IBN ଓଡ଼ିଶା ଏକ୍ସକ୍ଲୁସିଭ୍

ସନ୍ଧ୍ୟାରେ କରନ୍ତୁ ଏହି ଗୋଟିଏ ଉପାୟ, ମୁହଁରୁ ବାହାରୁଥିବା କଥା ହେବ ସତ

ବନ୍ଧୁଗଣ ଆପଣ ମାନେ ଜ୍ୟତିଷ ଶାସ୍ତ୍ର ରେ ମାତା ଲକ୍ଷ୍ମୀ ଙ୍କୁ କେମିତି ଭାବେ ପ୍ରସନ୍ନ କରା ଜାଇ ପାରିବ ସେହି ବିଷୟ ରେ ନିଶ୍ଚିତ ଭାବେ ଜଣା ଜାଇଛି । ତେବେ ସେହି ପରି କ୍ଷେତ୍ର ରେ କେତେକ ଲୋକ ମାନେ ରହିଛନ୍ତି । ଯେଉଁ ମାନେ ଜାଣି ଜାଣି ଏହାକୁ ଅଣ ଦେଖା କରନ୍ତି ।

ଜାହା ଦ୍ୱାରା ସେମାନଙ୍କୁ ମାତା ଙ୍କ କୃପା ରୁ ବଞ୍ଚିତ ହେବା ପାଇଁ ପଡେ । ସେହି ପରି ବେଳେ କୈଣସି ବ୍ୟକ୍ତି ନିଜର ଅହଙ୍କାର ରେ ବୁଡି ରହି ଥାଏ । ଏବଂ ସେହି ବ୍ୟକ୍ତି ମାନେ ଭୁଲ ବସତ ବହୁତ କିଛି ଭୁଲ କରି ଥାନ୍ତି । ଯେଉଁଥି ପାଇଁ ସେମାନଙ୍କୁ ମାତା ଲକ୍ଷ୍ମୀ ଙ୍କ କୃପା ର ବଞ୍ଚିତ ହେବା ପାଇଁ ପଡେ ।

ହେଲେ ଆମେ ଆଜି ଆପଣ ମାନଙ୍କୁ ଯେଉଁ ଉପାୟ ବିଷୟ ରେ କହିବା ପାଇଁ ଆସିଛୁ ତାହା କରିବା ପରେ ଆପଣ ମାନେ ମାତା ଲକ୍ଷ୍ମୀ ଙ୍କୁ ବହୁତ ଶିଘ୍ର ପ୍ରଶନ୍ନ କରିବା ସହିତ ଗୋଟିଏ ମହା କୋଟି ପତି ହେବାର ସୁଯୋଗ ପାଇବେ । ତେବେ ଆସନ୍ତୁ ଜାଣି ନେବା ।

ହିନ୍ଧୁ ଧର୍ମ ରେ ସଂନ୍ଧ୍ୟା କୁ ବହୁତ ମହତ୍ୱ ପୂର୍ଣ୍ଣ ସମୟ ବୋଲି କୁହାଯାଏ । ଏହି ସମୟ ରେ ଜଣେ ବ୍ୟକ୍ତି ନିଜର ଦୂର୍ଭାଗ୍ୟ କୁ ଦୂରେଇ ଦେଇ ପାରିବ । ସେହି ପରି ଭାବେ ଶାସ୍ତ୍ର ଅନୁସାରେ କିଛି ଉପାୟ ଏମିତି ବି ରହିଛି ଜାହାକୁ ପାଳନ କରି ଆପଣ ମାନେ ଏମିତି ଧନୀ ହୋଇ ପାରିବେ । ତେବେ କହିବା କି ଯେଉଁ ଘରେ ମାତା ତୁଳସୀ ଙ୍କ ବାସ ହୋଇ ଥାଏ । ସେହି ଘରେ କେବେ ବି ଦୁଖଃ ଦେଖା ଦିଏ ନାହିଁ।

ଏବଂ ଶାସ୍ତ୍ର ଅନୁସାରେ ଘର ସ୍ତ୍ରୀ ଯଦି ପ୍ରତ୍ୟେକ ଦିନ ସଂନ୍ଧ୍ୟା ସମୟ ରେ ଏହି ତୁଳସୀ ଗଛ କୁ ଛୁଇଁ ଥାଏ । ତେବେ ସେହି ପରି ବେଳେ ଘରେ ଲକ୍ଷ୍ମୀ ଙ୍କ ବାସ ହୋଇ ଥାଏ । ଏବଂ ସେ ପ୍ରଶନ୍ନ ହୋଇ ଥାନ୍ତି । ଆପଣ ମାନେ ପ୍ରତ୍ୟେକ ଦିନ ତୁଳସୀ ଚୈରା ରେ ଦ୍ୱୀପ ଜାଳନ୍ତୁ । ତେବେ ଦେଖିବେ ଆପଣ ମାନେ ନିଶ୍ଚିତ ଭାବେ ଏହି କୁପ୍ରଭାବ ରୁ ସଂମ୍ପର୍ଣ୍ଣ ଭାବେ ମୁକ୍ତି ପାଇବେ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button