ମନୋରଞ୍ଜନ

ଅନୁ ଚୌଧୁରୀଙ୍କ ଏତେ ସମ୍ପତି ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଅନୁଚୈଧୁରୀ ଯିଏ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ବହୁତ ନାମ କମେଇଛନ୍ତି । ତାଙ୍କର ମୋଟ୍ ସଂମ୍ପତୀ ଏବଂ ସେ ଗୋଟିଏ ଫିଲ୍ମ ପାଇଁ କେତେ ଟଙ୍କା ନିଅନ୍ତି ଏବଂ ତାଙ୍କର ଘର ବିଷୟ ରେ ଆମେ ଆପଣ ମାନଙ୍କୁ ଏଠାରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ । ଆଉ ବହୁତ କିଛି ଅଜଣା ତଥ୍ୟ ବିଷୟ ରେ ବି ଆମେ ଆପଣ ମାନଙ୍କୁ ଏଠାରେ କହିବା ପାଇଁ ଟାହିଁବୁ ଜାହାକୁ ଆପଣ ମାନେ କେବେ ବି ଜାଣି ନ ଥିବେ ।

ଅନୁଚୈଧୁରୀ କେବଳ ଓଡ଼ିଆ ନୁହେଁ ବରଂ ତେଲୁଗୁ ଫିଲ୍ମ ବି କରିଛନ୍ତି । ଏବଂ ବଙ୍ଗାଳା ଫିଲ୍ମ ବି କରିଛନ୍ତି । ଅନୁଚୈଧୁରୀ 1998 ମସିହା ରେ ଓଡ଼ିଆ ଫିଲ୍ମ ରେ ପାଦ ଦେଇ ଥିଲେ । ତାଙ୍କର ପ୍ରଥମ ଓଡ଼ିଆ ଫିଲ୍ମ ହେଲା ମାଁ ଗଜବାୟାଣୀ । ଏବଂ ଆଗାମୀ ସମୟରେ ଅନୁଦିଦି NOT OUT ଫିଲ୍ମ ଆସିବାର ରହିଛି ।

ତାଙ୍କର ବର୍ତମାନ ବୟସ 40 ଅଟେ । ସେ ଭୁବନେଶ୍ୱର ରେ ଜନ୍ମ ଗ୍ରହଣ କରି ଥିଲେ । ତାଙ୍କର ପ୍ରଥମ ତେଲୁଗୁ ଫିଲ୍ମ ଶୁଭ ବେଳା ଏବଂ ପ୍ରଥମ ବଙ୍ଗଳା ଫିଲ୍ମ ସୂର୍ଯ୍ୟା ଜାହା ବହୁତ ସୁପର ଡୁପର ହୋଇ ଥିଲା

ସେ କିଛି ବର୍ଷ ରେ ତଳେ ବିବାହ କରି ଥିଲେ ହେଲେ କିଛି ପର୍ସିନାଲ ମେଟର ଯୋଗୁଁ ସେ ଛାଡଡ ପତ୍ର ଦେଇ ଥିଲେ । ତାଙ୍କ ସ୍ୱାମୀ ଙ୍କ ନାମ ଥିଲା ବିଶାଲ ବର୍ମା । ଏମିତି ଅନୁ ଚୈଧୁରୀ ଙ୍କ ଆୟ ବିଷୟ ରେ ଜାଣିବା ସେ ବହୁତ ଗୁଡ଼ିଏ ଆଡ୍ କରି ଥାନ୍ତି ।

ଏହା ସହିତ ସେ ବହୁତ ଗୁଡିଏ ଅର୍ଗାନାଇଜେସନ ର ବ୍ରାଣ୍ଡ ଆମ୍ବାସେଟର ରହିଛନ୍ତି । ଏହି ଥିରେ ଆସୁ ଥିବା କମ୍ପାନୀ ମାନେ ବହୁତ ବଡ ବଡ ହୋଇ ଥିବାରୁ ସେ ଆଡ୍ ପାଇଁ 20 ଲକ୍ଷ ରୁ ଅଧିକ ଟଙ୍କା ଡିମାଣ୍ଡ କରନ୍ତି ।

 

ଏହି ସବୁ ଜଣା ପଡ଼ିଛି କି ଅନୁଚୈଧୁରୀ ଙ୍କ ବର୍ତମାନ ସଂମ୍ପତୀ 15 କୋଟି ରୁ ଅଧିକ ରହିଛି । ତାଙ୍କ ପାଖରେ ଭୂବନେଶ୍ୱର ରେ ଗୋଟିଏ ବଡ ଘର ରହିଛି ଏବଂ ଲଗଜୋରୀ କାର୍ ବି ଦୁଇଟି ରହିଛି । ଏବଂ ଏହା ସହିତ ଆପଣ ମାନଙ୍କୁ ସୂଚନା ଦେବୁ କି ଓଡ଼ିଶା ବାହାରେ ବି ତାଙ୍କର ବହୁତ ଗୁଡିଏ ଫ୍ଲାଟ୍ ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button