IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଶୋଇବା ସମୟରେ ଭୁଲରେ ବି କରନ୍ତୁ ନାହିଁ ଏହି କାମ…

ବନ୍ଧୁଗଣ ସୁଖ ଏବଂ ଗଭୀତ ନିଦ ଗୋଟିଏ ଏମିତି ଜିନିଷ ଅଟେ ଜାହାକୁ ପାଇବା ପାଇଁ ବହୁତ ଲୋକ ମାନେ ବହୁତ ପରିମାଣରେ ଚେଷ୍ଟା ତଥା କଷ୍ଟ କରି ଥାନ୍ତି । ହେଲେ ସେହି ପରି କ୍ଷେତ୍ରରେ ବାସ୍ତୁ ଶାସ୍ତ୍ରର ପାଳନ କରିବା ନିତ୍ୟନ୍ତ ଆବଶ୍ୟକ ହୋଇ ଥାଏ । ଏହା ଦ୍ୱାରା ଆପଣ ମାନଙ୍କ ସମସ୍ୟାର ସମାଧାନ ଏବଂ ଆର୍ଥିକ ଅବସ୍ଥା ଭଲ ରହେ ।

ତେବେ ଆସନ୍ତୁ ଶୋଇବା ସମୟରେ କେତଟି ନିୟମ ବା କାର୍ଯ୍ୟ ବିଷୟ ରେ କହିବୁ ଜାହା କେବେ ବି କରିବା କଥା ନୁହେଁ ।ପ୍ରଥମେ ବହୀ କୁ ମୁଣ୍ଡ ଉପରେ ରଖି ଶୋଇବା ଦ୍ୱାରା ବିଦ୍ୟା ଦେବୀ ସରଶ୍ୱତୀ ରାଗି ଜାଇ ଥାନ୍ତି । ଏହାକୁ ସବୁ ସମୟ ରେ ଉଚିତ୍ ସ୍ଥାନରେ ରଖିବା ପରେ ହିଁ ଶୋଇବା ଦରକାର । ସେହି ପରି ବେଳେ କେବେ ବି ଗୃହ ର ପ୍ରବେଶ ଦ୍ୱାର ଆଡକୁ ମୁଣ୍ଡ କରି ସୁଅନ୍ତୁ ନାହିଁ ।

ନଚେତ୍ ଆପଣ ମାନେ ଲକ୍ଷ୍ନୀ ଛଡା ହୋଇ ପାରନ୍ତି । ସେହି ପରି କ୍ଷେତ୍ର ରେ ଆପଣ ମାନେ ଯଦି ନିଜର ମୁଣ୍ଡ ବା ତକିଆ ତଳେ ଘଡି କୁ ରଖନ୍ତି । ତେବେ ଆପଣ ମାନଙ୍କ କାର୍ଯ୍ୟ ର ଅସଫଳ ଦେଖିବା ପାଇଁ ମିଳେ ।

ସବୁ ବେଳେ ହାଲ୍କା ରଙ୍ଗର ତକିଆ ବା ବେଡସିଟ୍ ବିଛେଇବା ଦ୍ୱାରା ଆପଣ ମାନଙ୍କୁ ବହୁତ ଜଲ୍ଦି ନିଦ ଆସି ଜାଇ ଥାଏ । ସେହି ପରି ଭାବେ ଶୋଇବା ସମୟ ରେ କେବେ ମୁଣ୍ଡ ପୂର୍ବ କୁ ଏବଂ ଗୋଡ ପଶ୍ଟିମ କୁ କରି ଶୋଇବା ଆବଶ୍ୟକ ତେବେ ଏମିତି ଶୋଈବା ଦ୍ୱାରା ଆପଣ ମାନଙ୍କ ନିଦ ଶାନ୍ତ ହୋଇ ଥାଏ ।

ଏବଂ ଆପଣ ମାନେ ଗଭୀର ନିଦ୍ରା କୁ ଜାଇ ପାରନ୍ତି ।କେବେ ଆପଣ ମାନଙ୍କ ଶୋଇବା ଘରେ ପିତୃ ପୁରୁଷ ମାନଙ୍କ ଫୋଟ ଲଗାନ୍ତୁ ନାହିଁ । ନଚେତ୍ ଆପଣ ମାନଙ୍କୁ ବହୁତ ଖରାପ୍ ସ୍ୱପ୍ନ ଦେଖିବା ପାଇଁ ମିଳି ପାରେ । ସେହି ପରି ବେଳେ କେବେ ନିଜର ମୁଣ୍ଡ ପାଖରେ ଜଳ ଗ୍ଲାସ୍ ରଖି କରି ଶୁଅନ୍ତୁ ନାହିଁ। । ଏହା ଦ୍ୱାରା ଆପଣ ମାନଙ୍କ ଆର୍ଥିକ ଅବସ୍ଥା ରେ ସମସ୍ୟା ଦେଖିବା ପାଇଁ ମିଳେ ।

Related Articles

Leave a Reply

Your email address will not be published. Required fields are marked *

Back to top button