏହି ସବୁ କହିବାର କାରଣ ହେଲା ସେହି ସମୟ ରେ ଆପଣ ମାନଙ୍କ ଅତି ପ୍ରିୟ ରାମାୟଣରେ ସୀତା ଭୂମିକା ରେ ଥିବା ଅଭିନେତ୍ରୀଙ୍କ ବିଷୟ ରେ ଆମେ ଆଜି ସଂମ୍ପୂର୍ଣ୍ଣ ଭାବେ ସୂଚନା ଦେବୁ ଏବଂ ଆଜିର ଦିନ ରେ ସେ କେମିତି ଦେଖା ଜାଉଛନ୍ତି  ସେହି ବିଷୟ ରେ ଆପଣ ମାନଙ୍କୁ କହିବା ସହିତ ତାଙ୍କର କିଛି ଫୋଟ କୁ ମଧ୍ୟ ଦେଖାଇବୁ ।

ଯଦି ସୀତାଙ୍କ କଥା କହିବା ସେହି ସମୟରେ ଏହି ସୋର ଖାସ୍ ଅଭିନେତ୍ରୀ ଭାବେ କାମ କରୁ ଥିଲେ ଏହି ମହିଳା । ଏହି ଅଭିନେତ୍ରୀଙ୍କ ନାମ ଦିପିକା ଚୋଖଲିଆ ସେହି ସମୟରେ ବହୁତ ପପୁଲାର୍ କ୍ୟାରେକ୍ଟରରେ ଥିବା ଏହି ଅଭିନେତ୍ରୀ ଆଜିର ଦିନ ରେ ମୋଟି ହୋଇଛନ୍ତି । କିନ୍ତୁ ସେମିତି ହିଁ ସୁନ୍ଦର ରହିଛନ୍ତି ।ବର୍ତମାନ ସମୟ ରେ ସେ 52 ବର୍ଷ ର ହୋଇ ସାରିଛନ୍ତି । ତାଙ୍କର ଜନ୍ମ 29 ଏପ୍ରିଲ 1965 ରେ ହୋଇ ଥିବା ବେଳେ ସେ 1985 ରୁ 1995 ମଧ୍ୟ ରେ ବହୁତ ଗୁଡ଼ିଏ ସିରିଏଲ ରେ ଆକ୍ଟିଭ୍ ରହି ଥିଲେ ।

କିନ୍ତୁ ଆପଣ ମାନଙ୍କୁ ସୂଚନା ଦେବୁ କି ଆପଣ ମାନଙ୍କ ଏହି ପ୍ରିୟ ଅଭିନେତ୍ରୀ ବର୍ତମାନ ସମୟ ରେ ଗୋଟିଏ ହାଉସ୍ ୱାଇଫ୍ ଭାବେ ରହିଛନ୍ତି ।

ସେ ସିଙ୍ଘାର୍ ବାଦୀ କମ୍ପାନୀ ର ମାଲିକ ହେମନ୍ତ ଦିପୱାଲା ଙ୍କୁ ବିବାହ କରି ଥିବା ବେଳେ ବର୍ତମାନ ସମୟ ରେ ସେ ବହୁତ ପରିମାଣ ରେ ପରିବର୍ତନ ହୋଇ ସାରିଛନ୍ତିୁ ।

Related Articles

Leave a Reply

Your email address will not be published. Required fields are marked *

Back to top button