ମନୋରଞ୍ଜନ

ମିହିର ଦାସ ଙ୍କ ସମ୍ପତି, ଜାଣିଛନ୍ତି କି

ତେବେ ମିହିର୍ ଦାସ୍ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଜଣେ ଏମିତି କଳାକାର ଅଟନ୍ତି । ସେ ସବୁ ବେଳେ ଫିଲ୍ମ ଦୁନିଆଁ ରେ ନାୟକ ଏବଂ ଖଳନାୟକ ରୂପେ ଦେଖିବା ପାଇଁ ମିଳନ୍ତି । ଯେମିତି କି ହିନ୍ଧି ଫିଲ୍ମ ରେ ଲେଜେଣ୍ଡରୀ ଅମିତାବ୍ ବଚ୍ଚନ୍ ଅଟନ୍ତି ସେହି ପରି ଭାବେ ଏଠାରେ ମିହିର୍ ଦାସ୍ ।

ତେବେ ଆମେ ଆଜି ଆପଣ ମାନଙ୍କୁ ଏଠାରେ ତାଙ୍କର ପରିବାର ଏବଂ ତାଙ୍କର ସଂମ୍ପର୍ଣ୍ଣ ସଂମ୍ପର୍ତି ବିଷୟ ରେ ଏଠାରେ ଆପଣ ମାନଙ୍କୁ ଜଣେଇବା ପାଇଁ ଚାହିଁବୁ ।ତେବେ ସୂଚନା ଦେବୁ କି ମହିର୍ ଦାସ୍ ଙ୍କ ଜନ୍ମ ଓଡ଼ିଶା ର ମୟୁର ଭଞ ଜିଲ୍ଲା ରେ ହୋଇ ଥିଲା ଏବଂ ସେ ଏବେ କଟକ ରେ ରୁହନ୍ତି ।

ତାଙ୍କ ସ୍ତ୍ରୀ ଙ୍କ ନାମ ହେଲା ସଂଙ୍ଗୀତା ଦାସ୍ । ଏବଂ ତାଙ୍କର ଗୋଟିଏ ପୁଅ ରହିଛି ଜାହାଙ୍କ ନାମ ଅମ୍ଲାନ୍ ଦାସ୍ ଅଟେ । ତାଙ୍କ ସ୍ତ୍ରୀ ଜଣେ ସିଙ୍ଗର ଅଟନ୍ତି । ମିହିର୍ ଦାସ୍ 1980 ରେ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ପାଦ ଦେଇ ଥିଲେ । ଏବଂ 2020 ରେ ତାଙ୍କୁ 40 ବର୍ଷ ପୂରଣ ହୋଇ ଗଲା ଫିଲ୍ମ ଇଣ୍ଡଷ୍ଟ୍ରୀ କୁ ଆସିବାର ଏବଂ ଆପଣ ମାନେ ଦେଖି ପାରୁ ଥିବେ ଆଜିର ଫିଲ୍ମ ରେ ମଧ୍ୟ ମିହିର୍ ଦାସ୍ ଙ୍କ ପାଖରେ ସେହି ଉର୍ଜା ଏବଂ ଶକ୍ତି ରହିଛି ।

ଅଭିମନ୍ୟୁ ଫିଲ୍ମ ରେ ତାଙ୍କର ଖଳନାୟକ ରୋଲ ଟି ଓଡ଼ିଶା ରେ ସମସ୍ତ ଙ୍କୁ ପସନ୍ଦ ଆସି ଥିଲା । ବର୍ତମାନ ବୟସ ତାଙ୍କର 61 ବର୍ଷ ମିହିର ଦାସ୍ ଆଜି ଯାଏ 150 ରୁ ଉର୍ଦ୍ଧ ଫିଲ୍ମ କରିଛନ୍ତି । ଏବେ ଓଡ଼ିଆ ଫିଲ୍ମ ପାଇଁ 5 ଲକ୍ଷ ରୁ 7 ଲକ୍ଷ ଟଙ୍କା ନିଅନ୍ତି । ତେବେ ତାଙ୍କର କଟକ ରେ ଭଲ ଘର ରହିଛି ।

ଏହା ସହିତ ମର୍ସିଟିଜ୍ କାର୍ ତାଙ୍କ ପାଖରେ ରହିଛି । ଅନୁମାନ କରା ଯାଏ କି ତାଙ୍କର ମୋଟ ସଂମ୍ପତୀ 30 ରୁ 35 କୋଟି ରୁ ଉର୍ଦ୍ଧ ହେବ ବୋଲି ।ତେବେ ଆପଣ ମାନଙ୍କୁ ମିହିର୍ ଦାସ୍ ଙ୍କ ଫିଲ୍ମ ଏବଂ ତାଙ୍କର ଅଭିନୟ କେମିତି ଲାଗେ ଆପଣ ମାନେ ଆମକୁ ନିଶ୍ଚିତ ଭାବେ ଜଣେଇବେ ।

Related Articles

Leave a Reply

Your email address will not be published. Required fields are marked *

Back to top button